Monthly Archives

March 2022

ଚାରିପଟୁ ୟୁକ୍ରେନ୍‌ ଉପରେ ରୁଷର ଅସଂଭାଳ ବୋମାମାଡ଼ : ସ୍ଥିତି ବେହାଲ୍‌

କିଭ୍‌ : ଆଜି ହେଉଛି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ନବମ ଦିନ । ରୁଷର ସାମରିକ ଗୁଳି ବିନିମୟ ହେତୁ ଜାପୋଜିରିଆ ପରମାଣୁ କାରଖାନାରେ ନିଆଁ ଲାଗିଯାଇଛି । ତୁହାକୁ ତୁହା ଗୁଳି ଓ ବୋମା ବର୍ଷଣ ପରେ ରୁଷର ସେନା ୟୁକ୍ରେନ୍‌ ପ୍ରଶାସନ ଏବଂ ନିୟନ୍ତ୍ରଣ ଭବନକୁ କାବୁ କରିଛି । ତେବେ ବୋମା…
Read More...

ପରିବହନ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩ ହଜାର କିମି ରାସ୍ତା ନିମନ୍ତେ ସଡକ-ସଙ୍କେତ ବା ସାଇନେଜ ବ୍ୟବସ୍ଥାର ଅଡିଟ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ଶତପ୍ରତିଶତ ସଡକ ସଙ୍କେତ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩ ହଜାର କିମି ରାସ୍ତା ନିମନ୍ତେ ସଡକ-ସଙ୍କେତ ବା ସାଇନେଜ ବ୍ୟବସ୍ଥାର ଅଡିଟ୍ କରାଯିବ । ଏହା ପରେ ଆବଶ୍ୟକ ମୁତାବକ ସୂଚନା ସଙ୍କେତ…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭୧୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୩ ଜଣ…
Read More...

ଦିବଂଗତ ଶିକ୍ଷକ ସୁଦାମ ଚରଣ ପୁରୋହିତଙ୍କ ଉଦ୍ଦେଶ୍ୟରେ ସ୍ମୃତି ଓ ଶୋକସଭା

ସଇଁତଲା, (ପ୍ରମୋଦ ସେଲମା) : ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟଠାରେ ଗତକାଲି ଦିବା ୨.୩୦ଟା ସମୟରେ ସଭାପତି ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ସରୋଜ କୁମାର ମିଶ୍ର, ଚାଣ୍ଡାଳ ମିଶ୍ର, ରଂଜିତା ମିଶ୍ର ତଥା ବରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଦିବଂଗତ ଶିକ୍ଷକ ସୁଦାମ ଚରଣ ପୁରୋହିତଙ୍କ ସ୍ମୃତି ଓ…
Read More...

ୟୁକ୍ରେନ (ଖାରକିଭ)ରେ ଥିବା ଭାରତୀୟ ନାଗରିକ/ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା

• ସମ୍ଭାବ୍ୟ ବିପଦ/କଷ୍ଟକର ପରିସ୍ଥିତି ଦେଖାଦେବା ନେଇ ଆଶଙ୍କା ନୂଆଦିଲ୍ଲୀ, (ପିଆଇବି) : • ଆକାଶମାର୍ଗରୁ ଆକ୍ରମଣ, ବିମାନ/ଡ୍ରୋନ ଦ୍ବାରା ଆକ୍ରମଣ• କ୍ଷେପଣାସ୍ତ୍ର ଆକ୍ରମଣ• ତୋପରୁ ଗୁଳିଗୋଳା ବର୍ଷଣ• କ୍ଷୁଦ୍ର ଅସ୍ତ୍ର/ବନ୍ଧୁକରୁ ଗୁଳିମାଡ଼• ଗ୍ରେନେଡ୍‌ ବିସ୍ଫୋରଣ• ବିସ୍ଫୋରକ ବୋତଲ…
Read More...

ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୟୁକ୍ରେନରୁ ଫେରିଲେଣି ୬୨୦୦ରୁ ଅଧିକ ଭାରତୀୟ

• ୭୪୦୦ରୁ ଅଧିକ ଭାରତୀୟ ଆସନ୍ତା ଦୁଇ ଦିନ ମଧ୍ୟରେ ସ୍ୱଦେଶ ଫେରିବେ ନୂଆଦିଲ୍ଲୀ, (ପିଆଇବି) : ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ‘ଅପରେସନ ଗଙ୍ଗା’ ଅଧୀନରେ ଭାରତ ଏକ ବ୍ୟାପକ ଉଦ୍ଧାର ଅଭିଯାନ ଜାରି ରଖିଛି । ଦ୍ରୁତ ଗତିରେ ଭାରତୀୟମାନଙ୍କୁ ଫେରାଇ ଆଣିବା…
Read More...

ଭବାନୀପାଟଣାଠାରେ ସମ୍ଭାବ୍ୟ ଅଂଶୁଘାତ ସମ୍ବଧୀୟ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଗ୍ରୀଷ୍ମ ପ୍ରବାହ ପାଇଁ ଜିଲ୍ଲା ସ୍ତରୀୟ ସ୍ଵମନ୍ନୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଏଜେଣ୍ଡା ଅନୁଯାୟୀ ଜିଲ୍ଲା ଜରୁରୀ ଅଧିକାରୀ ସୁଶ୍ରୀ ପ୍ରଧାନ ବିଭାଗୀୟ…
Read More...

ବୋଲେରୋ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ : ୪ ଗିରଫ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୁଲିସ ଗତକାଲି ଏକ ବୋଲେରୋ ଗାଡ଼ି ଭିତରୁ ୩୯ କେଜି ୯୬୬ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି । ପୁଲିସ ଗଞ୍ଜେଇ ଜବତ କରିବା ସହ ସଂପୃକ୍ତ ବୋଲେରୋକୁ ଜବତ କରି ଏଥିରେ ୪ ଜଣକୁ ଗିରଫ କରିଛି । ଗିରଫ ୪ ଅଭିଯୁକ୍ତ ବିହାର…
Read More...

ପୌର ପରିଷଦ ନିର୍ବାଚନ ପାଇଁ ୧୨ ଫର୍ମ କିଣିଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୌର ପରିଷଦ ନିର୍ବାଚନ ପାଇଁ ଗତକାଲି ବରଗଡ଼ ମ୍ୟୁନିସିପାଲଟିର କାଉନସିଲର ପଦବୀ ପାଇଁ ୧୨ ଜଣ ବିଭିନ୍ନ ୱାର୍ଡ ସଭ୍ୟସଭ୍ୟା ପାଇଁ ପ୍ରାର୍ଥୀପତ୍ର କିଣିଥିବା ଜଣାପଡିଛି । ସୁନନ୍ଦା ପଣ୍ଡା ୱାର୍ଡ ନଂ ୧୧ ପାଇଁ ମହମ୍ମଦ ଅଲିମ ୭, ଅଧିକାରୀ ସେଠ ୩, ଈଶ୍ବର…
Read More...

ସହୀଦ ଦୀଆଲ ସିଂ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଖର୍ସେଲ ଗ୍ରାମଠାରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ସହୀଦ ଦୀଆଲ ସିଂ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଶ୍ରମ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ…
Read More...