Monthly Archives

May 2022

ଶିକ୍ଷା ବିଭାଗ ଦ୍ୱାରା ବୈଶାଖ ମେଳାରେ ଜଳସେବା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦୁଇ ବର୍ଷ ଅନ୍ତରାଲ ପରେ ବୈଶାଖ ଯାତ୍ରା - ୨୦୨୨ ଅନୁଷ୍ଠିତ ହୋଇଥିବାରୁ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକ୍ରମ ମାନ ହୋଇଥିଲା ଏବଂ ସେଥିରେ ମଧ୍ୟରୁ ଶିକ୍ଷା ବିଭାଗ ବରଗଡ ଜିଲ୍ଲା ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପଙ୍କ ନିର୍ଦ୍ଦେଶାନାମା ଓ…
Read More...

ଚୁଡାପାଲି ନିକଟରେ ଅଜଣା ଗାଡି ଧକ୍କାରେ ଯୁବକ ଗୁରତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭୋର ସକାଳୁ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ନିକଟରେ ଗୋଟିଏ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରତର ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଯୁବକ ଜଣକ ହେଲେ ସୁପଟପାଲିର ବନମାଳୀ ଧରୁଆ ବୋଲି ଜଣାପଡିଛି…
Read More...

ସଂସ୍କୃତି ଟିଭି ଓଡିଶା ତରଫରୁ ସମ୍ମାନିତ ହେଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ସଂସ୍କୃତି ଟିଭି, ଓଡ଼ିଶାର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ଅସହାୟ ସେବାରେ ସମର୍ପିତ ସାମାଜିକ ଅନୁଷ୍ଠାନ "ସଂକଳ୍ପ ପରିବାର" ବରଗଡ଼କୁ ଗତକାଲି ସମ୍ବଲପୁର ଆଇଏମ୍‌ଏ କନ୍‌ଫରେନ୍ସ ହଲଠାରେ ସମ୍ମାନିତ କରାଯାଇଛି । ଏହି ଅବସରରେ ଡ. କଳାକାହ୍ନୁ ଅଗ୍ରଓ୍‌ବାଲ,…
Read More...

ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ବୁଦ୍ଧପୂର୍ଣ୍ଣିମା ତଥା ଗୁରୁପୂର୍ଣ୍ଣିମା ଅବସରରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ବ୍ରାହ୍ମଣପଡା ସ୍ଥିତ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଅର୍ଘ୍ୟ ପ୍ରଦାନ କରି ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଏଥିରେ…
Read More...

ହରିଶଙ୍କରରେ ବହୁ ଭାଷୀ କବିତା ଆସର ଅନୁଷ୍ଠିତ

ସେଲାପଥର ସାହିତ୍ୟ ପତ୍ରିକା ଉନ୍ମୋଚିତ ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ହରିଶଙ୍କର ମନ୍ଦିର ପରିସରର ସଂସ୍କୃତି ମଞ୍ଚରେ ସେଲାପଥର ସାହିତ୍ୟ ସାଂସ୍କୃତିକ ପରିଷଦ ତରଫରୁ ବହୁଭାଷୀ କବିତା ଆସର ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି । ପରିଷଦ ସଭାପତି ଅଭୟ ତ୍ରିପାଠୀଙ୍କ…
Read More...

ଆର୍‌ଏନ୍‌ ସିଂଦେଓ ସନ୍ତରଣଗାରରେ ଜିଲ୍ଲା ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସନ୍ତରଣ ସଂଘ ତରଫରୁ ସ୍ଥାନୀୟ ଆର୍‌ଏନ୍‌ ସିଂଦେଓ ସନ୍ତରଣଗାରରେ ବଲାଙ୍ଗିର ଜିଲ୍ଲା ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ସମ୍ମାନିତ…
Read More...

ହରିଶଙ୍କର ବୈଶାଖ ମେଳାରେ ଅନ୍ନସେବା ବଣ୍ଟନ ଅନୁମତି ପ୍ରଦାନ ନେଇ ଉପଜିଲ୍ଲାପାଳଙ୍କ ପାତର ଅନ୍ତର ନୀତି ଏବଂ ବିଭିନ୍ନ…

ପାଟଣାଗଡ଼, (ଗୋରେଖନାଥ ବରିହା) : ହରିଶଙ୍କର ମହୋତ୍ସବ ସମୟରେ ମେଳା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଯାହାକୁ ଆଖି ଆଗରେ ରଖି ଅନେକ ସ୍ବେଚ୍ଛାସେବୀ ସଂଗଠନ ଭକ୍ତ ଏବଂ ଦର୍ଶକଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରିଥାଆନ୍ତି । ସେହିଭଳି ସମଲେଇ ସେନା ମଧ୍ୟ ଅନ୍ନଭୋଗ ବଣ୍ଟନ ପାଇଁ…
Read More...

ସୁଦପଡାର ଯାହୀର ହୁସେନଙ୍କ କପା ଗୋଦାମରେ ଅଗ୍ନିକାଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସୁଦପଡା ନିକଟସ୍ଥ ଗ୍ୟାସ ଗୋଦାମ ପାଖରେ ଥିବା ଯାହୀର ହୁସେନଙ୍କ କପା ଗୋଦାମରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ତେବେ କିଛି ସମୟ ପରେ ଖବର ପାଇ ବଲାଙ୍ଗିର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।
Read More...

ନିର୍ବାଚନ ପରିଚାଳନା ପାଇଁ ଗଠିତ ବିଭିନ୍ନ ଟିମ୍‌ର କାର୍ଯ୍ୟ ତଦାରଖ

ଝାରସୁଗୁଡ଼ା : ବ୍ରଜରାଜନଗର ବିଧାନସଭା ଉପ ନିର୍ବାଚନ ସକାଶେ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାରତୀୟ ରାଜସ୍ୱ ସେବା ଅଧିକାରୀ ନେଲାପାତଲା ଅଶୋକ ବାବୁ ନିର୍ବାଚନ ପରିଚାଳନା ପାଇଁ ଗଠିତ ବିଭିନ୍ନ ଟିମ୍‌ର କାର୍ଯ୍ୟ ତଦାରଖ କରିଛନ୍ତି । ପର୍ଯ୍ୟବେକ୍ଷକ ଜିଲ୍ଲା କାର୍ଯ୍ୟାଳୟରେ ସି - ଭିଜିଲ…
Read More...

ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ୨୦୨୨ ଅନୁଷ୍ଠିତ

କବି କୁଞ୍ଜବିହାରୀ ରାଉତଙ୍କୁ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ ରାଉରକେଲା, (ସସ୍ମିତା ପ୍ରଧାନ) : ଅନୁଗୁଳର ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ ତରଫରୁ ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ୨୦୨୨ କଟକ ସ୍ଥିତ ସାରଳା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର…
Read More...