Daily Archives

ଏଆଇଡିୟୁଓ.ର ଜିଲ୍ଲାସ୍ତରୀୟ ଯୁବ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗନ୍ଧରେଲ ଠାରେ ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ୟୁଥ ଅର୍ଗାନାଇଜେସନ (ଏଆଇଡିୟୁଓ) ବଲାଙ୍ଗିର ଜିଲ୍ଲାର ପ୍ରଥମ ଜିଲ୍ଲା ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଏସ୍‌ୟୁସିଆଇ (ସି) ରାଜ୍ୟ କମିଟି ସଭ୍ୟ କମ୍ରେଡ ଅଶୋକ ମିଶ୍ର,
Read More...

ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ସଭାପତି ପୀତାମ୍ବର ରଣାଙ୍କ ସଭାପତିତ୍ୱରେ ବଲାଙ୍ଗିର ଠାରେ ମହାସଂଘର ବୈଠକ ତଥା ବାର୍ଷୀକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ସମାଜର ସାମ୍ପ୍ରତିକ ସ୍ଥିତି ଉପରେ ସମସ୍ତଙ୍କ ମତାମତ ଆହ୍ୱାନ କରାଯାଇଥିଲା ।
Read More...

କର୍ଲାମୁଣ୍ଡା କପ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ : ଟକର୍ଲା ଫାଇନାଲରେ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟିଗା ସ୍ଥିତ ଚିନା ବାଡ଼ି ପଡିଆଠାରେ କର୍ଲାମୁଣ୍ଡା ଫୁଟ୍‌ବଲ୍‌ ଟିମ୍‌ ପକ୍ଷରୁ କର୍ଲାମୁଣ୍ଡା କପ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟର ଆଜିର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ଟକର୍ଲା ଓ ମାକରଚୁଆ ମଧ୍ୟରେ ଅନୁଷ୍ଠିତ
Read More...

ମାହେଶ୍ୱରୀ ସଂଗଠନର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ପତିତପାବନ ଏକାଡେମୀ ଠାରେ ବଲାଙ୍ଗିରର ଅଗ୍ରଣୀ ସାମାଜିକ ସଂଗଠନ ମାହେଶ୍ୱରୀର ଚତୁର୍ଥ ବାର୍ଷିକ ସାଧାରଣ ବୈଠକ ପାଳିତ ହୋଇଯାଇଛି । ଏହି ବୈଠକରେ ମାହେଶ୍ୱରୀ ସଂଗଠନ କିପରି ସମାଜ ସହିତ ଆହୁରି ଯୋଡି ହୋଇ ଜନସାଧାରଣ ସୁଖ ଦୁଃଖରେ ସହାୟକ ହେବା ସହ
Read More...

ଶିଶୁ ଦିବସ-୨୦୨୧ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, ମୂନିନ୍ଦା ପରିସରରେ ଆଜି ଭୂତପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜୟନ୍ତୀ ତଥା ଶିଶୁ ଦିବସ-୨୦୨୧ ଅନୁଷ୍ଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ
Read More...

ଇସ୍ପାତ ମାର୍କେଟରେ ପଣ୍ଡିତ ନେହେରୁଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ମାର୍କେଟ ପରିସରରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଇସ୍ପାତ ମାର୍କେଟ ବଣିକ କଲ୍ୟାଣ ସଂଘର ଉପଦେଷ୍ଟା ଏମ୍‌ଡି ଇମାମୁଦ୍ଦିନ ମୁଖ୍ୟ ଅତିଥି, ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଓ କେଦାରନାଥ
Read More...

ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସମ୍ପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁମାନଙ୍କ କଳା ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଉଦ୍ଦେଶ୍ୟରେ ସମଗ୍ର ଶିକ୍ଷା ଅଭିଯାନ ତରଫରୁ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ
Read More...

ବରଡୋଲ ଆଶ୍ରମ ବିଦ୍ୟାଳୟରୁ ଚୋରି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ବରଡୋଲ ଆଶ୍ରମ ବିଦ୍ୟାଳୟରୁ ଗତ ୧୨ତାରିଖ ବିଳମ୍ବିତ ରାତିରେ କିଛି ଜିନିଷ ଚୋରି ହୋଇଥିବା ବିଷୟରେ ବରଗଡ଼ ଟାଉନ ଥାନାରେ କେସ୍‌ ନମ୍ବର ୫୪୦/୧୩.୧୧.୨୧ ଆଇ.ପି.ସି ୪୫୭,୩୮୦ରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ
Read More...

ତୋଷାଳୀ ମହୋତ୍ସବର ଲୋଗୋ ଉନ୍ମୋଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ତୁଷୁରା ଠାରେ ତୋଷାଳୀ ମହୋତ୍ସବ ପାଳନ ନିମନ୍ତେ ଆଜି ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିରରେ ଲୋଗୋ ଉନ୍ମୋଚିତ ହୋଇଯାଇଛି । ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀ ଏହି ଲୋଗୋକୁ ବିଧିବଦ୍ଧ ଭାବେ ଉନ୍ମୋଚନ କରିଥିଲେ । ପ୍ରକାଶ
Read More...

ଲାୟନ୍ସ କ୍ଲବ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସାରା ଦେଶ ବିଶ୍ୱ ମଧୁମେହ ଦିବସ ପାଳନ କରୁଛି । ମଧୁମେହ ରୋଗୀଙ୍କ ସଂଖ୍ୟା ଅନୁସାରେ ଭାରତକୁ ବିଶ୍ୱ ମଧୁମେହ ରାଜଧାନୀ କୁହାଯାଉଥିବା ବେଳେ ଏଠିକାର ଲୋକଙ୍କୁ ମଧୁମେହ ରୋଗରୁ ଦୁରେଇ ରହିବା ପାଇଁ ନିଜ ଖାଦ୍ୟପେୟ ଜୀବନ ଯାପନ ପ୍ରଣାଳୀ ଉପରେ ବିଶେଷ ଧ୍ୟାନ
Read More...
error: Content is protected !!