Daily Archives

ଏବିଭିପି ଓଡ଼ିଶା ପକ୍ଷରୁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସରଙ୍କୁ ପ୍ରଶ୍ନପତ୍ର ଲିକ୍ ଘଟଣାର ସଠିକ୍ ତଦନ୍ତ…

ସମ୍ବଲପୁର : ଏବିଭିପି ଓଡ଼ିଶାର ଏକ ପ୍ରତିନିଧି ମଣ୍ଡଳୀ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତଲଙ୍କୁ ଭେଟି ପ୍ରଶ୍ନପତ୍ର ଲିକ୍ ଘଟଣାର ସଠିକ୍ ତଦନ୍ତ ପାଇଁ ଦାବୀପତ୍ର ପ୍ରଦାନ କରିବା ସହ ଆଗାମୀ ଦିନରେ ଯେପରି ଏହାର ପୁନରାବୃତ୍ତି ନ ଘଟେ ସେଥିପାଇଁ ଧ୍ୟାନ ରଖିବାକୁ ଦାବୀ
Read More...

ଘିଚାମୁରା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ରେଙ୍ଗାଲି : ରେଙ୍ଗାଲି ବ୍ଲକର ଘିଚାମୁରା ସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ସ୍ୱାଧୀନ ଏକତା ସଂଗଠନ ରେଙ୍ଗାଲି ଏବଂ ରେଙ୍ଗାଲି ବନ୍ୟାଞ୍ଚଳର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ ନାଥ ଅତିଥିମାନଙ୍କୁ ସ୍ଵାଗତ କରି ପରିଚୟ ପ୍ରଦାନ
Read More...

ବରିଷ୍ଠ ନାଗରିକଙ୍କୁ ଚୂନ ଲଗାଇଲେ ସାଇବର ଠକ : ବିଦ୍ୟୁତ ସଂଯୋଗ କଟିଯିବ କହି ୨ ଲକ୍ଷ ୭୫ ହଜାର ଟଙ୍କା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରିଷ୍ଠ ନାଗରିକଙ୍କୁ ଚୂନ ଲଗାଇଲେ ସାଇବର ଠକ । ପୂର୍ବ ମାସର ଇଲେକ୍ଟ୍ରି ବିଲ ବକେୟା ଥିବାରୁ ଲାଇନ କଟିଯିବ କହି ଆରଏସପିର ଜଣେ ପୂର୍ବତନ କର୍ମଚାରୀଙ୍କ ଠାରୁ ୨ ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ପୂର୍ବ ମାସର ଇଲେକ୍ଟ୍ରି ବିଲ୍ ବକେୟା
Read More...

ମୋରମ ଖାଦାନରେ ପଡି ଶିଶୁ ମୃତ

ସୋର : ଖଇରା ବ୍ଲକ ଗଡ଼ପୋଖରୀ ପଞ୍ଚାୟତରେ ଚାଲିଥିବା ବେଆଇନ ମୋରମ ଖାଦାନରେ ପଡି ଆଜି ୫ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗଡ଼ପୋଖରୀ ପଞ୍ଚାୟତ ଗୋଆପାଳ ଓ ଗଗୁଆରେ ବେଆଇନ ମୋରମ ତାଡି ନେବା ପରେ ସେହି ସ୍ଥାନରେ ବଡ଼ବଡ଼ ଘାଇ ସୃଷ୍ଟି ହେଉଛି । ଫଳରେ ବର୍ଷା ହେବା
Read More...

ପିଏଲ୍‌ଏଫ୍‌ଆଇ ଜୋନାଲ କମାଣ୍ଡର ସନ୍ତୋଷ କାଣ୍ଡାଲାନା ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ପିଏଲ୍‌ଏଫ୍‌ଆଇ ଜୋନାଲ କମାଣ୍ଡର ସନ୍ତୋଷ କାଣ୍ଡାଲାନାଙ୍କୁ ଝାଡ଼ଖଣ୍ଡ ପଶ୍ଚିମ ସିଂଭୂମି ପୋଲିସ ଗିରଫ କରିଛି । ସନ୍ତୋଷଙ୍କ ନାଁରେ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଝାଡ଼ଖଣ୍ଡ ପଶ୍ଚିମ ସିଂଭୂମି ବନ୍ଧଗାଁ ଥାନା ସେସୋ ଗାଁରେ ଥିବା ଶଶୁରଘରକୁ
Read More...

ବସୁଧୈବ କୁଟୁମ୍ବକମ୍‌ର ପରିବେଶ ସୁରକ୍ଷା ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ କଳ୍ପତରୁ ଆଶ୍ରମ ପରିସରରେ ବସୁଧୈବ କୁଟୁମ୍ବକମ୍ ପକ୍ଷରୁ ପବିତ୍ର ଗୁରୁପୂର୍ଣିମା ଅବସରରେ ବନ ମହୋତ୍ସବ ଓ ପରିବେଶ ସୁରକ୍ଷା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭପତିତ୍ୱରେ ଏହି
Read More...

ତିନି ବ୍ଲକର ମଧ୍ୟସ୍ଥଳୀରେ ଉଦ୍‌ଘାଟନ ହେଲା ଏଟିଏମ୍‌

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀରେ ୩ଟି ବ୍ଲକର ମଧ୍ୟ ସ୍ଥଳରେ ଗଣ୍ଡାବାହାଲି ଗ୍ରାମ ଅବସ୍ଥିତ । ପାଖାପାଖି ୧୫ରୁ ଅଧିକ ଗ୍ରାମ ପଂଚୟତ ଗଣ୍ଡାବାହାଲି ଉପରେ ନିର୍ଭରଶୀଳ । ଏଟିଏମ୍ ବ୍ୟବସ୍ଥା ନ ଥିବାରୁ ବ୍ଲକ୍ ହେଡ୍ କ୍ୱାଟର ଖଡିଆଳ, ବୋଡେନ ଓ
Read More...

ହାଇକୋର୍ଟଙ୍କ ବଡ ଆଦେଶ : ଅନୁକମ୍ପା ନିଯୁକ୍ତି ପୂର୍ଣ୍ଣକାଳିକ ନିଯୁକ୍ତି, ଏହାକୁ ଚୁକ୍ତିଭିତ୍ତିକ ନିଯୁକ୍ତିରେ ପରିଣତ…

ଜବଲପୁର : ଏକ ୨୦ ବର୍ଷ ପୁରୁଣା ମାମଲାରେ ଜବଲପୁର ହାଇକୋର୍ଟ କହିଛନ୍ତି ଯେ, ଅନୁକମ୍ପା ନିଯୁକ୍ତିକୁ ଚୁକ୍ତି ନିଯୁକ୍ତିରେ ପରିଣତ କରାଯାଇପାରିବ ନାହିଁ । ସରକାରଙ୍କ ଏହି ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆବେଦନକାରୀଙ୍କୁ ୮ ସପ୍ତାହ ମଧ୍ୟରେ
Read More...

ବଡ଼ମାଲ ଗୋଳାବାରୁଦ କାରଖାନା ସେବା ସମବାୟ ସମିତିରେ ସଞ୍ଜୟ କୁମାର ମୁନ ସଭାପତି ଭାବେ ନିର୍ବାଚିତ, ମଜଦୁର ୟୁନିୟନରେ…

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ବଡ଼ମାଲ ବହୁମୁଖୀ ସେବା ସମବାୟ ସମିତିର ସଭାପତି ପଦ ପାଇଁ ଗତ ବୁଧବାର ଦିନ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ମଜଦୁର ସଂଘରୁ ସଞ୍ଜୟ କୁମାର ମୁନ ଓ ପୀତବାସ ପଟେଲ ନାମାଙ୍କନ ପତ୍ର ଦାଖଲ
Read More...

ନାବାଳିକାଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମ ପଞ୍ଚାୟତ ସ୍ଥିତ ଅନକାପୁର ଗ୍ରାମର ଜଣେ ୧୭ ବର୍ଷୀୟ ନାବାଳିକା ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଅନକାପୁର ଗ୍ରାମର କନ୍ଦର୍ପ ରଣାଙ୍କ ଝିଅ କିଶୋରୀ ରଣା ଆଜି ଦିନ ୧୦ଟାରେ ଘରେ କେହି
Read More...
error: Content is protected !!