Daily Archives

ନୂଆ କେନ୍ଦ୍ର ପ୍ରାୟୋଜିତ ଯୋଜନା – ପିଏମ ଶ୍ରୀ (ପିଏମ ସ୍କୁଲ୍ସ୍ ଫର ରାଇଜିଂ ଇଣ୍ଡିଆ)କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି

● ସାରା ଦେଶରେ ଥିବା ୧୪,୫୦୦ ବିଦ୍ୟାଳୟକୁ ପିଏମ ଶ୍ରୀ ବିଦ୍ୟାଳୟ ଭାବେ ବିକଶିତ କରାଯିବ; ଏଥିରେ ପ୍ରଦର୍ଶିତ ହେବ ଜାତୀୟ ଶିକ୍ଷା ନୀତି ୨୦୨୦ର ସବୁ ଉପାଦାନ● ଉନ୍ନତ ଭିତ୍ତିଭୂମି, ଅଭିନବ ଶିକ୍ଷାଦାନ ବ୍ୟବସ୍ଥା ଏବଂ ପ୍ରଯୁକ୍ତି ମାଧ୍ୟମରେ ପିଏମ ଶ୍ରୀ ବିଦ୍ୟାଳୟଗୁଡ଼ିକ ଆଦର୍ଶ
Read More...

ଓଡିଆ ଭାଷା ବିକାଶ ମଞ୍ଚର କବି ବିନୋଦଚନ୍ଦ୍ର ନାୟକ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୧ସ୍ଥିତ ଡିଭାଇନ ଲାଇଫର ମିଳିତ ଆନୁକୂଲ୍ୟରେ ଗ୍ରାମପଥର କବି ବିନୋଦଚନ୍ଦ୍ର ନାୟକଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା
Read More...

ଆସନ୍ତା ୧୦ରେ ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ସମ୍ବର୍ଦ୍ଧିତ ହେବେ ସୌମ୍ୟରଂଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବାଦ ସାହିତ୍ୟ ଘର ରାଉରକେଲାର ବାର୍ଷିକୋତ୍ସବ ୨୦୨୨ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆସନ୍ତା ୧୦ତାରିଖ ଦିନ ଦିବା ୧୦ଘଟିକା ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ସାହିତ୍ୟ ଘର
Read More...

ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବୀରେ ପଦ୍ମପୁର ଉପଖଣ୍ଡ ବନ୍ଦ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଳ ସେବା ଓ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଆହ୍ୱାନ କ୍ରମେ ପଦ୍ମପୁର ଉପଖଣ୍ଡ ପଦ୍ମପୁର, ପାଇକମାଲ, ଝାରବନ୍ଧ, ଗାଇସିଲେଟ ଆଦି ଅଞ୍ଚଳର ସହରରେ ଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସରକାରୀ ଓ ବେସରକାର ଅଫିସ
Read More...

କୋଶଲ ରାଜ୍ୟ ଦାବୀ ନେଇ ମହାବନ୍ଦ ଡାକରା : ଶାନ୍ତି ଶୃଙ୍ଖଳାର ସହ କଂଟାବାଂଜି ଓ ତୁରେକେଲାରେ ବନ୍ଦ ସଫଳ

କଂଟାବାଂଜି, (ଗୁରୁଦୟାଲ ହଂସ) : କୋଶଲ ମୁକ୍ତି ମୋର୍ଚ୍ଚା ଏବଂ କୋଶଲ ସେନାର ଆହ୍ୱାନକ୍ରମେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ପରିପ୍ରେକ୍ଷୀରେ କଂଟାବାଂଜି ସହର ଏବଂ ତୁରେକେଲା ବ୍ଲକ ସଦର ମହକୁମାରେ ବୁଧବାର ଦିନ ବନ୍ଦ ପାଳିତ ହୋଇଯାଇଛି । କଂଟାବାଂଜି ସହରରେ ସକାଳ ପ୍ରାୟ ୬ ଘଂଟାରୁ ବନ୍ଦ ପାଳନ
Read More...

ବନ୍ୟା ପରେ ଏବେ ମରୁଡି : ଚାଷ ଜମିକୁ ଜଳସେଚନ ନିମନ୍ତେ ଦାବୀପତ୍ର ପ୍ରଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ୍ୟା ପରେ ଏବେ ମରୁଡି । ଡେଲାଙ୍ଗ ଡିଷ୍ଟ୍ରିବ୍ୟୁଟର କେନାଲରେ ପାଣି ନ ଆସିବାରୁ ବିଲ ଫାଟି ଆଁ କରିଗଲାଣି । ଏନେଇ ଡେଲାଙ୍ଗରେ ଚାଷୀ ଅସନ୍ତୋଷ ଦେଖାଦେଇଛି । ମହାବୀର କୃଷକ ସଂଗଠନ ତରଫରୁ ଗଞ୍ଜେଇଗୋଡି, ରାମଚନ୍ଦ୍ରପୁର ଏବଂ ଡେଲାଙ୍ଗ କୋଠବାଡର ଅନେକ
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନରସିଂହ ମନ୍ଦିରଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ନୂତନ
Read More...

ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳପଥ ପ୍ରସଙ୍ଗ : ଲୋଭନୀୟ ବଜେଟ ଘୋଷଣା ମାତ୍ର ନିରାଶାଜନକ ଖର୍ଚ୍ଚ

ଲୋକଙ୍କୁ ଭୂଆଁ ବୁଲାଉଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରନର୍ଲାର ୱାର୍କଶପ ପାଇଁ ଘୋଷିତ ୨ କୋଟି ଟଙ୍କାରୁ ଖର୍ଚ୍ଚ ହୋଇଛି ମାତ୍ର ୩୧ ହଜାର ଟଙ୍କାପଶ୍ଚିମ ଓଡିଶା ପ୍ରତି ରେଳ ବିଭାଗର ଅବହେଳା ସମ୍ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ- ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) :
Read More...

କୋଶଲ ରାଜ୍ୟ ଦାବୀରେ ଟିଟିଲାଗଡ଼ ମହାବନ୍ଦ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବୀ ନେଇ କୋଶଲ ରାଏଜ ମୁକ୍ତି ମୋର୍ଚା ପକ୍ଷରୁ ଡାକରା କ୍ରମେ ଟିଟିଲାଗଡ଼ ସହର ସମୂର୍ଣ୍ଣ ଠପ୍‌ ହୋଇପଡିଛି । ବନ୍ଦ ନେଇ ଗତକାଲିଠାରୁ କୋଶଲ ସମର୍ଥକ ସହରରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର ସହ ବିଭିନ୍ନ ଅନୁଷ୍ଠାନକୁ ସହଯୋଗ
Read More...

କୋସଲ ମହାବନ୍ଦ, କଳାହାଣ୍ଡି ଠପ୍‌

କଳାହାଣ୍ଡି, (କେପିଏନ୍‌ଏସ୍‌) : କୋସଲ ମହାବନ୍ଦର ପ୍ରଭାବରେ କଳାହାଣ୍ଡି ଠପ୍‌ ହୋଇ ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ କୋଶଳ ମହବନ୍ଦକୁ ବିପୁଳ ଜନ ସମର୍ଥନ ରହିଥିବା ଦେଖିବାକୁ ମିଳିଛି । କୋଶଳ ରାଜ୍ୟ ଗଠନ ଦାବୀରେ ୧୨ ଘଣ୍ଟିଆ ବନ୍ଦ ବେଳେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା
Read More...