Daily Archives

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନଙ୍କ ‘କେରିଅର କାଉନସିଲିଙ୍ଗ’

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିଶୁ ସଭାରେ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପାଞ୍ଜଳି ମାଝୀ ଏବଂ ପାଇକମାଲ ତହସିଲଦାର ପରକ୍ଷୀତ ସାହୁ ମୁଖ୍ୟ ଅଥିତି ଭାବେ ଓ ବ୍ଲକ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ସମ୍ମାନିତ ଅଥିତି ଭାବେ ଯୋଗ
Read More...

ଭୀମ ପାହାଡ଼ରେ ୧୭ତମ ଗିରି ଗୋବର୍ଦ୍ଧନ ପୂଜା ଓ କଂସ ଦରବାର ଉଦ୍‌ଯାପିତ

ଭୀମକଟାରେ ହେଲା ରାଧାକୃଷ୍ଣଙ୍କ ନାବକେଲି, ଶେଷ ସନ୍ଧ୍ୟାରେ କଂସ ବଧ ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨୩ତାରିଖ ଠାରୁ ଦେଓଗାଁ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତର ପର୍ଯ୍ୟଟନସ୍ଥଳୀର ଭୀମ ପାହାଡ଼ରେ ଆରମ୍ଭ ହୋଇଥିବା ୧୭ତମ ଗିରି ଗୋବର୍ଦ୍ଧନ ପୂଜା, କଂସ ଦରବାର ଓ ଚବିଶ ପ୍ରହରୀ
Read More...

ସୁବର୍ଣ୍ଣପୁରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ
Read More...

ଆର୍‌ଏନ୍‌ ସିଂହଦେଓଙ୍କ ସମାଧି ପାଚେରୀ ଭାଙ୍ଗି ଦେଇଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବରପାଲିପଡା ଠାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସମାଧିସ୍ଥଳର ପାଚେରୀକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତ ଅଭିଯୋଗ ହୋଇଛି । ଏହି ଘଟଣା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପୁଲିସର ଖାମଖିଆଲ
Read More...

ବଲାଙ୍ଗିରରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସ୍ଥାନୀୟ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର ସଭା ଗୃହଠାରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ - ୨୦୨୨ ପାଳିତ ହୋଇଯାଇଛି । ଏହି ଦିବସରେ ଏନ୍‌ସିସି, ଯୁବ
Read More...

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଅଦ୍ଭୁତପୂର୍ବ ର‍୍ୟାଲି : ୪ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୪ ଦଫା ଦାବୀ ୨୦୦୧ରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷା ସହାୟକ, ଗଣଶିକ୍ଷକ ଓ କନିଷ୍ଠ ଶିକ୍ଷକ ପଦବୀ ଉଚ୍ଛେଦ କରି ମୂଳ ଚାକିରିକୁ ଗଣନା କରି ୬ଟି ଇନ୍‌କ୍ରିମେଣ୍ଟ ଦିଆଯାଉ, ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୂରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା,
Read More...

ଆଜି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସର୍ବ ଭାରତୀୟ ବିଶ୍ଵବିଦ୍ୟାଳୟର ସଦସ୍ୟତା ଗ୍ରହଣ କରିଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଲା । ବିଜୁ ଛାତ୍ର ଜନତା ଦଳରର ସଭାପତି ଓ କ୍ୟାମ୍ପସ କମିଟିର ବାରମ୍ବାର ଅନୁରୋଧ ପ୍ରଚେଷ୍ଟା ଫଳରେ ଆଜି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସର୍ବ ଭାରତୀୟ ବିଶ୍ଵବିଦ୍ୟାଳୟର ସଦସ୍ୟତା ଗ୍ରହଣ କରିଥିବା ଜଣାପଡିଛି । ଏହା ଫଳରେ
Read More...

କାଂଜି ହାଉସ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ଯୁବା ପ୍ରତାପୀ ସେନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିରର ଯୁବା ପ୍ରତାପୀ ସେନା କାଂଜି ହାଉସ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ସହରରେ କାଂଜି ହାଉସ ନଥିବା ଯୋଗୁଁ ବହୁତ ଅସୁବିଧା ହେଉଥିବା ବେଳେ ଏହାକୁ ଆଖି ଆଗରେ ରଖି ଯୁବା ପ୍ରତାପୀ ସେନା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
Read More...

ଉଚ୍ଚତର ଗବେଷଣା ମାଧ୍ୟମରେ କୃଷ୍ଣଚନ୍ଦ୍ରଙ୍କ କାବ୍ୟକୃତିର ମୂଲ୍ୟାୟନ କରାଯିବ : କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ସ୍ୱନାମଧନ୍ୟ ଆଶୁକବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଓଡ଼ିଆ କାବ୍ୟ ସାହିତ୍ୟର ଜଣେ ପ୍ରଣମ୍ୟ ପୁରୁଷ । ପାଞ୍ଚ ଦଶନ୍ଧିରୁ ଅଧିକ କାଳ ଧରି ସେ ନିରବଚ୍ଛିନ୍ନ ଭାବେ ସାରସ୍ୱତ ସାଧନାରେ ପ୍ରବୃତ୍ତ ରହି ଆସିଛନ୍ତି । ସହସ୍ରାଧିକ କବିତା ସୃଷ୍ଟି କରି ଓଡ଼ିଆ
Read More...

ଜିଲ୍ଲାସ୍ତରୀୟ ଶିଶୁ ମାନସିକ ସ୍ୱାସ୍ଥ୍ୟ ଓ ମନୋସାମାଜିକ ସହାୟତା କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଏକ ଜିଲ୍ଲାସ୍ତରୀୟ ଶିଶୁ ମାନସିକ ସ୍ୱାସ୍ଥ୍ୟ ଓ ମନୋସାମଜିକ ସହାୟତା କର୍ମଶାଳା ୟୁନିସେଫ ଓ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ, ଭୁବନେଶ୍ୱର ସ୍ଥିତ ପିକକ ଏବଂ ରାଜେନ୍ଦ୍ର ଯୁବକ ସଂଘ ବଲାଙ୍ଗିରର ମିଳିତ ସହଯୋଗରେ
Read More...