Monthly Archives

June 2021

ମନ୍ତ୍ରୀ ଟୁକୁନିଙ୍କ ଦ୍ଵାରା ୨ଲକ୍ଷ ଲିଟର ପାଣି ପ୍ରକଳ୍ପ ଉଦଘାଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାବାସୀଙ୍କ ଦୀର୍ଘ ଦିନ ହେଲା ପାଣି ପାଇଁ ଅନେକ ସମସ୍ୟା ଲାଗି ରହିଥିଲା । ତେବେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟକ ଟୁକୁନି ସାହୁଙ୍କ ପ୍ରଚେଷ୍ଟାରେ ସଇଁନ୍ତଲାବାସୀ ଦେଖିଥିବା ଅଧୁରା ସ୍ୱପ୍ନକୁ ଆଜି ୨ଲକ୍ଷ
Read More...

ବନ ବିଭାଗର ଅବ୍ୟବସ୍ଥା ଓ ଦୁର୍ନୀତିକୁ ନେଇ ବରିଷ୍ଠ କଂଗ୍ରେସ ନେତାଙ୍କ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବନ ବିଭାଗରେ କାର୍ଯ୍ୟରତ ଶତାଧିକ ଅସ୍ଥାୟୀ କର୍ମଚାରୀମାନଙ୍କ ବର୍ଷ ବର୍ଷ ଧରି ଇପିଏଫ୍‌ ଏବଂ ଇଏସ୍‌ଆଇ ଦେୟ ସଂପୃକ୍ତ ବିଭାଗରେ ଦାଖଲ କରାନଯିବା ଏବଂ ବ୍ୟାପକ ଅନିୟମିତତାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଅସୀମ ପଟ୍ଟନାୟକ ତିବ୍ର ଅସନ୍ତୋଷ ପ୍ରକାଶ
Read More...

ଦେଓଗାଁ ବ୍ଲକରେ ଆଜି ୧୦ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବ୍ଲକରେ ୧୦ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ଉପରଝର ପଞ୍ଚାୟତରେ ୯ଜଣ ଓ ସାଲେପାଲି ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ରାଧାମାଧବ ସଂଘ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମଣ ବୃଦ୍ଧିକୁ ପ୍ରତିହିତ କରିବା ପାଇଁ ସରକାର ସଟ୍‌ଡାଉନ ଓ ଲକ୍‌ଡାଉନ ଭଳି ନିୟମ ଲାଗୁ କରିଛନ୍ତି । ଭୀମଭୋଇ ମେଡିକାଲକୁ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଛନ୍ତି ରୋଗୀ ତଥା ତାଙ୍କର ସହଯୋଗୀମାନେ ଦିନ ସମୟରେ ମଧ୍ୟାହ୍ନ ଭୋଜନରେ ଅସୁବିଧା
Read More...

ସୋନଗଡ ବ୍ରିଜ ଉପରେ ଜମିଲା ବର୍ଷା ପାଣି : ଯାତ୍ରୀ ହନ୍ତସନ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ସକାଳ ପ୍ରାୟ ୮ଟାରୁ ୯ଟା ସମୟରେ ଦେଓଗାଁ ଅଞ୍ଚଳରେ ବର୍ଷା ହୋଇଥିବାରୁ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥରେ ପ୍ରବାହିତ ହୋଇଥିବା ସୋନଗଡ ନଦୀର ଦେଓଗାଁ ବଙ୍ଗଳା ମଧ୍ୟରେ ଥିବା ବ୍ରିଜରେ ପାଣି ଜମି ରହିଥିଲା । ପାଣି ଜମିବାର କାରଣ ହେଲା ବ୍ରିଜ
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୧୧୬ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୧୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମାନ ସଂଖ୍ୟକ ସୁସ୍ଥ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୬ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୧୮ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ
Read More...

ସାନିଟାଇଜ୍‌ ହେଲା ପଦ୍ମପୁର ସହର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଉଦ୍ୟମ କ୍ରମେ ପଦ୍ମପୁର ସହରର ବିଭିନ୍ନ ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି, କଚେରି, ଏନ୍‌ଏସି ଅଫିସ, ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନା, ପଦ୍ମପୁର ଥାନାକୁ ପ୍ରମୁଖ ଭାବେ ସାନିଟାଇଜ୍ କରାଯାଇଛି, ସାନିଟାଇଜେସନ୍ ସମୟରେ ସାଂସଦ
Read More...

ଗୃହ ପୃଥକବାସ ସୁବିଧା ନଥିବା କରୋନା ପଜିଟିଭଙ୍କୁ ଗାଁ ସ୍କୁଲରେ ରଖିଲେ ଗ୍ରାମବାସୀ

ମ.ରାମପୁର, (ହେମନ୍ତ ସାହୁ) : କରୋନାର ଦ୍ୱିତୀୟ ଲହରର ସମୟ । କରୋନା ସଂକ୍ରମିତଙ୍କ ସଂଖ୍ୟା କମବେଶୀର ଲୁଚକାଳି ଖେଳଖେଳୁଛି । କଳାହାଣ୍ଡି ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ବି ପ୍ରାୟ ପ୍ରତିଦିନ ଦେଖିବାକୁ ମିଳୁଛି । ସଂକ୍ରମିତଙ୍କ ଦ୍ୱାରା ସଂକ୍ରମଣ ଏବେ ସମସ୍ତଙ୍କ ମୁଣ୍ଡବ୍ୟଥା ପାଲଟିଛି ।
Read More...

ଟୀକା ପାଇଁ ଗ୍ଲୋବାଲ ଟେଣ୍ଡରରେ ସରକାରଙ୍କ ଆନ୍ତରିକତା ନାହିଁ : ନରସିଂହ

ବଲାଙ୍ଗିର ଡାକ୍ତରଖାନାମାନଙ୍କର ଖାଲି ଥିବା ସମସ୍ତ ପଦବି ପୁରଣ କରାଯାଉବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଟୀକା କିଣାକୁ ନେଇ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ଏକ ପ୍ରହସନ ବୋଲି ପ୍ରମାଣିତ ହୋଇଯାଇଛି । ଏଥିରେ ଆନ୍ତରିକତା କମ୍‌ ଲୋକ ଦେଖାଣିଆ ବେଶିି ଅଛି । ମୁଖ୍ୟମନ୍ତ୍ରୀ ନବିନ
Read More...

ଗାର୍ଲଫ୍ରେଣ୍ଡକୁ ହଟେଇବା ପାଇଁ ବିବାହିତ ପ୍ରେମିକ ଅପହରଣ କରି ହତ୍ୟା କଲା, କେନାଲରେ ଫିଙ୍ଗିଦେଲା ମୃତଦେହ

ମୁଜାଫରନଗର : ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଜଣେ ବିବାହିତ ବ୍ୟକ୍ତି ତାଙ୍କ ୨୪ ବର୍ଷ ବୟସ୍କା ଗାର୍ଲଫ୍ରେଣ୍ଡକୁ ଅପହରଣ କରି ହତ୍ୟା କରିଥିବା ଭଳି ଅମାନବୀୟ ଘଟଣା ସାମ୍‌ନାକୁ ଆସିଛି । ଏହି ଘଟଣା ଜାନସାଠ ପୋଲିସ ଷ୍ଟେସନ ଅଞ୍ଚଳର କାୱାଲ ଗ୍ରାମରେ ଘଟିଛି । ପୋଲିସ କହିଛି ଯେ, ରବିବାର
Read More...