Daily Archives

କଲେଜ ଭିତରୁ ୨ ଗୋଧି ଉଦ୍ଧାର

ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଛତାମଖନାସ୍ଥିତ ଯୁଧିଷ୍ଠିର କଲେଜ ଶ୍ରେଣୀ ଗୃହରୁ ସୋମବାର ୨ଟି ଗୋଧି ଉଦ୍ଧାର କରାଯାଇଛି । ଶେଣ୍ରୀ ଭିତରେ ଗୋଧିକୁ ଦେଖି ଛାତ୍ରଛାତ୍ରୀ ଭୟଭୀତ ହୋଇପଡିଥିଲେ । ନିକଟସ୍ଥ ଜଙ୍ଗଲରୁ ସେଗୁଡିକ ଶେଣ୍ରୀ ଗୃହକୁ ପଶି ଆସିଥିବା ଅନୁମାନ କରାଯାଉଛି । ଏ ନେଇ କଲେଜ
Read More...

ଧଣ୍ଡାମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଦ୍ୱାରରେ ଭଙ୍ଗା ତ୍ରିରଙ୍ଗା : ଜାତୀୟ ପତାକାକୁ ଅସମ୍ମାନ

ବ୍ଲକ ପ୍ରଶାସନ ଦେଖି ନଦେଖିଲା ପରି ନିରବ : ବୁଦ୍ଧିଜୀବୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଦ୍ୱାରର ଉପରେ ଏକ ତ୍ରିରଙ୍ଗା ପତାକା ଭାଙ୍ଗି ଯାଇଥିବା ଦେଖିବାକୁ ମିଳୁଛି । ପଞ୍ଚାୟତ ଅଧିକାରୀମାନେ ଦେଖି
Read More...

ବିଜେଡିରେ ଯୋଗଦେଲେ ମିନତି ପଟ୍ଟନାୟକ

କଟକ : ଆଜି ବିଧିବଦ୍ଧ ଭାବେ ବିଜେଡିର ସାଙ୍ଗଠନିକ ସମ୍ପାଦକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ମିନତି ସାମିଲ ହୋଇଛନ୍ତି । ପୁଷ୍ପଗୁଚ୍ଛ ଦେଇ ମିନତିଙ୍କୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସ୍ୱାଗତ କରିଛନ୍ତି । ପୂର୍ବରୁ ମିନତି ତାଙ୍କ ମହାନତାକୁ ନେଇ ବେଶ୍‌ ଚର୍ଚ୍ଚାରେ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ନିର୍ବାଚନ ରାଜନୀତି ସରଗରମ ହୋଇଉଠିଛି । ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ଇତି ମଧ୍ୟରେ ମଙ୍ଗଳବାର ଭାଜପା
Read More...

ନୃସିଂହନାଥ ପୀଠରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀଙ୍କ ଆହ୍ୱାନ କ୍ରମେ ବରଗଡ ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ସ୍ଥିତ ଆଇଓସିଏଲ ଗେଷ୍ଟ ହାଉସ ପରିସରରେ ଆଜି ଭୋର ୪ଟା ରୁ ୬ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ
Read More...

ଜାମ୍ମୁ କାଶ୍ମୀର : ପୁଲୱାମାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିିଁ, ୧ ଆତଙ୍କବାଦୀ ନିହତ

ପୁଲୱାମା : ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ମୁହାଁମୁହିିଁ ଅବସ୍ଥା ଦେଖାଦେଇଛି । ତେବେ ଏହି ସମୟ ମଧ୍ୟରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ପୁଲୱାମାର ଦୁଜାନ ଗ୍ରାମରେ ଏହି ଘଟଣା ଘଟିଥିବା ପୋଲିସ
Read More...

ଆନ୍ତର୍ଜାତୀୟ ଯୋଗ ଦିବସରେ ମହୀଶୂରରେ ଯୋଗ ଅଭ୍ୟାସ କଲେ ପିଏମ୍‌ ମୋଦୀ

ମହୀଶୂର : ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ତଥା ବିଶ୍ୱର ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଭାରତୀୟ ସଭ୍ୟତା ଏବଂ ସଂସ୍କୃତିର ଏକ ଚମତ୍କାର ଐତିହ୍ୟ ଯୋଗ ; ଏହା କେବଳ ଲୋକଙ୍କ ଜୀବନର ଏକ ଅଂଶ ନୁହେଁ । ଆଜି ଦୁନିଆରେ
Read More...

ପୁଣି ମାଓ ହିଂସା : ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଗାଡି ପୋଡିଦେଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଭଣ୍ଡାରି କୋତ୍ତାଗୂଡେମ ଜିଲ୍ଲାରେ ଗାଡି ପୋଡିଦେଲେ ମାଓବାଦୀ । ସୂଚନାନୁଯାୟୀ, ଭଣ୍ଡାରି କୋତ୍ତାଗୂଡେମ ଜିଲ୍ଲା ଚେରଲା ଥାନା ଗୋରକୋଣ୍ଡା ଗାଁ ନିକଟରେ ବନ ବିଭାଗ ତରଫରୁ ରାସ୍ତା ନିର୍ମାଣ
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଖିଲକଣ୍ଟିଆ ରାସ୍ତା ବିନାୟକନଗର ଜନୈକ ବ୍ୟକ୍ତିଙ୍କ ବାରିରେ ଥିବା ଆମ୍ବ ଗଛରେ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ୩
Read More...

ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ

ତେଲକୋଇ : ତେଲକୋଇ ବଜାର ଛକ ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ପିକଅପ୍ ଭ୍ୟାନ୍‌ରେ ଗୋ-ଚାଲାଣ ହେଉଥିବା ଖବର ପାଇ ପୋଲିସ ମାଡ଼ି ବସିଥିଲା । ପିକଅପ୍ ଭ୍ୟାନ୍‌ରୁ ୧୩ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର ହୋଇଛନ୍ତି । ତେବେ ମାଫିଆମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ଏହି
Read More...