Daily Archives

ସମ୍ବଲପୁରୀ ଭାଷା ଏକାଡେମୀର ବରଗଡ଼ ଜିଲ୍ଲା କାର୍ଯ୍ୟାଳୟ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖଣ୍ଡସିବାଞ୍ଜିଠାରେ ବରଗଡ଼ ଜିଲ୍ଲା ଶାଖା କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପାରାୟଣ ଗାୟକ ନିଲାମ୍ବର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟାଳୟ ଉଦଘାଟନ କରିଥିଲେ । ସମ୍ବଲପୁରୀ ଭାଷା
Read More...

ବ୍ଳକ ସ୍ତରୀୟ ଶିକ୍ଷା ସମନ୍ୱୟ କର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏବଂ ଗାଏସିଲେଟ୍ ବ୍ଳକରେ ଶିକ୍ଷା ସମନ୍ୱୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁରରେ ଏବିଇଓ ଜୟ କୁମାର ସାହୁ ଏବଂ ଗାଏସିଲେଟରେ ବିଇଓ ରାମଲାଲ ବରିହାକର ସଭାପତିତ୍ୱରେ ଏହି ଶିକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଡାଏଟର
Read More...

ଦେଓଗାଁ ବ୍ଲକ ଆଦିବାସୀ ସଂଘ ପକ୍ଷରୁ ଅର୍ଜୁନପୁରରେ ୨୭ତମ ଆଦିବାସୀ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୧୨ଟା ସମୟରେ ଦେଓଗାଁ ବ୍ଲକ ଆଦିବାସୀ ସଂଘ ତରଫରୁ ଅର୍ଜୁନପୁର ଗାଁର ବାତ୍ୟା ଆଶ୍ରୟସ୍ଥଳୀରେ ଦେଓଗାଁ ବ୍ଲକର ବିଭିନ୍ନ ଗାଁରୁ ଆସିଥିବା ଆଦିବାସୀମାନେ ଏକତ୍ରିତ ହୋଇ ୨୭ତମ ବିଶ୍ଵ ଆଦିବାସୀ ଦିବସ ପାଳନ ହୋଇଯାଇଛି । ଏହି ବୈଠକକୁ ଦେଓଗାଁ ବ୍ଲକ
Read More...

ଅସହାୟ ବୃଦ୍ଧାଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରି ସାଲେପାଲି ଜରାନିବାସରେ ଥଇଥାନ କଲେ ସ୍ୱେଚ୍ଛାସେବୀ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ପ୍ରାୟ ୨ଟା ସମୟରେ ଦେଓଗାଁ ବ୍ଲକର ସ୍ୱେଚ୍ଛାସେବୀ ପ୍ରଭାତ୍ ମହାନନ୍ଦ, ନିତ୍ୟାନନ୍ଦ ଷଡଙ୍ଗୀ ଦେଓଗାଁ ବ୍ଲକ ବନ୍ଧପଡା ରାସ୍ତା କଡ଼ରୁ ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ତାଙ୍କୁ ନେଇ ଦେଓଗାଁ ବିଡ଼ିଓ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ
Read More...

ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୨୭ ତମ ବିଶ୍ଵ ଆଦିବାସୀ ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ସ୍ଥାନୀୟ ଆଦିବାସୀ ଭବନ ପରିସରରେ ସଂଘ ପକ୍ଷରୁ ୨୭ ତମ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିର୍ସା ମୁଣ୍ଡା, ଜୟ ସିଂ ପାଲ ମୁଣ୍ଡା, ଏବଂ ରିଣ୍ଡୋ ମାଝୀଙ୍କ ସହ ସଂଘ ଜିଲ୍ଲା ସଭାପତି ସ୍ଵର୍ଗତ ବ୍ରଜ କିଶୋର ସିଂ ଭୋଇଙ୍କ ଫଟୋଚିତ୍ରରେ
Read More...

ବିଶ୍ଵ ଆଦିବାସୀ ଦିବସ ଅବସରରେ ସଂକଳ୍ପ ସଭା

ଟିଟିଲାଗଡ, (ଗୌରବ ଦର୍ଜୀ) : ପୃଥିବୀରେ ଶତକଡା ୫ ପ୍ରତିଶତ ଆଦିବାସୀ ବସବାସ କରୁଛନ୍ତି । ସାରା ବିଶ୍ୱରେ ୫୦ କୋଟିରୁ ଉର୍ଦ୍ଧ ଆଦିବାସୀଙ୍କ ଜନସଂଖ୍ୟା ପ୍ରାୟ ୭ ହଜାରରୁ ଉର୍ଦ୍ଧ ଆଦିବାସୀ ଭାଷା ପ୍ରଚଳିତ ଥିବା ବେଳେ ୫ ହଜାରରୁ ଉର୍ଦ୍ଧ ସଂସ୍କୃତି ରହିଛି । ୯ ଅଗଷ୍ଟ ୧୯୮୨ ମସିହା ଜେନେଭା
Read More...

ଶତାୟୁ ସ୍ୱାଧିନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ପିଣିମୋରା ଗ୍ରାମର ଶତାୟୁ ସ୍ୱାଧିନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନ(୧୦୨)ଙ୍କୁ ଆଜି ‌ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଉପଢ଼ୌକନ ଦେଇ
Read More...

ବିଶ୍ୱ ଆଦିବାସୀ ଦିବସରେ ୧୧ ଦଫା ଦାବୀକୁ ନେଇ ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବୀପତ୍ର ଦେଲେ ଆଦିବାସୀ ସଂଘ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଶିଶୁମନ୍ଦିର ଠାରୁ ବିରାଟ ଶୋଭାଯାତ୍ରା କରି ତହସିଲ ଅଫିସ ଓ ବ୍ଲକ ପର୍ୟ୍ୟନ୍ତ ବାହାରି ଆଦିବାସୀ ସଂଘ କର୍ଲାମୁଣ୍ଡା ବ୍ଲକର ସଭାପତି ସୁରେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ଆଜି ୧୧ ଗୋଟି ସମସ୍ୟାକୁ ନେଇ ମହାମହିମ
Read More...

ଟେଣ୍ଟ ହାଉସ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଟେଣ୍ଟ ହାଉସ, ଲାଇଟ୍ ଡେକୋରେଟର ଏବଂ ଫ୍ଲାଓ୍ବ।ର ଡେକୋରେଟର ସଂଘ ପକ୍ଷରୁ ଆଜି ଦୋକାନ ଖୋଲିବାକୁ ପ୍ରଶାସନ ଅନୁମତି ପ୍ରଦାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କରୋନା ସମୟରୁ ଗତ ଦୁଇ ବର୍ଷରୁ
Read More...

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଡିଇଓଙ୍କ…

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ବିଭିନ୍ନ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରୋନା ମହାମାରୀ ଯୋଗୁଁ ଦୀର୍ଘ ଦେଢ ବର୍ଷ ବନ୍ଦ ଥିବା ସତ୍ୱେ ଉକ୍ତ ସ୍କୁଲ ଗୁଡିକରେ ନବୀକରଣ, ଇକୋ କ୍ଲବ ନିର୍ମାଣ ଏବଂ ଖେଳ ସାମଗ୍ରୀ କିଣାବିକା ନାମରେ ମିଥ୍ୟା ବିଲ ଭାଉଚର ଦେଇ
Read More...
error: Content is protected !!