Daily Archives

ପ୍ରକୃତି ମିତ୍ର ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ଲୋଇସିଂହା, (କେିଏନ୍‌ଏସ୍‌) : ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟ ଯୋଗୀସର୍ଡାରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ରେଞ୍ଜର ପାଉଲ ହରପାଲ, ଫରେଷ୍ଟର ସୁନୀଲ ମିଶ୍ର ଓ ଚିନ୍ମୟ ପ୍ରଧାନଙ୍କ ଉପସ୍ଥିତିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ,
Read More...

କୁଲିଙ୍ଗାମାଲ ସେବାଶ୍ରମରେ ବନମହୋତ୍ସବ ପାଳିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ୟୁଥ୍ ଓ ଇକୋ କ୍ଲବ ଆନୁକୂଲ୍ୟରେ ବନମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନାରାୟଣ ମାଝୀ ତଥା ସମାଜସେବୀ
Read More...

ଗୋଇମୁଣ୍ଡ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଶୋକ ନାରାୟଣ ଭୋଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପକ୍ଷୀରାଜ ମାଝୀ, ସହକାରୀ
Read More...

ପ୍ରକୃତିବନ୍ଧୁ ତଥା ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କେନ୍ଦ୍ରର ପଖନମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରକୃତିବନ୍ଧୁ ଶିକ୍ଷକ ବିରଂଚି ନାରାୟଣ ଦାଶ ପଦୋନ୍ନତି ପାଇବାପରେ ମାଝୀପଡା ପ୍ରାଥମିକ ବିଦ୍ୟାଳୟରୁ ବିଦାୟ ନେଇ ଉକ୍ତ
Read More...

ଦେଓଗାଁ ବ୍ଲକର ୧୧ଟି ପେକ୍ସ ନିର୍ବାଚନ ଶେଷ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ଥିବା ୧୨ଟି ପେକ୍ସ ମଧ୍ୟରୁ ଜରାସିଂହା ପେକ୍ସରେ ବିଭିନ୍ନ କାରଣରୁ ନିର୍ବାଚନ ବନ୍ଦ ହୋଇଥିବା ବେଳେ କୁତୁର୍ଲା, ବଡ଼ବନ୍ଧ, ସାରସମାଲ, ଧଣ୍ଡାମାଲ, ଉପରଝର, ମହଲାଇ, ଗୌଡ଼ଗୋଠ ଓ ଅର୍ଜୁନପୁରରେ ପେକ୍ସରେ ନିଦ୍ୱର୍ନ୍ଦରେ ସଭାପତି ନିର୍ବାଚିତ
Read More...

ଗ.ଶ.ଡୁଙ୍ଗୁରିପାଲି ସମବାୟ ସମିତି ସଭାପତି ହେଲେ ହାଡିବନ୍ଧୁ ତ୍ରିପାଠୀ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ଗ.ଶ.ଡୁଙ୍ଗୁରିପାଲି ସମବାୟ ସମିତି ସଭାପତି ଭାବେ ପୁଣି ହାଡିବନ୍ଧୁ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି । ସୂଚନା ଅନୁସାରେ ସମବାୟ ସମିତି ଗ.ଶ.ଡୁଙ୍ଗୁରିପାଲି କେନ୍ଦ୍ରରେ ଗତ ୬ ଜୁଲାଇରେ ଡାଇରେକ୍ଟର ଭାବେ ଶରତ ବନଛୋର, ମଧୁସୂଦନ ନାଏକ, ସର୍ଜନ କରନ,
Read More...

ଗୃହିଣୀମାନଙ୍କ ସ୍ୱୟଂ ଆକାଉଣ୍ଟ ପରିବାର ପାଇଁ ବେଶ୍‌ ଉପକାରୀ

ସୁଶ୍ରୀ ସ୍ନେହଲତା ଯେକୌଣସି ଗୃହିଣୀଙ୍କ ଏକ ସୟଂ ଆକାଉଣ୍ଟ ରହିଥାଏ, ଯାହା ପରିବାର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୁଏ । କମ୍‌ ବ୍ୟବହୃତ ହେଉଥିବା ରୋଷେଇ ଘରର କୌଣସି ଡବା ଭିତରେ କିମ୍ବା କାହାରି ନଜର୍‌କୁ ଆସୁ ନଥିବା ଆଲମାରୀର କୌଣସି କୋଣକୁ ବ୍ୟବହାର କରି ପ୍ରାୟତଃ ଗୃହିଣୀମାନେ ନିଜ
Read More...

ସମ୍ପର୍କରେ କଳଙ୍କ : ଜ୍ୱାଇଁଙ୍କ ସହ ଫେରାର ହେଲେ ଶାଶୁ

ଚଣ୍ଡିଗଡ : ପଞ୍ଜାବର କାପୁରଥାଲା ଜିଲ୍ଲାର ଏକ ଗାଁରେ ୪୦ ବର୍ଷୀୟା ମହିଳା ତାଙ୍କ ଜ୍ୱାଇଁଙ୍କ ସହ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ମହିଳାଙ୍କ ଝିଅର ବିବାହ ମାତ୍ର ତିନି ମାସ ତଳେ ହୋଇଥିଲା । ୫ ଦିନ ପୂର୍ବେ ଜ୍ୱାଇଁ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିବା ବେଳେ ଶାଶୁଙ୍କ ସହ
Read More...

କବିତା : ରାତି

ପ୍ରଦୀପ କୁମାର ପଣ୍ଡା ଯେତେ ବିତେଇଲେ ବିସରେ ନାହିଁ ଗୋଟେ ଗୋଟେ ରାତି,କେବେ କେମିତି ।ରାତିସାରା ନଈବଢ଼ି ହୁଏ ଓ ମୁଁ ଭାସି ଯାଉଥାଏ,ଯିଏ ଉଦ୍ଧାର କରନ୍ତି ମତେମୁଁ ତାଙ୍କୁ ଚିହ୍ନି ନଥାଏକେବେ କେମିତି । ରାତିରେ ପୃଥିବୀର କେନ୍ଦ୍ରବିନ୍ଦୁକୁ ଇଚ୍ଛା ହୁଏବୁଲି ଆସିବାକୁ ଆପଣାର
Read More...

ଏଣିକି ପଞ୍ଚାୟତ ପଦାଧିକାରୀମାନଙ୍କୁ ସମ୍ପତ୍ତିର ବିବରଣୀ ଦେବାକୁ ପଡିବ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ପାଟନା : ବିହାରରୁ ବଡ ଖବର ଆସୁଛି । ବର୍ତ୍ତମାନ ରାଜ୍ୟର ସମସ୍ତ ପଞ୍ଚାୟତ ପଦାଧିକାରୀମାନଙ୍କ ପାଇଁ ସମ୍ପତ୍ତିର ବିବରଣୀ ଦେବା ବାଧ୍ୟତାମୂଳକ କରାଯାଇଛି । ଏହି ପରିପ୍ରେକ୍ଷୀରେ ପଞ୍ଚାୟତିରାଜ ମନ୍ତ୍ରୀ ସମ୍ରାଟ ଚୌଧୁରୀ ସମସ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଏଥିରେ
Read More...