Daily Archives

ଓଭୋ ଫାର୍ମ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ‘କେନ୍‌କୋ’ର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ପ୍ରମୁଖ ଅଣ୍ଡା ଉତ୍ପାଦନକାରୀ ସଂସ୍ଥା 'ଓଭୋ ଫାର୍ମ ପ୍ରାଇଭେଟ୍‌ ଲିମିଟେଡ୍‌' ପକ୍ଷରୁ ଶୁକ୍ରବାର ଏକ ନୂଆ ବ୍ରାଣ୍ଡ୍‌ 'କେନ୍‌କୋ'ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ବିଶେଷକରି ବିଶ୍ୱ ଅଣ୍ଡା ଦିବସ ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ର ନୂତନ
Read More...

ସେପ୍ଟିକ୍‌ ଟ୍ୟାଙ୍କ୍‌ରୁ ଗ୍ୟାସ୍‌ ଲିକ୍‌ ହୋଇ ୧୦୦ ଛାତ୍ରଛାତ୍ରୀ ଅସୁସ୍ଥ : ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଦନ୍ତ…

କିଶନଗିରି : ତାମିଲନାଡୁର ହୋସୁର ଜିଲାରେ ଗ୍ୟାସ୍‌ ଲିକ୍‌ ଯୋଗୁ ଏକ କର୍ପୋରେଶନ ମିଡିଲ୍‌ ସ୍କୁଲ୍‌ର ପ୍ରାୟ ୧୦୦ଜଣ ପିଲା ଅସୁସ୍ଥ ହୋଇପଡ଼ିଛନ୍ତି । ସ୍କୁଲ୍‌ ପରିସରରେ ଥିବା ସେପ୍ଟିକ୍‌ ଟ୍ୟାଙ୍କ୍‌ରୁ ଗ୍ୟାସ୍‌ ଲିକ୍‌ ହେବାରୁ ପିଲାମାନଙ୍କର ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା ।
Read More...

ନ୍ୟୁଜିଲାଣ୍ଡକୁ ହରାଇଲା ନାଇଜେରିଆ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗୋଆର ମାର୍ଗାଓରେ ଶୁୁକ୍ରବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ଏକ ଗ୍ରୁପ୍‌ 'ବି' ମ୍ୟାଚରେ ନାଇଜେରିଆ ୪-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ନାଇଜେରିଆ ପକ୍ଷରୁ ଆମିନା ବେଲୋ ୧୬, ମାର୍ସେଲି ଉସାନି ୩୪, ତାଇଓ ଆଫୋଲାବି ୭୫ ଓ
Read More...

ଆୟୁର୍ବେଦ କଲେଜର ହର୍‌ ଦିନ ହର୍‌ ଘର ଆୟୁର୍ବେଦ କର୍ମଶାଳା : ଯୋଗଦେଲେ ୪୮ଜଣ ବରିଷ୍ଠ ନାଗରିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଧର୍ମଶାଳା ପରିସରରେ ନୃସିଂହନାଥ ଆୟୁର୍ବେଦ କଲେଜ ତରଫରୁ ହର୍‌ ଦିନ ହର୍‌ ଘର ଆୟୁର୍ବେଦ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହାକୁ କଲେଜର ସମ୍ପାଦକ ତଥା ପ୍ରଶାସକ ମନୋଜ ତ୍ରିବେଦୀ ଉଦ୍‌ଘାଟନ କରିଥିଲେ । ନୃସିଂହ ମହାପ୍ରଭୁ ଓ
Read More...

ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୁର୍ଣ୍ଣ ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୁର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ସୂଚନା ମିଳିଛି ।
Read More...

୭ମ ଥର ପାଇଁ ମହିଳା ଏସିଆ କପ୍‌ର ବିଜେତା ହେଲା ଭାରତ

ସିଲହଟ : ଭାରତୀୟ ମହିଳା କ୍ରିକେଟ ଦଳ ୭ମ ଥର ପାଇଁ ଏସିଆ କପ୍‌ର ବିଜେତା ହୋଇଛି । ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ଶୋଚନୀୟ ପରାସ୍ତ କରିଛି । ଭାରତୀୟ ଦଳ ପାଇଁ ବିଜୟ ଲକ୍ଷ୍ୟ ୬୬ ରନ୍‌ ଥିବା ବେଳେ ଦଳ ୨ ଓ୍ବିକେଟ ହରାଇ ୮.୩ ଓଭରରେ ୭୧ ସଂଗ୍ରହ କରି ସହଜ ବିଜୟ ହାସଲ କରିଛି ।
Read More...

ଛତ୍ରପୁର ରିଡିଙ୍ଗରୁମ୍ ପରିସରରେ ମେଗା ରକ୍ତଦାନ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଙ୍ଗରୁମ୍ ପରିସରରେ ଛତ୍ରପୁର ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ତାଙ୍କ ସ୍ୱାମୀ ସମାଜସେବୀ କେ.ଚନ୍ଦ୍ରଶେଖର ରେଡ୍ଡୀଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଶୁକ୍ରବାର ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ
Read More...

ଏମଏଲଏ ମହିଳା ଉଚ୍ଚ ମାଧ୍ୟାମିକ ସ୍କୁଲରେ ନବାଗତ ପ୍ରଥମ ବର୍ଷ ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ମୁକୁନ୍ଦିଲାଲ ଅଗ୍ରୱାଲ ମହିଳା ଉଚ୍ଚ ମାଧ୍ୟାମିକ ସ୍କୁଲରେ ଶନିବାର ଦିନ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇଥିବା ନବାଗତ ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସ୍କୁଲ ପରିସରରେ ଥିବା ଡ୍ରାମା ଷ୍ଟେଜର
Read More...

ସରକାରୀ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୨.୦ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ସରକାରୀ କାର୍ୟ୍ୟାଳୟରେ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୨.୦ ଆଜି କେନ୍ଦ୍ରୀୟ ବିଦ୍ୟାଳୟ ନଂ ୨ରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସିଆର୍‌ପିଏଫ୍‌ ଯବାନମାନେ ବିଦ୍ୟାଳୟର ଶିକ୍ଷକ ଏବଂ
Read More...

ବିଶ୍ଵ ହାତ ଧୁଆ ଦିବସ ପାଳିତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଅନ୍ତର୍ଗତ ଧନକଉଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ଵ ହାତ ଧୁଆ ଦିବସ ପାଳିତ ହୋଇଯାଇଛି । ୱର୍ଲ୍ଡ ଭିଜନ ସମ୍ବଲପୁର ଓ ୟୁପିଏଚ୍‌ସି ଧନକଉଡ଼ାର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେଡିକାଲ ଅଫିସର ଡାକ୍ତର ଦିଲିପ କୁମାର
Read More...