Daily Archives

ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଦଳର ସଂଗଠନକୁ ମଜଭୂତ୍ କରିବାରେ ବିଷ୍ଣୁ ଭାଇଙ୍କ ଭୂମିକା ଅତୁଳନୀୟ - ଧର୍ମେନ୍ଦ୍ର ପ୍ରଧାନ• ଜଣେ ବଡ଼ ଭାଇ ଭାବରେ ସେ ମୋତେ ସ୍ନେହ ଆଦର କରନ୍ତି• ବିଷ୍ଣୁ ଭାଇଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି ଭୁବନେଶ୍ୱର, (ପିଆଇବି) : ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା,
Read More...

ରକ୍ତ ପୃଥକିକରଣ ମେସିନ କାର୍ଯ୍ୟକ୍ଷମ କରିବା ଦାବୀରେ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ସ୍ୱେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ପକ୍ଷରୁ ବରଗଡ଼ ରକ୍ତ ଭଣ୍ଡାରରେ ଥିବା ରକ୍ତ ପୃଥକିକରଣ ୟୁନିଟକୁ କାର୍ଯ୍ୟକ୍ଷମ କରିବା ଦାବୀରେ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବରଗଡ଼ ସହର
Read More...

ଶିଖ୍ ପ୍ରତିନିଧି ଦଳକୁ ନିଜ ବାସଗୃହରେ ଭେଟିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଅଖଣ୍ଡପାଠ ଆୟୋଜନ କରିଥିବା ପ୍ରତିନିଧି ଦଳ ତାଙ୍କୁ ଗୁରୁଦ୍ୱାର ବାଲା ସାହିବଜୀଙ୍କ ପ୍ରସାଦ ଓ ଆଶୀଷ ଅର୍ପଣ କଲେପଗଡି ବାନ୍ଧି ଓ ଶିରୋପା ନେଇ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନୀତ କଲେଶିଖ ସମ୍ପ୍ରଦାୟର କଲ୍ୟାଣ ଓ ମର୍ଯ୍ୟାଦା ରକ୍ଷା ପାଇଁ
Read More...

ଖପ୍ରାଖୋଲରେ ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସଭା ଗୃହ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ବ୍ଲକସ୍ତରୀୟ ମିଳିତ ଜଣ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଜିଲ୍ଲାପାଳ ଚଞ୍ଚଲ ରାଣା ଓ ଆରକ୍ଷୀ ଅଧିକ୍ଷକ ନିତିନ କୁସଲକର ଯୋଗ ଦେଇ ଲୋକଙ୍କ ଆପତ୍ତି
Read More...

“ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ : ଓଡ଼ିଶା ପହଁଚିଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

ଗଙ୍ଗପଡ଼ା, (ପିଆଇବି) : ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି (ଗିଫ୍ଟ)ରେ ଭାରତ ସରକାରଙ୍କର ପ୍ରୟୋଜିତ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏଆଇସିଟିଇ “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ନାଭି
Read More...

ନିଶା କାରବାରରେ ପଦ୍ମପୁର ଉପଖଣ୍ଡର ଯୁବସମାଜ କବଳିତ : ଚିନ୍ମୟ ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଶା ବେପାରୀଙ୍କ ଉପରେ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବୀ କଲେ ପଦ୍ମପୁର ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ ପଣ୍ଡା । ସେ କହିଛନ୍ତି ଯେ, ବର୍ତ୍ତମାନ ଦିନକୁ ଦିନ ପଦ୍ମପୁର ସହରରେ ନିଶା କାରବାର ବଢ଼ିବାରେ ଲାଗିଛି ଯଦ୍ୱାରା ଯୁବ
Read More...

ଓଡ଼ିଶାର ଜଣେ ବ୍ୟକ୍ତି ହୃଦ ବିଶେଷଜ୍ଞ ଡାକ୍ତର ହୋଇ ବିଶ୍ୱରେ ସୁନାମ ଆଣିଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଜଣେ ବୀରପୁତ୍ର, ଜଣେ ଖ୍ୟାତିନାମା ଡାକ୍ତର ଭାବେ ପ୍ରଭାତ କୁମାର ଦାଶ୍‌ ବେଶ ଜଣାଶୁଣା ଅଟନ୍ତି । ଅଧୁନା ଡ଼ା.ଦାଶ୍ ବାଙ୍ଗାଲୁରୁ ସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲର ମୁଖ୍ୟ ରୂପେ କାର୍ଯ୍ୟରତ ଅଛନ୍ତି । ପୃଥିବୀର ଜଣେ ସୁନାମଧନ୍ୟ ହୃଦ
Read More...

‘କୃଷକ ପୋର୍ଟାଲ’ ମାଧ୍ୟମରେ ଚାଷୀଙ୍କ ମାଗଣା ପଞ୍ଜିକରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର କୃଷି କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ "କୃଷକ ପୋର୍ଟାଲ" ମାଧ୍ୟମରେ ଚାଷୀଙ୍କ ମାଗଣା ପଞ୍ଜିକରଣ କରାଯାଉଛି । ନିକଟସ୍ଥ ମୋ ସେବା କେନ୍ଦ୍ରରେ ନାମ ତଥା ନିଜ ଜମିଜମା ସଂକ୍ରାନ୍ତ ତଥ୍ୟ ପଞ୍ଜିକରଣ କରନ୍ତୁ ଏବଂ ଫଳଚାଷ, ଫୁଲଚାଷ, ମତ୍ସ୍ୟଚାଷ ଓ
Read More...

ପୁଇଁନ୍ତଲା ଥାନାରେ ଜଣେ ଦୋଷୀଙ୍କୁ ୨୦ ବର୍ଷ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ନେଇ ଏସ୍‌ପିଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଲା ଥାନାରେ ଜଣେ ଦୋଷୀଙ୍କୁ ୨୦ ବର୍ଷ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ନେଇ ଏସ୍‌ପି ନୀତିନ କୁଶଲକର ସୂଚନା ଦେଇଛନ୍ତି । ତେବେ ଏହା ପୋକ୍ସୋ କେସ sec ୬ ଅଧୀନରେ ହୋଇଥିବା ବେଳେ ପୁଇଁନ୍ତଲା ଥାନା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୯୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ
Read More...