Daily Archives

ଗତ ୨୪ ଘଂଟାରେ ୨୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୬୦ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୯୩୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଭାରତ ନେତୃତ୍ୱାଧୀନ ମିଳିତ ମଞ୍ଚରେ ଆମେରିକା ସାମିଲ୍‌ ହେଲା : ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କଲେ

ଲଣ୍ଡନ : ଆମେରିକା ବୁଧବାର ଦିନ ଭାରତର ନେତୃତ୍ୱାଧୀନ ଆନ୍ତର୍ଜାତୀୟ ସୌର ଆଲାଇନ୍ସ ମିଳିତ ମଞ୍ଚ(ଆଇଏସ୍‌ଏ)ରେ ୧୦୧ତମ ସଦସ୍ୟ ଦେଶ ଭାବରେ ଯୋଗ ଦେଇଛି । ଜଳବାୟୁ ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ପ୍ରତିନିଧି ଜନ୍ କେରି ଆଇଏସ୍‌ଏ ପାଇଁ ଏକ ରୂପରେଖରେ ଚୁକ୍ତି ସ୍ୱାକ୍ଷର କରିଛନ୍ତି
Read More...

ଛଟ୍‌ ପର୍ବ ସମଗ୍ର ଦେଶରେ ଉତ୍ସାହର ସହିତ ପାଳିତ

ନୂଆଦିଲ୍ଲୀ : ଛଟ୍‌ ପୂଜା ପର୍ବ ସାରା ଦେଶରେ ଉତ୍ସାହ ସହିତ ପାଳନ କରାଯାଇଛି । ଆଜିର ଦିନରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ଏହି ମହାନ ପର୍ବ ସମାପ୍ତ ହୋଇଛି । ସେଥିପାଇଁ ଦେଶର ବିଭିନ୍ନ ସହରରେ ଭକ୍ତମାନେ ସକାଳୁ ଘାଟ ଏବଂ କୃତ୍ରିମ ହ୍ରଦରେ ଏକାଠି ହୋଇଥିଲେ । ଛଟ୍‌ ପର୍ବ
Read More...

ସ୍ଥାୟୀ ଠିକଣା ଖୋଜୁଛି ସିନାପାଲି ଡେଲି ମାର୍କେଟ : ବାରମ୍ବାର ହେଉଛି ସ୍ଥାନ ପରିବର୍ତ୍ତନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ସହରରେ ଚାଲୁଥିବା ଡେଲି ମାର୍କେଟ ଏବେ ସ୍ଥାୟୀ ଠିକଣା ଖୋଜୁଛି । ବାରମ୍ବାର ସ୍ଥାନ ପରିବର୍ତ୍ତନ ହେଉଥିବା ବେଳେ ଏଠାରେ ବର୍ଷେ ଆଉ ଏକ ଅନ୍ୟ ସ୍ଥାନରେ ବର୍ଷେ ଏମିତି ଚାଳିଛି । ଯାହା ଫଳରେ ସିନାପାଲି ଡେଲି ମାର୍କେଟ ପରିଚୟ ହଜାଇ
Read More...

ନୂତନ କିସମର ଚାପ ସହଣୀ ଅଧିକ ଅମଳକ୍ଷମ ପୁଷ୍ଟିଯୁକ୍ତ ଧାନକୁ ପରୀକ୍ଷାମୂଳକ ଭାବେ ପରୀକ୍ଷଣ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବ୍ଲକଠାରେ ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ଓ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ସହଯୋଗରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ନୂତନ କିସମର ଚାପ ସହଣୀ ଅଧିକ ଅମଳକ୍ଷମ ପୁଷ୍ଟିଯୁକ୍ତ ଧାନକୁ
Read More...

ବାଲ୍ୟ ବିବାହ ପ୍ରଥା ରୋକାଯିବା ନିମନ୍ତେ ଜିଲ୍ଲାସ୍ତରୀୟ ନିର୍ଭୟକଢ଼ି ଓ ମୋ-ଗେହ୍ଲାଝିଅ କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲାରେ ୨୦୪୨ଗ୍ରାମ, ସହରାଞ୍ଚଳର ୨୬୬ଟି ୱାର୍ଡ ଏବଂ ୨୨୧ଟି ଗ୍ରାମ ପଞ୍ଚାୟତ ବାଲ୍ୟ ବିବାହ ମୁକ୍ତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାଲ୍ୟ ବିବାହମୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଏକ ଅଭିନବ ପ୍ରୟାସ ଜାରୀ ରହିଛି । ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ
Read More...

ଛଟ୍ ପୂଜାରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଉତ୍ତର ଭାରତରେ ପ୍ରସିଦ୍ଧ ଛଟ୍‌ ପର୍ବ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ହେବାକୁ ଥିବା ଏହି ପର୍ବରେ ଏଠାରେ ବସବାସ କରୁଥିବା ଉତ୍ତର ଭାରତୀୟ ଭାଇ ଭଉଣୀମାନେ ଏହି ପର୍ବରେ ସାମିଲ ହୋଇଥିବା ପରିଲକ୍ଷିତ ହୋଇଥିଲା । ଏଠାରେ
Read More...

ଅସହାୟ ବିଧବା ବୃଦ୍ଧା ଜୁଲି ଦଣ୍ଡସେନା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ : ବାରମ୍ବାର ହତ୍ୟା ଧମକ ଦେଇ ବୃଦ୍ଧାଙ୍କ ବୋହୁ ଘରୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବେଳାଭୂମି ସହର ଗୋପାଳପୁର ଏନଏସି ଅନ୍ତର୍ଗତ ୬ ନମ୍ବର ୱାର୍ଡ ଅଞ୍ଚଳରେ ରହୁଥିବା ଜନୈକ ବିଧବା ବୃଦ୍ଧା ଅକଥନୀୟ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସେ ରହୁଥିବା ଘରର ଆବଶ୍ୟକୀୟ କାଗଜପତ୍ର,
Read More...

ନବ ନିଯୁକ୍ତ ଜିଆର୍‌ଏସ୍‌ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା ପଞ୍ଚାୟତିରାଜ ବିଭାଗ ଦ୍ଵାରା ନିଯୁକ୍ତ ପାଇଥିବା ଜିଆରଏସଙ୍କ ଦୁଇ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ
Read More...

ଉଦୟନାଥ ଫର୍ଣ୍ଣିଚର୍‌ର ୫ମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର୍‌ ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୫ମ ଲକି ଡ୍ର' ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ବରଗଡ଼ର ରାଜେଶ କୁମାର ସାହୁ ଏହି ଉଠାଣ
Read More...