ଜିଲ୍ଲାପାଳଙ୍କୁ ଭେଟିଲେ ବିସ୍ଥାପିତ
ବଲାଙ୍ଗିର, (କେପିଏନ୍ଏସ୍) : ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପନ ପ୍ରକ୍ରିୟା ଚାଲୁ ରହିଛି । ଏହି କ୍ରମରେ ଚୁଡାପାଲି ଗ୍ରାମବାସୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ନୋଟିସ ଦିଆଯାଇଛି । ବହୁ ଲୋକ କ୍ଷତିପୂରଣ ପାଇ ନଥିବାରୁ ସେମାନେ ଆସି ଜିଲ୍ଲାପାଳଙ୍କୁ ଆଉ କିଛି ଦିନର ସମୟ ମାଗିଛନ୍ତି!-->…
Read More...
Read More...