Daily Archives

କୋସଲି ସଂସ୍କୃତି ଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ସାନ କଲଙ୍ଗାପାଲି ଗ୍ରାମର ସ୍ୱର୍ଗତ କୋସଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ କୋସଲି ସଂସ୍କୃତି ଦିନ ପାଳନ ପାଇଁ ବାଳିପଟା ସାପ୍ତାହିକ ବଜାରଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଇନ୍ଦ୍ରମଣି ସାହୁ ସୁରତା କମିଟିର ଆବାହକ
Read More...

ଶାନ୍ତିପଡା ଶିବ ମନ୍ଦିରରୁ ଚୋରି କଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶାନ୍ତିପଡା ସ୍ଥିତ ଶିବ ମନ୍ଦିରରୁ ଚୋରି ହୋଇଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତର ରାତ୍ରୀରେ ଚୋର ମାନେ ମନ୍ଦିରର କବାଟର ତାଲା ଭାଙ୍ଗି ଭିତରେ ଥିବା ଦାନବାକ୍ସ ସହ ବିଭିନ୍ନ ସାମାଗ୍ରୀ ଚୋରି କରି ନେଇଛନ୍ତି । ଏହାକୁ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩୬ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୮୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୭ ଜଣ
Read More...

ସ୍ୱାଧୀନତାର ଆନ୍ଦୋଳନର ପବିତ୍ର ମାଟି କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପରିକ୍ରମା କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜୟପୁର ବ୍ଲକ ଡୋଙ୍ଗରିଞ୍ଚି ପଞ୍ଚାୟତରେ ସମ୍ମାନନୀୟା "ପଦ୍ମଶ୍ରୀ" କମଳା ପୂଜାରୀ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଦୟ ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସ୍ୱାଧୀନତାର ଆନ୍ଦୋଳନର ପବିତ୍ର ମାଟି କୋରାପୁଟ ଜିଲ୍ଲାର
Read More...

ସାବାସ୍‌ ପୁଲିସ ଅଧିକାରୀ : ଉଜୁଡ଼ା ପରିବାରର ଦୁଇ ଭାଇ ଭଉଣୀଙ୍କ ପାଠ ପଢ଼ା ଖର୍ଚ୍ଚ ବହନ କଲେ ଇନ୍ସପେକ୍ଟର ସଦାନନ୍ଦ

ବରଗଡ଼, (କେପିଏନ୍‌ଏସ୍‌) : ପୁଲିସ୍‌କୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଶଂକା ଦେଖା ଦେଇଥାଏ । ସମାଜରୁ ଏଭଳି ଚିନ୍ତାକୁ ହଟାଇବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିଲେ ସୁଦ୍ଧା ପୁଲିସ ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ଏବେ ବି ଫେରି ନଥିବା ମନେହୁଏ ।
Read More...

ବାଲେଶ୍ୱର ଜିଲ୍ଲା ସୋର ଓ ବାଲିଆପାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ପରିକ୍ରମା କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲା ସୋର ଓ ବାଲିଆପାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ଗତକାଲି ଅହିଂସାପରଥ ପରିକ୍ରମା କରିଛି । ସ୍ୱାଗତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ମିଶନ ଶକ୍ତିର ସଦସ୍ୟଙ୍କ ସମେତ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଜନତା ସମବେତ ହୋଇଥିଲେ । ଏନେଇ ରାଜ୍ୟ
Read More...

୩୦ ଦିନରେ ରାଜ୍ୟର ୨୧ଟି ଜିଲ୍ଲା ପରିକ୍ରମା କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାତ୍ମା ଗାନ୍ଧିଜୀଙ୍କ ବାର୍ତ୍ତାର ପ୍ରସାର ପାଇଁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଶୁଭାରମ୍ଭ ହୋଇଥିବା 'ଅହିଂସା ରଥ' ୩୦ ଦିନରେ ରାଜ୍ୟର ୨୧ଟି ଜିଲ୍ଲା ପରିକ୍ରମା କରିଛି । 'ସତ୍ୟ', 'ଅହିଂସା' ଓ 'ଶାନ୍ତି' ପ୍ରତିଷ୍ଠା ଲକ୍ଷ୍ୟରେ ଏହି ରଥ ସାରା
Read More...

ଭାରତୀୟ ତଟରକ୍ଷୀ ଏବଂ ଏଟିଏସ୍ ଗୁଜରାଟ ଦ୍ୱାରା ପ୍ରାୟ ୨୦୦କୋଟି ଟଙ୍କାର ମାଦକ ଦ୍ରବ୍ୟ ସହ ଏକ ପାକିସ୍ତାନୀ ବୋଟ୍ ଜବତ

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ତଟରକ୍ଷୀ ଓ ଏଟିଏସ୍ ଗୁଜରାଟ ମିଳିତଭାବେ ଏକ ପାକିସ୍ତାନୀ ନୌକା ଜବତ କରିଛନ୍ତି । ଭାରତୀୟ ଜଳରାଶି ମଧ୍ୟରେ ଯାଉଥିବା ଏହି ନୌକାରେ ଛଅ ଜଣ ନାବିକଙ୍କୁ ଗିରଫ ସହ ଦୁଇଶହ କୋଟି ଟଙ୍କାର ପ୍ରାୟ ୪୦କେଜି ମାଦକ ଦ୍ରବ୍ୟ ଜବତ ହୋଇଛି । ସେପ୍ଟେମ୍ବର ୧୩, ୧୪ ୨୦୨୨
Read More...

ବାଣିଜ୍ୟିକ ଖଣି ନିଲାମୀର ଦ୍ୱିତୀୟ ଦିନରେ ନିଲାମ ହେଲା ଓଡ଼ିଶାର ଦୁଇଟି କୋଇଲା ଖଣି

ନୂଆଦିଲ୍ଲୀ, (ପିଆଇବି) : ସିଏମଏସପି ଆଇନ ଏବଂ ଏମଏମଡିଆର ଆଇନର ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ଦ୍ୱିତୀୟ ପ୍ରୟାସ ଅଧୀନରେ ବାଣିଜ୍ୟିକ କୋଇଲା ଖଣିର ନିଲାମୀ ମାର୍ଚ୍ଚ ୩୦, ୨୦୨୨ରେ ଆରମ୍ଭ ହୋଇଥିଲା। ଏହି କ୍ରମରେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀର ଦ୍ୱିତୀୟ ଦିନରେ ଦୁଇଟି ଏମଏମଡିଆର
Read More...

ରୁଗୁଡିପଡା ସେରସୁଆଁଗୁଡିରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ୟଙ୍ଗକବି ଅଚ୍ୟୁତ ପୁରୋହିତ ଓ ବ୍ୟାସ ପୁରୋହିତଙ୍କ ଗୀତରେ ଝୁମିଲେ ଦର୍ଶକ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରୁଗୁଡିପଡା ଛକର ସେରସୁଆଁଗୁଡି ବୈଠକିରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ସହରର ବିଭିନ୍ନ ପଡାରୁ ଆସୁଥିବା
Read More...