Monthly Archives

April 2022

ସହକାରୀ ଶିକ୍ଷୟତ୍ରୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସତ୍ୟପ୍ରିୟ ସଂଯୁକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରପଦାର ଶ୍ରୀମତୀ ନମିତା ଦେବୀ ସହକାରୀ ଶିକ୍ଷୟତ୍ରୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସମାରୋହ ଗୁରୁବାର ଅନୁଷ୍ଟିତ ହୋଇଯାଇଛି । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ…
Read More...

ସଇଁତଲାରେ ବାସନ୍ତିକ ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରର ଥିବା ମା' ଚଣ୍ଡୀ ମନ୍ଦିରଠାରେ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ବାସନ୍ତିକ ନବରାତ୍ର ଦୁର୍ଗା ପୂଜା କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ପୂଜକ କିରଣ ମିଶ୍ରଙ୍କ ତତ୍ୱାବଧାନରେ ସ୍ଥାନୀୟ ମନ୍ଦିର ପରିସରରେ…
Read More...

ବିସିସିଆଇ ସଦସ୍ୟ ହରିନାରାୟଣ ପୂଜାରୀଙ୍କ ପିତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିସିସିଆଇ ସଦସ୍ୟ, ବଲାଙ୍ଗିର ସାମ୍ବାଦିକ ସଂଘ ସଭାପତି ତଥା ଜିଲ୍ଲା କ୍ରୀଡ଼ା ସଂସଦର ସଂପାଦକ ହରିନାରାୟଣ ପୂଜାରୀଙ୍କ ପିତା ମୋହନ ପୂଜାରୀ (୮୪)ଙ୍କ ଆଜି ପୂର୍ବାହ୍ନ ୧୧ଟା ସମୟରେ ସ୍ଥାନୀୟ ଭୀମ ଭୋଇ ମେଡିକାଲ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି ।…
Read More...

ବ୍ରାଉନସୁଗାର ପାଇଁ ଦୁଇ ସାଙ୍ଗକୁ ଜାଳିଦେଲା ନିଶାସକ୍ତ ସାଙ୍ଗ

ଭୁବନେଶ୍ୱର/ବାରଙ୍ଗ : ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ବଙ୍ଗାଳି ସାହିରେ ବ୍ରାଉନସୁଗର ପାଇଁ ତୁମୁଳ କାଣ୍ଡ ଘଟାଇଛନ୍ତି ଜଣେ ନିଶାସକ୍ତ ଯୁବକ । ଦୁଇ ଜଣ ସାଙ୍ଗକୁ ପେଟ୍ରୋଲ ପକାଇ ଜାଳି ଦେଇଥିବା ଅଭିଯୋଗ । ଦୁଇ ଜଣ ପେଟ୍ରୋଲ ନିଆଁରେ ପୋଡି ହୋଇ ଗୁରୁତର ହୋଇଥିବା ବେଳେ ଉଭୟଙ୍କୁ ଚିକିତ୍ସା ପାଇଁ…
Read More...

ଦୁର୍ବୃତ୍ତମାନେ ମୋବାଇଲ୍ ଦୋକାନରେ ପଶି ବାପ-ପୁଅଙ୍କୁ ପିଟିଥିବା ଅଭିଯୋଗ

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଗୁମାଡେରାର ଏକ ମୋବାଇଲ ଦୋକାନରେ ଗୁରୁବାର ସନ୍ଧ୍ୟାରେ ୩ ଜଣ ଦୁର୍ବୃତ୍ତ ପଶି ଆସି ଦୋକାନ ମାଲିକ ରିଷି ଲମ୍ବା ଏବଂ ତାଙ୍କ ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ରିଷିଙ୍କ ମାଆ ସୁଇଟି ଲମ୍ବା ବେଲପାହାଡ଼ ଥାନାରେ…
Read More...

ଗାଁ ଭିତରୁ ହରିଣ ଉଦ୍ଧାର

ସୋର : ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ହଳିସୋ ଗାଁରେ ଦୁଇ ଦିନ ଧରି ଏକ ହରିଣ ବୁଲୁଥିବା ଦେଖି ଗ୍ରାମବାସୀମାନେ ତାକୁ ଉଦ୍ଧାର କରିଛନ୍ତି । ଏହି ହରିଣଟି ଶାରିଶୁଆ ପାହାଡ଼ରୁ ଖସିଆସିଥିବା ଅନୁମାନ କରାଯାଉଛି । ଗ୍ରାମବାସୀମାନେ ହରିଣଟିକୁ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ତେବେ…
Read More...

ମହୁଲ ଗୋଟାଇବାକୁ ଯିବା ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ସ୍ଵାମୀ ସ୍ତ୍ରୀ

ଆନନ୍ଦପୁର : ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଗୌଡିଆବାହାଳିରେ ମହୁଲ ଗୋଟାଇବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହେଲେ ସ୍ୱାମୀ ସ୍ତ୍ରୀ । ସ୍ତ୍ରୀ ଗୁରୁତର ଥିବା ବେଳେ ସ୍ଵାମୀ ଆହତ ହୋଇତିବା ଜଣାପଡିଛି । ଉଭୟଙ୍କ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ,…
Read More...

ଶ୍ରୀଜଗନ୍ନାଥ ସଂସ୍କୃତି କଳାକୃତି ଗ୍ୟାଲେରୀର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପବିତ୍ର ଓଡ଼ିଶା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ଵର କଳାଭୂମି ପରିସରରେ ନିର୍ମିତ ଶ୍ରୀଜଗନ୍ନାଥ ସଂସ୍କୃତି କଳାକୃତି ଗ୍ୟାଲେରୀର ଲୋକାର୍ପଣ କରିବେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । …
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୬୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ…
Read More...

ନାଗାଲାଣ୍ଡ, ଆସାମ ଏବଂ ମଣିପୁରର ଅନେକ ଅଶାନ୍ତ କ୍ଷେତ୍ରରୁ ସଶସ୍ତ୍ର ବାହିନୀ ବିଶେଷାଧିକାର ଆଇନ (ଏଏଫ୍‌ଏସ୍‌ପିଏ)…

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଭାରତ ସରକାରଙ୍କ ମହତ୍ବପୂର୍ଣ୍ଣ ପଦକ୍ଷେପ• ମୋଦୀ ସରକାରଙ୍କ ଲଗାତାର ପ୍ରୟାସ ଫଳରେ ଉତ୍ତର ପୂର୍ବାଞ୍ଚଳରେ ସୁରକ୍ଷା ସ୍ଥିତିରେ ଆସିଛି ସୁଧାର ; ଏସବୁ ରାଜ୍ୟରେ ଦ୍ରୁତ ବିକାଶ ହେବା ଫଳରେ ବହୁ ଦଶନ୍ଧି ପରେ ଏଏଫ୍‌ଏସ୍‌ପିରେ…
Read More...