ସୁସ୍ଥ ହେଉଛି ଗୁଳିବଦ୍ଧ ଦନ୍ତାହାତୀ
ଆଠଗଡ : ନରସିଂହପୁର ପଶ୍ଚିମ ବନଖଣ୍ଡ ଅନ୍ତର୍ଗତ ଜୟପୁର ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ହୋଇ ପଡ଼ିଥିବା ଗୁଳିବଦ୍ଧ ଦନ୍ତାହାତୀ ଧୀରେଧୀରେ ସୁସ୍ଥ ହେଉଥିବା ଖବର ମିଳିଛି । ଗତ ଦୁଇ ଦିନ ହେଲା ହାତୀର ସ୍ୱାସ୍ଥ୍ୟବସ୍ଥାରେ ଅନେକ ଉନ୍ନତି ଆସିଥିବା ଡାକ୍ତରୀ ବିଶେଷଜ୍ଞ ଟିମ୍ ସୂଚନା ଦେଇଛନ୍ତି ।!-->…
Read More...
Read More...