Daily Archives

୩୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର

ଖପ୍ରାଖୋଲ, (କେପିଏନଏସ) : ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସରକାର ଶହ ଶହ ଯୋଜନା କରିଥିଲେ ମଧ୍ୟ ତାହା ଲୋକଙ୍କ ଠାରୁ ବହୁତ ଦୂରରେ । ଅଣଔପଚାରିକ ଆକଳନ ଅନୁଯାୟୀ ଓଡିଶାରେ ୨.୫ ମିଲିୟନରୁ ଅଧିକ ପ୍ରବାସୀ ଶ୍ରମିକ ଅଛନ୍ତି । ବାହାରକୁ ଯାଉଥିବା ଶ୍ରମିକମାନଙ୍କ ପାଇଁ ସରକାର ମହାତ୍ମା ଗାନ୍ଧୀ
Read More...

ୱାନ୍ ନେସନ୍ ୱାନ୍ କାର୍ଡ ବ୍ୟବସ୍ଥା ପ୍ରଚଳନ କେବେ ?

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୱାନ୍ ନେସନ୍ ୱାନ୍ କାର୍ଡ ବ୍ୟବସ୍ଥା ପ୍ରଚଳନ କେବେ ? କେନ୍ଦ୍ର ସରକାରଙ୍କ ପକ୍ଷରୁ ନିକଟରେ ୱାନ୍ ନେସନ୍ ୱାନ୍ କାର୍ଡ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଏହି ବ୍ୟବସ୍ଥା ଦ୍ବାରା ଦେଶର ଯେକୌଣସି ସ୍ଥାନରୁ ରାସନ୍ କାର୍ଡ ହିତାଧିକାରୀ ରାସନ୍ ନେଇ
Read More...

ଶ୍ରମିକଙ୍କ ପେଟରେ ଲାତ : ବେଧଡ଼କ ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକରେ ପିଛା ଛାଡୁନି ଦୁର୍ନୀତି । ଏଠାକାର ଲୋକ କାମ ଧନ୍ଦା ନପାଇ ବାହାର ରାଜ୍ୟକୁ ଯାଉଛନ୍ତି ଦାଦନ ଖଟି । ମାତ୍ର କରୋନାର ପ୍ରକୋପ ଆରମ୍ଭ ହେବା ଦିନ ଠାରୁ କାମ ନାହିଁ । ହାତ ବାନ୍ଧି ବସିଛନ୍ତି ବ୍ଲକର ହଜାର ହଜାର ଶ୍ରମିକ । ହେଲେ
Read More...

ହକରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ଘୋଷଣା : ବଲାଙ୍ଗିର ଖବରକାଗଜ ବିତରକଙ୍କ ମହଲରେ ଖୁସିର ଲହରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବାତପତ୍ରର ହକରମାନଙ୍କ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସେମାନଙ୍କୁ ଅଣ ସଂଗଠିତ ଶ୍ରମିକର ମାନ୍ୟତା ଦେଇ ସରକାରୀ ଯୋଜନାର ଲାଭ ଉଠାଇବାକୁ ସୁବିଧା କରିଛନ୍ତି । ଏହି ଖବର ପାଇବା ପରେ ଖବର କାଗଜ ବିତରକମାନଙ୍କ
Read More...

ଉପଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଦେବାଳୟ ସୁରକ୍ଷା କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେବାଳୟ ସୁରକ୍ଷା କମିଟିର ଏକ ପ୍ରତିିନିଧି ଦଳ ବିକାଶ ସା’ଙ୍କ ନେତୃତ୍ୱରେ ଉପଜିଲ୍ଲାପାଳଙ୍କ ସହିତ ସାକ୍ଷାତ କରିଥିବା ବେଳେ ସମଲେଶ୍ୱରୀ ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଅତିଶୀଘ୍ର ନୂତନ ଭାବେ ଏବଂ ଯୋଜନାବଦ୍ଧ ଭାବେ ଦେବୀଙ୍କୁ
Read More...

କେନ୍ଦରା ବଜାଇ ଘରଘର ବୁଲି ପରିବାର ପ୍ରତିପୋଷଣ କରୁଥିବା ଜି.ଏରେୟାଙ୍କୁ ସମ୍ମାନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡି ଗ୍ରାମର ଜି. ଏରେୟା ପୁରୁଣାକାଳିଆ ବାଦ୍ୟଯନ୍ତ୍ର କେନ୍ଦରା ବଜାଇ ଘର ଘର ବୁଲି ଗୀତ ପରିବେଷଣ କରି ପରିବାର ପ୍ରତିପୋଷଣ କରନ୍ତି । ନିତ୍ୟଂ କଳା ଗବେଷଣା କେନ୍ଦ୍ର ହିଞ୍ଜିଳିକାଟୁର ଷ୍ଟୁଡିଓରେ
Read More...

ଭିଜିଲାନ୍ସ ଜାଲରେ ଦୁଇ ପୋଲିସ କର୍ମଚାରୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାୟକ ଭିଜିଲାନ୍ସ ଜାଲରେ ପଡିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେ ଏକ କାର୍‌(ନଂ-ଓଡ଼ି୧୫କେ ୬୧୧୧) ଯୋଗେ ଆଜି ସମ୍ବଲପୁର ଯାଉଥିବା ବେଳେ ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା ଟୋଲଗେଟ
Read More...

ବାଲିଗୁଡା ଅଂଚଳରେ ମାଓ ପୋଷ୍ଟର : ସ୍ଥିତି ଜାହିର କଲେ ମାଓବାଦୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କିଛିଦିନ ବ୍ୟବଧାନ ବାଲିଗୁଡା ଥାନା ଅଂଚଳରେ ପୁଣି ଲାଲ ଆତଙ୍କ । ବାଲିଗୁଡା ଥାନାର ବାରଖମା, ରେବିଙ୍ଗିଆ, ବାଟାଗୁଡା ଓ ମିଡିଆପଡାଙ୍ଗା ଅଂଚଳରେ ଲାଗିଲା ମାଓ ପୋଷ୍ଟର । ପୋଷ୍ଟରମାରି ନିଜର ସ୍ଥିତି ଜାହିର କଲେ କେକେବିଏନ ମାଓ ସଂଗଠନ ।
Read More...

ଏନ୍‌ସିସି ଦ୍ୱାରା ଆଜାଦୀ କା ବିଜୟ ମହୋତ୍ସବ : ବୀର ଶହୀଦଙ୍କୁ ସମ୍ମାନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଆହ୍ୱାନକ୍ରମେ ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି) ମହାନିର୍ଦ୍ଦେଶାଳୟ ନୂଆଦିଲ୍ଲୀଙ୍କ ନିର୍ଦେଶରେ ସ୍ୱାଧୀନତାର ୭୫ ବର୍ଷ ପୁରଣ ଅବସରରେ ଆଜାଦୀ କା ବିଜୟ ମହୋତ୍ସବ ଓ ଏନ୍‌ସିସି ବିଜୟ ଶୃଙ୍ଖଳା ଅନ୍ତର୍ଗତ
Read More...

୩ କଳା ଆଇନ ପ୍ରତ୍ୟାହାର ପରେ କୃଷକ ସଂଗଠନର ବିଜୟ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପ୍ରଧାନ ମନ୍ତ୍ରୀଙ୍କ ଘୋଷଣା ଓ ଆଜି ୩ କଳା ଆଇନ ସଂସଦରେ ପ୍ରତ୍ୟାହାର । ଏହା ହେଉଛି ଭାରତର କୃଷକଙ୍କ ବିଜୟ । ଗତ ଏକ ବର୍ଷ ପୂର୍ବେ ଭାରତର କୃଷକଙ୍କ ଉପରେ ଯୋର ଜବରଦସ୍ତ ୩ କଳା କୃଷି ଆଇନ ଲାଗୁ ହୋଇଥିବା ବେଳେ ଏହାର ପ୍ରତିବାଦରେ ଚାଷୀମାନେ ଏକତାର
Read More...