Monthly Archives

August 2021

ମଦନପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ଦଶମ ପାସ ହାର ୯୭.୭୩% ଓ ଯୁକ୍ତ ଦୁଇରେ ଶତ ପ୍ରତିଶତ

କଳାହାଣ୍ଡି, (ପି. କେ.ସାହୁ), କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ସିବିଏସ୍‌ଇ ପରୀକ୍ଷାରେ ଯୁକ୍ତ ଦୁଇ ରେଜଲ୍ଟ ଶତ ପତିସତ ଥିବା ବେଳେ ଦଶମ ଶ୍ରେଣୀ ରେଜଲ୍ଟ ୯୭.୭୩% ଅଛି । ଯୁକ୍ତ ଦୁଇରେ ସୁପ୍ରିୟା ନାୟକ ସର୍ବାଧିକ ୯୨.୨% ମାର୍କ ରଖି ଟପ୍ପର ଓ
Read More...

କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୫ତମ ଜନ୍ମ ଜୟନ୍ତୀ ପାଳିତ

ଜିଲ୍ଲାରେ ସାମୁହିକ ବିକାଶ ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରି ଜନପ୍ରିୟ ଅତି ସାଧାରଣଙ୍କ ସୁଃଖଦୁଃଖର ସାଥୀ ଥିଲେ କୃଷ୍ଣଚନ୍ଦ୍ର ପଣ୍ଡା ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ସାମୁହିକ ବିକାଶର ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ଜନପ୍ରିୟ କୃଷ୍ଣଚନ୍ଦ୍ର ପଣ୍ଡା । ସେ ସମୟରେ
Read More...

ଆଜି ବଲାଙ୍ଗିର ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ. ୧୦ରୁ ଜଣେ, ସଇଁନ୍ତଲା ବ୍ଲକ ବୁଡାବାହାଲ ଗ୍ରା.ପ.ରୁ ଜଣେ ଏବଂ ଟିଟିଲାଗଡ ପୌରାଂଚଳ ୱାର୍ଡ ନଂ. ୫ରୁ ୨ ଜଣ କରୋନାରେ
Read More...

କୋଭିଡ ସୁରକ୍ଷା ଉପକରଣ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ତାଲପାଲିଠାରେ କୋଭିଡ ସୁରକ୍ଷା ଉପକରଣ ବଣ୍ଟନ କରାଯାଇଛି । ପାଇକମାଳ ସ୍ଥିତ "ମାସ" ଅନୁଷ୍ଠାନ ଓ ଏଫଇଏସ୍‌ ଭୁବନେଶ୍ୱର ସହାୟତାରେ ଆସିଥିବା ଉପକରଣ ୩୦ଜଣ ଅଙ୍ଗନୱାଡି କର୍ମୀ ଓ ୩୦ ଜଣ ଆଶା କର୍ମୀ, ସ୍ୱାସ୍ଥ୍ୟ
Read More...

ଲାଞ୍ଚ କାରବାରକୁ ନେଇ ବିଜେପି ପକ୍ଷରୁ ଆନ୍ଦୋଳନ

ବୌଦ୍ଧ, (ବଂଶୀଧର ମାଝୀ) : ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ତଥା ଲାଞ୍ଚ କାରବାରକୁ ନେଇ ଆଜି ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଟଳ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି
Read More...

ମୁଖ୍ୟ ଶାସନ ସଚିବ ଓ ‘୫ଟି’ ସଚିବଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ : ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି)ଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଏକ ଟିମ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତ କରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ ବ୍ୟବସ୍ଥା ଓ ଜିଲ୍ଲାରେ ନିର୍ମାଣଧୀନ ବିଭିନ୍ନ ପ୍ରକଳ୍ପର
Read More...

ଡୁମ୍ବେରପିଟା ପଞ୍ଚାୟତବାସୀଙ୍କ ଚେତାବନୀ : ପଞ୍ଚାୟତ ଅଫିସ କାର୍ଯ୍ୟକ୍ଷମ ନ ହେଲେ ୧୬ରୁ ଆନ୍ଦୋଳନ ଧମକ

୨ ବର୍ଷ ହେଲା ବ୍ଳକ ପ୍ରଶାସନର ପ୍ରତିଶୃତିକୋଠା ଶେଷ ହେବା ସତ୍ୱେ ଉଦଘାଟନ ହୋଇନି ଦେଓଗାଁ, (ମନୀଷ କୁମାର ସାହୁ) : ଦୁଇ ବର୍ଷରୁ ଅଧିକ ହେଲା ଦେଓଗାଁ ବ୍ଳକର ଆଦିବାସୀ ଅଞ୍ଚଳ ଭାବେ ପରିଗଣିତ ହୋଇଥିବା ଡୁମ୍ବେରପିଟା ପଞ୍ଚାୟତର ଡୁମ୍ବେରପିଟା, ଚିପାକାନି, ସତୀଘାଟ, ପିଲାତିମହୁଲ ଓ
Read More...

ଓଏସ୍‌ଏସ୍‌ସି ଓ ବେଦାନ୍ତ ଦୁର୍ନୀତିର ତଦନ୍ତ ଦାବୀରେ ଛାତ୍ର କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଷ୍ଟାପ୍‌ ସିଲେକ୍ସନ କମିଶନ ଓ ବେଦାନ୍ତ ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀରେ ଆଜି ଜିଲ୍ଲା ଛାତ୍ର କଂଗ୍ରେସ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଜିଲ୍ଲା ଛାତ୍ର ସଭାପତି ଅଙ୍କିତ ସାହୁ, ରାଜ୍ୟ ଛାତ୍ର କଂଗ୍ରେସ
Read More...

ବଲାଙ୍ଗିରରୁ ଦେଶର ରାଜଧାନୀ ସହିତ ସିଧାସଳଖ ଟ୍ରେନ ଚଳାଚଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରୀ କମିଟି ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ସ୍ଥାନୀୟ ଗାନ୍ଧୀ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୋଷାଧ୍ୟକ୍ଷ ଅଶୋକ ଚାନ୍ଦ ଆର୍ଥିକ ସ୍ଥିତିର ବିବରଣୀ ପ୍ରଦାନ କରିବା ପରେ ଡିଆରୟୁସିସି
Read More...

ଜଙ୍ଗଲ ବିଭାଗର ମନରେଗା ଦୁର୍ନୀତି ଅଭିଯୋଗ : ୭୦ ବର୍ଷ ବୟସ୍କ ଲୋକଙ୍କ ଏକାଉଣ୍ଟରେ ପଡିଲା ଲକ୍ଷାଧିକ ଟଙ୍କା, ରେଞ୍ଜ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧ ବର୍ଷ ତଳେ ଜଙ୍ଗଲ ବିଭାଗ ଅଧିନରେ ମନରେଗା କାର୍ଯ୍ୟରେ ନିୟୋଜିତ ହୋଇଥିବା ପ୍ରାୟ ୫୦ ଜଣ ଶ୍ରମିକଙ୍କୁ ଆଜି ଯାଏ ମନରେଗା ଟଙ୍କା ମିଳି ନଥିବାରୁ ଏହାର ପ୍ରତିବାଦରେ ଆଜି ପାଖାପାଖି ୩୦ଜଣ ଯୁବକ ପାଇକମାଲ ଜଙ୍ଗଲ ବିଭାଗ ରେଞ୍ଜ ଅଫିସ ଘେରାଉ କରିଛନ୍ତି ।
Read More...