Daily Archives

ଦୁଇ ପୃଥକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର

ବୌଦ୍ଧ, (ମମତା ମହାକୁର) : ଦୁଇ ପୃଥକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ଅପରାହ୍ନ ସମୟରେ ବାଇକ ଓ ମାରୁତି ଓମିନି ମଧ୍ୟରେ (ଓଡି ୦୩ଡି ୮୫୮୬) ମୁହାଁମୁହିଁ ଧକ୍କା ହୋଇ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଜଣକ
Read More...

ମରୁଆଁ ଗାଁରେ ନବବଧୁଙ୍କ ସନ୍ଦେହ ଜନକ ମୃତ୍ୟୁ

ଯୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଗ୍ରାମର ନରେନ୍ଦ୍ର ବନଗୁଲାଙ୍କ ସ୍ତ୍ରୀ ବିଳାସିନୀ ବନଗୁଲାଙ୍କ ସନ୍ଦେହ ଜନକ ମୃତଦେହ ଶାଶୁ ଘରୁ ଉଦ୍ଧାର ହୋଇଥିବା ଜଣାପଡିଛି ।
Read More...

ଲୁଇସିଂ ଓ କ୍ରାଣ୍ଡିବାଲି ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଂଚାୟତ ମୁଖ୍ୟାଳୟଠାରେ ଥିବା ପଂଚାୟତ ଉଚ୍ଚବିଦ୍ୟାଳୟ ପରିସରରେ ଗୋଛାପଡ଼ା ଫରେଷ୍ଟ ସେକ୍‌ସନ୍‌ ଓ ବାଳନ୍ଦାପଡ଼ା ଫରେଷ୍ଟ ସେକ୍‌ସନ୍‌ର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଳନ୍ଦାପଡ଼ା
Read More...

ଆସ ରାନ୍ଧିବା ଦହି ପୋଟଳ

ସବୁ ବେଳେ ନୂଆ ନୂଆ ଜିନିଷ ରାନ୍ଧିବା ପାଇଁ ସମସ୍ତ ମହିଳାମାନଙ୍କ ଭିତରେ ଆଗ୍ରହ ଥାଏ । ନୂଆ ତରକାରୀଟିଏ ରାନ୍ଧି ଦେଇ ପାରିଲେ ପରସିବାକୁ ଯେତିକି ମଜା ତାଟିଆ ଚାଟି ଚାଟି ଖାଇଲେ ସେତିକି ମଜା । ଏହି କ୍ରମରେ ଆସନ୍ତୁ ଆଜି ରୋଷେଇ କରିବା ଦହି ପୋଟଳ । ଆବଶ୍ୟକ ସାମଗ୍ରୀ ;ଏହି ଦହି ପୋଟଳ
Read More...

ହାତୀ ଉପଦ୍ରବ : ଘର ଭାଙ୍ଗି ଖାଇଗଲେ ଭାତ, ଅଳ୍ପକେ ବର୍ତ୍ତିଲେ ବାପ-ପୁଅ

ତେଲକୋଇ : ଖାଦ୍ୟ ଅନ୍ଵେଷଣରେ ଗାଁ ମୁହାଁ ହାତୀପଲ । ଭୋକ ବିକଳରେ ଘର ଭାଙ୍ଗି ଖାଇଗଲେ ଭାତ । ତେଲକୋଇ ରେଞ୍ଜରେ ଦୀର୍ଘ ଦିନ ହେବ ହାତୀପଲଙ୍କ ଉପଦ୍ରବ ଥମିବାର ନାଁ ଧରୁନି । କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଜୀବନ ନେବା ସହ ଆକ୍ରମଣ ମଧ୍ୟ କରୁଛନ୍ତି । ଗତକାଲି ବିଳମ୍ବିତ
Read More...

ଚାଷ ଜମିରୁ ମୃତଦେହ ଉଦ୍ଧାର

ବାଲିପାଟଣା : ବାଲିପାଟଣା ଥାନା ଅଞ୍ଚଳର ବୋଧଖଣ୍ଡି ଧନୁଆ ନଈ କୂଳରୁ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଶିଶିଲୋ ଗ୍ରାମର ୧୯ ବର୍ଷୀୟ ଯୁବକ ଆଶିଷ ଓଝା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
Read More...

୨୩ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ

କରଞ୍ଜିଆ : କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ । ଗତକାଲି ବିଳମ୍ବିତ ରାତିରେ ଶୁକୃଲି ବ୍ଲକର ତଲଙ୍ଗା, କୁଜିଆମ, ଧୁଡିପାଣି ଗାଁରେ ତିନୋଟି ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ୨୩ ଟିକିଆ ହାତୀପଲ । ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ଦେଇଛନ୍ତି ହାତୀପଲ । ବର୍ତ୍ତମାନ
Read More...

ଫ୍ୟାକ୍ଟ୍ରିରେ କାମ ସାରି ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ କର୍ମଚାରୀଙ୍କ ମୃତ୍ୟୁ

ମୋହନା : ନାରାୟଣ ନଗରରେ ଥିବା ଚାଓମିନ୍‌ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଘଟଣ ଘଟିଛି । ଫ୍ୟାକ୍ଟ୍ରିରେ କାମ ସାରି ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଜାଳେଣି ଗ୍ୟାସ ଲିକ୍‌ ଯୋଗୁ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ
Read More...

ନନ୍ଦନକାନନରେ ଆନାକୋଣ୍ଡା ଶାବକ ଜନ୍ମ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୪୫(ଝ) ଖୁଆଡ଼ରେ ରହୁଥିବା ୫ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡା ବୁଧବାର ସକାଳୁ ଏକ ଶାବକ ଜନ୍ମ ଦେଇଛି । ଦୀର୍ଘ ୩ ବର୍ଷ ପରେ ଆନାକୋଣ୍ଡା ଶାବକ ଜନ୍ମ ଦେବା ଘଟଣାରେ ନନ୍ଦନକାନନ କର୍ତ୍ତୃପକ୍ଷ ବେଶ୍‌ ଉତ୍ସାହିତ ହୋଇଛନ୍ତି । ପ୍ରାଣୀ ଉଦ୍ୟାନରେ
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁରକ୍ଷିତ ହେଉଛି ବହୁମୂଲ୍ୟ ଜୀବନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲୋକଙ୍କ ଚିକିତ୍ସା ଜନିତ ଆର୍ଥିକ ଚିନ୍ତା ଦୂର କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବହୁମୂଲ୍ୟ ଜୀବନ ସୁରକ୍ଷିତ କରୁଛି । ଏହି ଯୋଜନାରେ ଲୋକମାନେ ଜୁନ୍ ମାସରେ ₹୧୦୮.୦୮ କୋଟିର ଚିକିତ୍ସା ଖର୍ଚ୍ଚ ବଞ୍ଚାଇ ପାରିଥିବା ବେଳେ ୪୮,୬୦୦ରୁ ଅଧିକ ଜଣ ଲୋକ ଏହା
Read More...