Daily Archives

ଚୋରି ବୃଦ୍ଧି ପରେ ପୁଲିସର ତତ୍ପରତା : ବିଦ୍ୟୁତ ତାର ସହ ବ୍ୟାଟେରୀ ଜବତ କରିଛି ପୁଲିସ

କବାଡିରେ ଚଢାଉ, ୩ ଅଟକ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ କ୍ରମାଗତ ଚୋରି ବୃଦ୍ଧି ପାଇବାରେ ଲାଗିଥିଲା । ଖବର ପ୍ରକାଶ ପରେ ପୁଲିସ ଉପରେ ଚାପ ବଢିଥିଲା । ଚୋରି ନେଇ ସହରାଞ୍ଚଳ ଥାନା ପୁଲିସ ତତ୍ପରତା ଦେଖାଇଥିଲା । ଗୁରୁବାର ରାତିରେ ପୁଲିସ ପଇଁତରା ମାରୁଥିବା ବେଳେ
Read More...

ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟିର ବୈଠକ : ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ତୁଷୁରା ଉଡାଜାହାଜ ପଡିଆ ସ୍ଥିତ ଅତିଥି ଭବନ ହଲଠାରେ ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଶ୍ରୀମତୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟର ଫର୍ମାସୀ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଚେତନତା ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ହିଁ ସମ୍ପଦ । ସୁସ୍ଥ ସ୍ୱାସ୍ଥ୍ୟ ହିଁ ସୁସ୍ଥ ମନର ପରିଚାୟକ ହୋଇଥାଏ । ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ ସହିତ ଉପଯୁକ୍ତ ଔଷଧ ଗ୍ରହଣ କରିବା ନିତାନ୍ତ ଆବଶ୍ୟକ । ସେଥିପାଇଁ ଲୋକଙ୍କ ଭିତରେ ଔଷଧ ଏବଂ ତାର ପାର୍ଶ୍ୱ ପ୍ରତିକ୍ରିୟା ପରି ଏକ
Read More...

ଲୋଇସିଂହାରେ ଅବାଧ ସଟ୍ଟା ଖେଳ : ନୂତନ ଥାନାଧିକାରୀ ଦୃଷ୍ଟି ଦେବେ କି, ସାଧାରଣରେ ପ୍ରଶ୍ନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଅଂଚଳରେ ଅବୈଧ ସଟ୍ଟା ଖେଳ ଜୋରସୋରରେ ଚାଲିଥିବା ଅଭିଯୋଗ ହେଉଛି । ସହରଠାରୁ ଗ୍ରାମାଞ୍ଚଳ ଯାଏଁ ଏହି ଖେଳ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଟଙ୍କାଟିଏ ବଦଳରେ ୮୦ ଟଙ୍କା ପାଇବା ଲୋଭରେ ସ୍କୁଲ ଛାତ୍ରଙ୍କଠାରୁ ଆରମ୍ଭ କରି ଯୁବକ ତଥା
Read More...

ଛତ୍ରପୁର କଳା ବିକାଶ କେନ୍ଦ୍ରର ଚିତ୍ରକଳା ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଅନ୍ୟତମ ଖ୍ୟାତିନାମା ଅନୁଷ୍ଠାନ ଛତ୍ରପୁର କଳା ବିକାଶ କେନ୍ଦ୍ରର ଚିତ୍ରକଳା ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଇତିମଧ୍ୟରେ ବିୟୋଗ ହୋଇଯାଇଛି । ଦୀର୍ଘ ଦିନଧରି ସେ ଶାରୀରିକ ପୀଡ଼ିତ ଥିଲେ । ତାହାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ
Read More...

ମତଦାନ କେନ୍ଦ୍ର ଗୁଡିକର ସରଳୀକରଣ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମତଦାନକେନ୍ଦ୍ର ଗୁଡିକର କିପରି ସରଳୀକରଣ ହେବ ସେନେଇ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ
Read More...

ସ୍ୱେଚ୍ଛାସେବୀଙ୍କ ଉଦ୍ୟମ କ୍ରମେ ନେଲସନ ମୁଣ୍ଡା ପହଁଚିଲେ ନିଜ ଭିଟାମାଟି

କଳାହାଣ୍ଡି, (ପି.କେ. ସାହୁ) : ସ୍ୱେଚ୍ଛାସେବୀ ଯଶୋବନ୍ତ ରଣାଙ୍କ ଉଦ୍ୟମରେ ନେଲସନ ମୁଣ୍ଡା ନିଜ ଭିଟାମାଟିକୁ ପହଞ୍ଚିପାରିଥିବା ଜଣାପଡିଛି । ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅଞ୍ଚଳ ବିଶାଳଖଣ୍ଡା ନିକଟବର୍ତ୍ତୀ ଏକ ଗାଁରୁ ନେଲସନ ମୁଣ୍ଡା ନାମକ ଜଣେ ବ୍ୟକ୍ତି କିଛିଦିନ ତଳେ
Read More...

ମେଧାବୀ ଛାତ୍ରଙ୍କୁ ପାଠପଢାରେ ସହଯୋଗ କଲେ ଯୁବଚାଷୀ ଅଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଥାରେ ଅଛି ଚଷା ଲକ୍ଷେ ଜୀବ ପୋଷା, ଏହାର ଅର୍ଥ ଯିଏ ଚାଷ କରେ କୀଟପତଙ୍ଗ ଠାରୁ ଆରମ୍ଭ କରି ବିଭିନ୍ନ ଜୀବଜନ୍ତୁ, ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଆହାର ଯୋଗାଇଥାଏ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜାମଖାର ଗାଁରେ ଏପରି ଏକ ଯୁବଚାଷୀ ଅଛନ୍ତି
Read More...

ସଟ୍ଟା ମାଲିକଙ୍କୁ ଗିରଫ କରିବାରେ ପୋଲିସ ଚୁପ୍‌, ସାଧାରଣରେ ଚର୍ଚ୍ଚା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜିର ଶିଶୁ କାଲିର ଭବିଷ୍ୟତ, କଥାଟି ଶୁଣିବାକୁ ବହୁତ ଖୁସି ଲାଗେ, ହେଲେ ବାସ୍ତବରେ ଆଜି କାଲିର ଶିଶୁ ସଟ୍ଟାର ଶିକାର ହୋଇ ଖରାଫ ରାସ୍ତାରେ ଯାଉଛନ୍ତି । ବର୍ତ୍ତମାନ ଦେଖିବାକୁ ଗଲେ ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଛୁଆ ଠୁ ବୁଢ଼ା ସମସ୍ତେ ଏହି ସଟ୍ଟାର
Read More...

ସମ୍ପର୍କର ‘ନାଟ୍ୟ ପ୍ରବନ୍ଧ ମାନସ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସମ୍ପର୍କ ସପ୍ତାହକ ଭିତରେ ଦୁଇ ଦୁଇଟି ଅପୂର୍ବ ସଫଳତାର ସିଢି ଆରୋହଣ କରିବା ସହିତ ରାଉରକେଲାକୁ ଗୌରବାନ୍ୱିତ କରିଛି । ସମ୍ପର୍କର ପ୍ରାଣ ପ୍ରତିଷ୍ଠାତା ନାଟ୍ୟକାର, ନିର୍ଦ୍ଦେଶକ, ଅଭିନେତା ତଥା ନାଟ୍ୟଚର୍ଚ୍ଚା
Read More...
error: Content is protected !!