Monthly Archives

June 2022

ଲାଞ୍ଜିଗଡ଼ ବ୍ଲକ ସମିତିସଭ୍ୟ ସଙ୍ଗଠନର ସଭାପତି ଭାବେ ମନୋନୀତ ହେଲେ ଜଗଦୀଶ ବେନିଆଁ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ସମିତିସଭ୍ୟ ସଙ୍ଗଠନର ସଭାପତି ଭାବେ ମନୋନୀତ ହେଲେ ଜଗଦୀଶ ବେନିଆଁ । ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ସ୍ଥିତ ଭିଆରଓ ପରିସରରେ ଲାଞ୍ଜିଗଡ ବ୍ଳକ ନବନିର୍ବାଚିତ ସମିତି ସଭ୍ୟ/ସଭ୍ୟାମାନଙ୍କୁ ନେଇ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ଭାବର ବିକଳ୍ପ ଗର୍ଭରେ ଶବ୍ଦର ଭୃଣ

ବିଜୟ ରାୟ ଭାବର ସାତ ତାଳ ଗଭୀରତାରେ ଥାଏ ଶବ୍ଦ । ଖେଳି ବୁଲୁଥାଏ - - ପବନରେ, ପାଣିରେ, ନୀଳ ଅବକାଶର ବ୍ୟାପ୍ତିରେ, ଯାହା ମିଳିଯିବା ଏତେ ସହଜ ନଥାଏ ! ଯେଉଁ ଭାବର ଯେତେ ଚୁମ୍ବକୀୟ ଆକର୍ଷଣ, ସେ ହିଁ ଡାକି ପାରେ ପଦ୍ମତୋଳା… କବିତାର ପେଡ଼ିରେ ମୁଣ୍ଡ ପୋତି ପଶି ଯାଆନ୍ତି ଆପେ ଆପେ
Read More...

ବିଜେପିର ଗରିବ କଲ୍ୟାଣ ସମାବେଶ

ନବରଙ୍ଗପୁର : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ପାଳିର ତୃତୀୟ ବର୍ଷ ଶାସନର ସେବା, ସୁଶାସନ ଓ ଗରିବ କଲ୍ୟାଣ ପକ୍ଷ ଅବସରରେ ଜନ ସମ୍ପର୍କ ଯାତ୍ରା ମେ ୩୧ ତାରିଖ ଠାରୁ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି । ଏହି ଅବସରରେ ଗ୍ରାମାଞ୍ଚଳ ଗରିବ କଲ୍ୟାଣ ସମାବେଶ,
Read More...

ଯୁବକଙ୍କୁ ଦଳିଦେଲା ଦନ୍ତା

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୟଥପଲ୍ଲା ଗ୍ରାମର ଗିଲୁ ବେହେରାଙ୍କୁ ଦନ୍ତା ଦଳି ଦେଇଥିବା ଜଣାପଡିଛି । ସୂଚନାନୁଯାୟୀ, କୟଥପଲ୍ଲା ଗ୍ରାମର ଗିଲୁ ବେହେରା ଘରୁ ସାଇକେଲ୍ ଯୋଗେ ଜଙ୍ଗଲିଆ ରାସ୍ତା ଦେଇ ମାର୍କେଟ ଆସୁଥିବା ବେଳେ ଏକ ଦନ୍ତା ହାତୀର ଶିକାର ହୋଇଛନ୍ତି । ତାଙ୍କୁ ଆହତ
Read More...

ମେଘାଳୟରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଉତ୍ତର ପୂର୍ବ ରାଜ୍ୟ ମେଘାଳୟରେ ଭୂକମ୍ପ ଅନୁଭୂତ ହୋଇଛି । ସକାଳ ୬ ଟା ୩୨ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ରିକ୍ଟର ସ୍କେଲରେ ଭୂକମ୍ପ ମାତ୍ରା ୪.୦ ରେକର୍ଟ କରାଯାଇଛି । ତେବେ ଏହି ଭୂକମ୍ପରେ କୌଣସି ଧନ ଜୀବନ କ୍ଷୟ କ୍ଷତି
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

ନିଆଁ ଲାଗି ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ପଂଚାୟତ ରେଙ୍ଗାଲି ଗାଁର ଦୟାନିଧି ମାଝୀଙ୍କ ଘରେ ନିଆଁ ଲାଗିଥିବା ଜଣାପଡିଛି । ପରିବାର ଲୋକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦିନ ଦ୍ଵିପହରରେ ଆକସ୍ମିକ ଭାବେ ନିଆ ଲାଗିଯିବାରୁ ହୁ ହୁ ହୋଇ ଜଳି ଉଠିଥିଲା । ଘର ପୋଡି ସମୟରେ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ମହିଳା ଶାଖାର ଉପଦେଷ୍ଟା ଭାବେ ମନୋନୀତ ହେଲେ ପୌରପରିଷଦର ଅଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ତଥା ସମାଜସେବା କ୍ଷେତ୍ରରେ ସାରା ଓଡିଶାରେ ନା କରିଥିବା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ମହିଳା ଶାଖାର ଉପଦେଷ୍ଟା ଭାବରେ ଗତକାଲି ବଲାଙ୍ଗିର ପୌରପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି । ତେବେ ଏଥିପାଇଁ
Read More...

ଗୁରୁଶ୍ରୀ ଡ.ଘାସିରାମ ମିଶ୍ରଙ୍କୁ ଫକୀର ପଟ୍ଟନାୟକ ସ୍ମୃତି ସମ୍ମାନ : ଲିଟିଉଡେ ଫୁରୁଫୁରୁ ଗୀତରେ ଦର୍ଶକ ଝୁମିଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବଲପୁରୀ ଗୀତର ମହାନାୟକ ସ୍ୱର୍ଗତ ଫକୀର ପଟ୍ଟନାୟକଙ୍କୁ ବର୍ତ୍ତମାନ ପିଢି ସ୍ୱିକାର କରି ତାଙ୍କର ଗାଇଥିବା ଗୀତର ସ୍ତିମ୍ଭତାକୁ ଜାଣିପାରୁ ବୁଝିପାରୁ ଏବଂ ନିଜ ସଂଗୀତ ଯାତ୍ରାରେ ସାମିଲ କରି ଆଗକୁ ବଢିବା ସହ ତାଙ୍କୁ ସବୁ ଜାଗାରେ ପୁଣିଥରେ ମନେ ପକେଇବା
Read More...

ଓଲଟିଲା ଯାତ୍ରୀବାହୀ ବସ୍, ୫ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ବୋଡୁଗୁଡମ୍ ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍ ଓଲଟି ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସମସ୍ତ ମୃତକ ଓଡ଼ିଶାର ବୋଲି ସୂଚନା ରହିଛି । ହେଲେ ଏବେ ଯାଏଁ ମୃତକଙ୍କ ନାମ ଓ ଠିକଣା ହସ୍ତଗତ ହୋଇନାହିଁ । ସୂଚନା ଅନୁଯାୟୀ,
Read More...