Monthly Archives

March 2022

ଜିଲ୍ଲାରେ ପୌରନିର୍ବାଚନ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ : ତାଲିମ ନେଲେ ୧୨୦ ଜଣ ଅଧିକାରୀ

ସୁବର୍ଣ୍ଣପୁର , (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି, ବିନିକା ଏନ୍‌ଏସି ଓ ତରଭା ଏନ୍‌ଏସିରେ ନିର୍ବାଚନ ପରିଚାଳନା ପାଇଁ ଆଜି ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୪ରେ ହେବାକୁ ଥିବା ଭୋଟଗ୍ରହଣ ପାଇଁ ୩ ଗୋଟି ପୌରାଞ୍ଚଳର ସମୁଦାୟ ୩୯ଟି…
Read More...

ଦେଓଗାଁ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଦୟାନିଧି ଖମାରୀ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ମଧ୍ୟାହ୍ନ ୧୨ଟା ସମୟରେ ଦେଓଗାଁ ବ୍ଳକର ୧୨ନମ୍ବର ଅଧ୍ୟକ୍ଷ ଭାବେ ବ୍ରାହ୍ମଣୀଜୋର ପଞ୍ଚାୟତର ସମିତି ସଭ୍ୟ ଦୟାନିଧୀ ଖମାରୀ(ମଣ୍ଟୁ) ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରାୟ ସାଢ଼େ ୧୧ଟା ସମୟରେ ନିଜ ରାଜନୈତିକ ସମର୍ଥକ, କିଛି ସମିତି ସଭ୍ୟ/ସଭ୍ୟା,…
Read More...

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସହ ନରସିଂହଙ୍କ ସାକ୍ଷାତକାର : ବଲାଙ୍ଗିର ରେଳ ସମସ୍ୟାକୁ ନେଇ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଷୀଙ୍କ ବଲାଙ୍ଗିର ଗସ୍ତ ସମୟରେ ସ୍ଥାନୀୟ ରେଳ ଷ୍ଟେସନର ଅତିଥି ଶାଳାରେ ଉଭୟେ ସାକ୍ଷାତ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ବିଶେଷ କରି ବଲାଙ୍ଗିରର…
Read More...

ବିଜେପିର ସାମ୍ବାଦିକ ସମ୍ମିଳନୀ

ପଦ୍ମପୁର ଭଷ୍ଟାଚାର ମୁକ୍ତ ଓଡ଼ିଶାର ୧ ନମ୍ବର ଏନ୍‌ଏସି ହେବ : ପଦ୍ମପୁର ଛାତ୍ର ଜନତା ଦଳର ନଗର ସଭାପତି ବିଜେପିରେ ସାମିଲ ପଦ୍ମପୁର, (ନିରୋଜ କୁମାର ପାଣୀ) : ଭଷ୍ଟାଚାର ମୁକ୍ତ ଏନ୍‌ଏସି ଗଠନ ସହ ଓଡ଼ିଶାର ୧ ନମ୍ବର ସହର ଭାବେ ପଦ୍ମପୁରକୁ ନିର୍ମାଣ କରି ଦେବ ବୋଲି ପଦ୍ମପୁରରେ ଆହୁତ ଏକ…
Read More...

ନାଗରିକଙ୍କ ଟିକାକରଣ ଲାଗି ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ : ପ୍ରଧାନମନ୍ତ୍ରୀ

● ୧୨-୧୪ ବର୍ଷ ବୟସ ବର୍ଗର ପିଲା ଏବଂ ୬୦ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କୁ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମ ନାଗରିକମାନଙ୍କ ଟିକାକରଣ ଲାଗି ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ୧୨ରୁ ୧୪ ବର୍ଷ…
Read More...

ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବକ୍ଷକଙ୍କ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ସାଧାରଣ ପର୍ଯ୍ୟବକ୍ଷକ ଗଙ୍ଗାଧର ନାୟକ, ସ୍ୱତନ୍ତ୍ର ସଚିବ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଗତକାଲି ବଲାଙ୍ଗିର ମ୍ୟୁନିସିପାଲିଟିର ତାଲିମ କାର୍ଯ୍ୟକ୍ରମ ଓ ପାଟଣାଗଡ ଏନ୍‌ଏସିର ଷ୍ଟ୍ରଙ୍ଗରୁମ, ପିଙ୍କ…
Read More...

ପ୍ରଦ୍ୟୁମ୍ନ ସାହୁ ଇନଟାକ୍ ସୋନପୁରର ନୂତନ ଆବାହକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଐତିହ୍ୟର ସୁରକ୍ଷା ପାଇଁ ଜାତୀୟ ସ୍ତରରେ ସମର୍ପିତ ଅନୁଷ୍ଠାନ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଏଣ୍ଡ କଲଚରାଲ ହେରିଟେଜ୍ ବା ଇନଟାକ୍‌ର ସୋନପୁର ଚେପ୍ଟର ପାଇଁ ସୁନାମଧନ୍ୟ ସିନେ ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ ଆବାହକ ଭାବେ ମନୋନୀତ ହୋଇଛନ୍ତି ।…
Read More...

ଷ୍ଟେଟ ବ୍ୟାଙ୍କ ଆର୍ସେଟି ଦ୍ୱାରା ପାପଡ, ଆଚାର ଓ ମସଲା ପାଉଡର ତାଲିମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଷ୍ଟେଟ ବ୍ୟାଙ୍କ ଆର୍ସେଟି ଆନୁକୂଲ୍ୟରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ମରୁଆଁରେ ଏକ ଦଶ ଦିନିଆ ପାପଡ, ଆଚାର ଓ ମସଲା ପାଉଡର ତିଆରି କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପାଟଣାଗଡ ବ୍ଲକର ମରୁଆଁ ପଂଚାୟତର ସରପଞ୍ଚ…
Read More...

ପାଞ୍ଚଟି ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସୋସିଆଲ ମିଡିଆ ଉପରେ ସୋନିଆ ଗାନ୍ଧୀ କ୍ରୋଧ କଚାଡ଼ିଲେ

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ କଂଗ୍ରେସର ପରାଜୟ ପରେ ସୋନିଆ ଗାନ୍ଧୀ ଲୋକସଭାରେ ସୋସିଆଲ ମିଡିଆରେ ଗଣତନ୍ତ୍ରକୁ ହ୍ୟାକ୍ କରିବାର ଗୁରୁତର ପ୍ରସଙ୍ଗ ଉଠାଇଛନ୍ତି । ସୋନିଆ ଗାନ୍ଧୀ କହିଛନ୍ତି, ସୋସିଆଲ ମିଡିଆ ମାଧ୍ୟମରେ ଆମର ଗଣତନ୍ତ୍ରକୁ ହ୍ୟାକ୍ କରିବାର ବିପଦ କ୍ରମାଗତ ଭାବେ ବଢ଼ୁଛି ।…
Read More...

ସୁରକ୍ଷା ବାହିନୀ ଦ୍ୱାରା ୩ ଆତଙ୍କବାଦୀ ନିହତ : ଗୁଳାବାରୁଦ ଜବତ, ସର୍ଚ୍ଚ ଅପରେସନ ଜାରି

କାଶ୍ମୀର : ଜାମ୍ମୁ କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଅପରେସନରେ ବୁଧବାର ଦିନ ଶ୍ରୀନଗର ଜିଲ୍ଲାର ନୋଗାମ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ, ଏହି…
Read More...