Monthly Archives

July 2021

ଅନ୍ତଃରାଜ୍ୟ ବାଘ ଛାଲ ରାକେଟ : ଚାରି ଗିରଫ, ବାଘ ଛାଲ ଓ ବାଘ ଦାନ୍ତ ଜବତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ଆଜି ଏକ ବଡ଼ ଧରଣର ବାଘ ଛାଲ ରାକେଟ ଧରା ପଡିଛି । ଏହି ରାକେଟରେ ତିନୋଟି ବାଘ ଛାଲ ଆଉ ଏକ ବାଘ ଦାନ୍ତ ଧରିଥିବା ବେଳେ ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରିଛି ବନ ବିଭାଗ । ତେବେ ସୂଚନା ମୁତାବକ ବାହାର ରାଜ୍ୟର ଜଣେ ଗ୍ରାହକ ପାଖରୁ
Read More...

ବୌଦ୍ଧ କଂଗ୍ରେସର ହରତାଳ : ଜିଲ୍ଲାର ଶହଶହ ପୁରୁଖା କଂଗ୍ରେସ ହେଲେ ଏକାଠି

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଂଗ୍ରେସର ସଭାପତି ନବକୁମାର ମିଶ୍ରଙ୍କ ନେତ୍ତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ନାରାଣ ପରିଜା, ସୁଧୀର କର୍ଣ୍ଣ, କେଶବ କ୍ଷେତୀ, ଯୁବନେତା ସରୋଜ ପ୍ରଧାନ ପ୍ରମୁଖ ଶତାଧିକ କଂଗ୍ରେସ ନେତା ଯୋଗଦେଇ ଆଜି ଦିବା୧୦ ଟାରୁ ୧୨ଟା ପର୍ଯ୍ୟନ୍ତ ଜିଲ୍ଲା ସଦର
Read More...

ରାଜ୍ୟରେ ଚାଲିଛି ଖୋଲାଖୋଲି ଗୋ ଚୋରା ଚାଲାଣ : କାହା ସ୍ୱାର୍ଥରେ କାମ କରୁଛି ପୋଲିସ ପ୍ରଶାସନ : କେଶରୀୟା ହିନ୍ଦୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ଖୋଲାଖୋଲି ଭାବେ ଗୋରୁ ଚୋରା ଚାଲାଣ ଚାଲିଛି । ଗୋରୁଙ୍କୁ କଂସେଇ କବଳରୁ ବଞ୍ଚାଉଥିବା ଗୋରୁ ପ୍ରେମୀମାନଙ୍କ ଉପରେ ବାରମ୍ବାର ଅତର୍କିତ ଆକ୍ରମଣ ହେଉଥିବା ବେଳେ ପୋଲିସ ପ୍ରଶାସନ ଓଲଟା ଗୋପ୍ରମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ତେବେ
Read More...

ଆବାସ ଯୋଜନାରେ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପିର ସଦର ବ୍ଲକ ଘେରାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟନ୍ୱୟରେ ବ୍ୟାପକ ଅନିୟମିତତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବଲାଙ୍ଗିର ଜିଲ୍ଲା ବିଜେପି ତରଫରୁ ବଲାଙ୍ଗିର ସଦର ବ୍ଲକ ଘେରାଉ କରାଯାଇଛି । ଆଜି ସକାଳୁ ଜିଲ୍ଲା ବିଜେପିର ଶତାଧିକା ମହିଳା ଓ ପୁରୁଷ
Read More...

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରେ କଂଟାବାଂଜି କଂଗ୍ରେସର ପ୍ରତିବାଦ

କଂଟାବାଂଜି, (ଗୁରୁଦୟାଲ ହଂସ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦିନକୁ ଦିନ ଦର ବୃଦ୍ଧି କରୁଥିବା ପ୍ରତିବାଦରେ ଶୁକ୍ରବାର ଦିନ କଂଟାବାଂଜି ନଗର କଂଗ୍ରେସ ତରଫରୁ ଏକ ପ୍ରତିବାଦ ସଭା କରାଯାଇଛି । ସକାଳ ପୂର୍ବାହ୍ନରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରୁ ଏକ ସାଇକଲ ରାଲି ନଗର ପରିକ୍ରମା
Read More...

ବରଗଡ ଲୋକସଭା ସାଂସଦଙ୍କ ଗାଇସିଲାଟ ବ୍ଲକରେ ଅଭିଯୋଗ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକରେ ଆଜି ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀ ସ୍ଥାନୀୟ ରାଜୀବ ଭବନ ଠାରେ ଜନ ସାଧାରଣଙ୍କ ଅଭିଯୋଗ ଗ୍ରହଣ କରି ଉପସ୍ଥିତ ସଂପୄକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ । ଗାଇସିଲାଟ ବ୍ଲକ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନିତୀ ଅଭିଯୋଗରେ ବିଜେପିର ବିକ୍ଷୋଭ

ମ.ରାମପୁର, (ହେମନ୍ତ ସାହୁ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଏବଂ ଦୁର୍ନିତୀ ଅଭିଯୋଗରେ ବିଜେପି ତରଫରୁ ମ.ରାମପୁରଠାରେ ବିକ୍ଷୋଭ କରାଯାଇ ବିଭିନ୍ନ ସ୍ଥାନରେ ଉପଯୁକ୍ତ ବ୍ୟକ୍ତି ଘର ଖଣ୍ଡେ ପାଇ ନଥିବା ବେଳେ ଅନେକ ବଡ଼ବଡ଼ିଆ ଏହି ଯୋଜନାର ଫାଇଦା ଉଠାଇବା ସହିତ ଲାଭବାନ ହେଇଥିବା
Read More...

କଳାହାଣ୍ଡି ଜିଲ୍ଲାର ପ୍ରଥମ ଗ୍ରାମୀଣ ପାର୍କ ବମକ ପଂଚାୟତର କାରୁଣ୍ଡ ଶ୍ରୀକ୍ଷେତ୍ର

ମ.ରାମପୁର, (ହେମନ୍ତ ସାହୁ) : ସାରା ଓଡ଼ିଶାରେ କାରୁଣ୍ଡ ଶ୍ରୀକ୍ଷେତ୍ର ଭାବରେ ପରିଚିତ ଥିବା ବମକ ପଂଚାୟତର ଏହି ସ୍ଥାନରେ ଯୋଡ଼ି ହେଇଛି ଆଉ ଏକ ସଫଳତାର ଫର୍ଦ୍ଦ । ବମକ ପଂଚାୟତର କାରୁଣ୍ଡ ଶ୍ରୀକ୍ଷେତ୍ର ମାଉସୀ ମାଁ ମନ୍ଦିର ନିକଟରେ କଳାହାଣ୍ଡିର ପ୍ରଥମ ଗ୍ରାମୀଣ ପାର୍କ ତିଆରି କାମ ଏବେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ବେଲପଡା ବ୍ଳକ ସରମୁହାଣ ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଲକ କୁତୁର୍ଲା ଗ୍ରା.ପ.ରୁ ଜଣେ, ଗୁଡଭେଲା ବ୍ଲକ ରୁସୁଡା ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ବ୍ଳକ
Read More...

ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଏବଂ ନବଯୌବନ ଦର୍ଶନ ପାଳିତ ହୋଇଯାଇଛି । ମନ୍ଦିର ପରିସର ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁଯାୟୀ ବିନା ଭକ୍ତରେ ମହାପ୍ରଭୁଙ୍କ
Read More...