ବିଶ୍ୱ ଏଡ୍ସ ଦିବସରେ ବ୍ରହ୍ମପୁର ଆଇଟିଆଇ ପରିସରରେ ବିଶାଳ ରେଡ୍ ରିବନ୍ ଆକୃତିର ମାନବଶୃଙ୍ଖଳ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ଲକ୍ଷ୍ୟ ନେଇ ବିଶ୍ୱ ଏଡ୍ସ ଦିବସରେ ବ୍ରହ୍ମପୁର ଆଇଟିଆଇ ପରିସରରେ ବିଶାଳ ରେଡ୍ ରିବନ୍ ଆକୃତିର ମାନବଶୃଙ୍ଖଳ କରାଯାଇଛି । ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏହି ମାନବଶୃଙ୍ଖଳ ହୋଇଥିଲା ।!-->…
Read More...
Read More...