Daily Archives

ଲୋଇସିଂହା ବସ୍ତି ରେଲୱେ ଫାଟକ ରାସ୍ତା, ଅପେକ୍ଷା ପରେ ଦୁର୍ଦ୍ଦଶା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବସ୍ତିକୁ ସଂଯୋଗ କରୁଥିବା ରେଲୱେ ଫାଟକ ରାସ୍ତାରେ ଲୋଇସିଂହାବାସୀଙ୍କ ଦୀର୍ଘ ଦିନର ଦାବୀ ରେଲୱେ ଓଭର ବ୍ରିଜ ବଦଳରେ ଭୂତଳ ପୋଲ ନିର୍ମାଣ କଲା ରେଳ ବିଭାଗ । କିନ୍ତୁ ଲୋକଙ୍କ ଦାବୀ ଅନୁଯାୟୀ ରେଳ ବିଭାଗ ଆବଶ୍ୟକତା ପୂରଣ କରିନପାରି ଯାହା ଘଟିବ ବୋଲି…
Read More...

ସମଗ୍ର ଓଡ଼ିଶା କୃଷି ଭିତ୍ତିକ ଶିଳ୍ପ କାର୍ଯ୍ୟକ୍ଷମ ଆନ୍ଦୋଳନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ସମଗ୍ର ଓଡିଶା କୃଷି ଭିତ୍ତିକ ଶିଳ୍ପ କାର୍ଯ୍ୟକ୍ଷମ ଆନ୍ଦୋଳନ ପଦାଧିକାରୀ ସଂଗଠନ ପକ୍ଷରୁ ଓଡିଶାର ପ୍ରାୟ ୩୦୦ କୃଷି ଭିତିକ ଶିଳ୍ପ ଏବଂ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ କରାଗଲେ ଓଡିଶାର ଦାଦନ, ଦାରିଦ୍ରତା ଏବଂ ବେରୋଜଗାର ନିଶ୍ଚିତ ଭାବେ ଦୂର ହୋଇପାରିବ ।…
Read More...