Daily Archives

ତୁରକେଲାରେ ମାଣ୍ଡିଆ ଦିବସ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ବିକଳ୍ପ ସଂସ୍ଥା ପକ୍ଷରୁ ମାଣ୍ଡିଆ ଦିବସ ପାଳନ ଦୁଇ ଦିନ ଧରି ହୋଇଯାଇଛି । ମାଣ୍ଡିଆ ଏକ ଭିଟାମିନ ଯୁକ୍ତ ଶସ୍ୟ ଅଟେ ରାଜ୍ୟ ସରକାର ମାଣ୍ଡିଆର ଚାଷ ବିଷୟ ନେଇ ଜାଗାରେ ମାଣ୍ଡିଆ ଦିବସ ପାଳନ ନିମନ୍ତେ
Read More...

ତାଳଚେର ବାର୍ ଆସୋସିଆସନ୍‌ର ତାଳଚେର ଓ ପାଲଲହଡା ବନ୍ଦ ଡାକରା

ତାଳଚେର, (ଆର୍ତ୍ତତ୍ରାଣ ପାଣି ) : ଆଜି ତାଳଚେର ବାର୍ ଆସୋସିଆସନ୍ ଓକିଲଙ୍କ ବିରୁଦ୍ଧରେ ପୋଲିସ ପ୍ରଶାସନର କାର୍ଯ୍ୟଶୈଳୀକୁ ବାର ଘଣ୍ଟିଆ ବନ୍ଦର ଆହ୍ୱାନ ଦେଇଛି । ଏହି ଆହ୍ୱାନ ଦ୍ୱାରା କୋର୍ଟ କାର୍ଯ୍ୟକଳାପ ସହିତ ତାଳଚର ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିବା ଦ୍ୱାରା ଜନ ସାଧାରଣ
Read More...

ଚୁଲିଫୁଙ୍କା ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ପକଳ୍ପର ଶିଳାନ୍ୟାସ କଲେ ବିଧାୟକ ସାଲୁଜା

କଂଟାବାଂଜି, (କେପିଏନ୍‌ଏସ୍‌) : କଂଟାବାଂଜି ନିର୍ବାଚନ ମଂଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ଗ୍ରାମରେ କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇ ଗ୍ରାମ୍ୟ ଜଳ ଯୋଗାଣ ପକଳ୍ପର ଶିଳାନ୍ୟାସ କରିଥିବା ନେଇ ଖବର ମିଳିଛି । ଏହି ସମୟରେ ବଙ୍ଗୋମୁଣ୍ଡା ବ୍ଲକର ଗ୍ରାମ୍ୟ ଜଳ
Read More...

ନବମ ବର୍ଷ ପୂର୍ତ୍ତି ଅବସରେ ୧୦୮ ଚିକିତ୍ସା ହେଲେଥ୍‌ କେଆର୍‌ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଥିବା ରକ୍ତଭଣ୍ଡାର ଠାରେ ନବମ ବର୍ଷ ପୂର୍ତ୍ତି ଅବସରେ ୧୦୮ ଚିକିତ୍ସା ହେଲେଥ୍‌ କେଆର୍‌ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର କୁମାର୍ ଗୌରବ ରଥ ଓ
Read More...

କୋର୍ଟ ପକ୍ଷରୁ ପଳାତକ ଘୋଷିତ ହୋଇଥିବା ଡେବିଡ ସରନ ନାଗ ଆଜି କୋର୍ଟରେ ହାଜର ହେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାରମ୍ବାର କୋର୍ଟର ସମନ ଆସି ୱାରେଣ୍ଟ ଜାରି ହେବା ପରେ ମଧ୍ୟ ଡୁଙ୍ଗୁରିପଡାର ଡେବିଡ ସରନ ନାଗ କୋର୍ଟରେ ହାଜିର ହେଉ ନଥିବା ବେଳେ ଗତ କିଛି ଦିନ ତଳେ ଟାଉନ ପୋଲିସ ପକ୍ଷରୁ ଏସ୍‌ଡିପିଓ ତୋଫାନ ବାଗ ଓ ଆଇଆଇସି କେ. ପ୍ରିୟଙ୍କା ରାଉତ ରାୟଙ୍କ ଉପସ୍ଥିତିରେ ଡେବିଡ
Read More...

ଗଜବାହାଲରେ ଧାନମଣ୍ଡି ଖୋଲିବା ଦାବୀରେ ରାସ୍ତାରୋକ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଂଚାୟତରେ ଖରିଫ ଧାନମଣ୍ଡି ଖୋଲିବା ଦାବୀରେ ରିଷିଡା ମ.ରାମପୁର-ବଲାଙ୍ଗିର ରାସ୍ତାର ଗଜବାହାଲ ଛକ ଠାରେ ଚାଷୀମାନେ ରାସ୍ତାରୋକ କରିଥିବା ଜଣାପଡିଛି । ଫଳରେ ଭବାନୀପାଟଣା-ବଲାଙ୍ଗିରକୁ କୌଣସି ଯାନବାହାନ
Read More...

ମାଣ୍ଡିଆରେ ତିନିଠାକୁରଙ୍କ ଚିତ୍ର ପ୍ରସ୍ତୁତ

ଭୁବନେଶ୍ୱର : ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ରୂପେ ପାଳନ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଦିବସକୁ ସ୍ୱତନ୍ତ୍ର ଭାବେ ପାଳନ କରିବା ପାଇଁ ପ୍ରୟାସ କରିଛନ୍ତି ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ । ମିନିଏଚର୍‌ ଆର୍ଟ ମାଧ୍ୟମରେ ସେ
Read More...

ଗାନ୍ଧୀ ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ସୈନିକ ରାଧେଶ୍ୟାମ ବଗର୍ତ୍ତୀ ତଥା ଗାନ୍ଧୀ ପାଠାଗାରର ସ୍ଥାୟୀ ସଦସ୍ୟଙ୍କ ବିୟୋଗ ପରେ ଗୁରୁବାର ସନ୍ଧ୍ୟାରେ ଅମର ଆତ୍ମାର ସଦଗତି ପାଇଁ ସ୍ଥାନୀୟ ଗାନ୍ଧୀ ପାଠାଗାର ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ସୈନିକ ସଂଘର ମିଳିତ
Read More...

କୁସମେଲ ଗାଁଠାରେ ୨ ବାଇକ ମୁହାଁମୁହିଁ ଧକ୍କା : ୨ ଗୁୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର କୁସମେଲ ଗାଁଠାରେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କୁସମେଲ ଗାଁରେ । ସୂଚନା ଅନୁସାରେ, ଆଜି ସକାଳୁ ରତାଖଣ୍ଡି ଗାଁର ରବୀନ୍ଦ୍ର ମାଝୀ ଓ ତାଙ୍କ ୮ ବର୍ଷର ପୁଅ
Read More...

ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ : ୧ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ଶୋପିଆଁରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଅକ୍ଟୋବର ମାସରେ ଶୋପିଆଁର କାପରେନ ଚୌଧୁରୀଗୁଣ୍ଡ ଠାରୁ କିଛି କି.ମି ଦୂରରେ କାଶ୍ମୀର ପଣ୍ଡିତ ପୂରନ କୃଷ୍ଣ ଭଟ୍ଟଙ୍କୁ
Read More...