Monthly Archives

April 2021

ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ : ସରକାରୀ ସହାୟତା ପ୍ରଦାନ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ଗାଁର ଜଣେ ଯୁବକଙ୍କୁ ଏକ ବିଷାକ୍ତ ସାପ କାମୁଡି ଥିବାକୁ ତାଙ୍କର ମୃତ୍ୟୁ ହୋଇଥିବା ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ସୋମବାର ରାତିରେ ଉପରଝର୍ ଗାଁର ଗୋବିନ୍ଦ ଭୋଇ(୨୨) ଖାଇ ସାରି ତାଙ୍କ ଦାଦା…
Read More...

ଜାମସେଠ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ରାଜ୍ୟରେ କରୋନା ମହାମାରୀ ବିପତ୍ତି ଦ୍ର୍ରୁତ ଗତିରେ ବ୍ୟାପୁଥିବାକୁ ନେଇ ଜାମସେଠ ଗ୍ରାମବାସୀମାନେ ସରପଞ୍ଚଙ୍କ ପାଖରେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଭୟାବହ କରୋନାକୁ ନେଇ ସରପଞ୍ଚ ରମ୍ଭା ତାଣ୍ଡିଙ୍କ…
Read More...

ମେ’ ୨ ତାରିଖ ଯାଏଁ ସଟଡ଼ାଉନ ଘୋଷଣା କଲା ବଣିକ ସଂଘ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ କରୋନା ପଜିଟିଭ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମ.ରାମପୁର ବ୍ୟବସାୟୀ ସଂଘ ତରଫରୁ ଗତକାଲି ଏକ ବୈଠକ ସଂପାଦକ ପ୍ରଶାନ୍ତ ସାମନ୍ତରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହେଇ ଅପ୍ରେଲ୨୮ ତାରିଖରୁ…
Read More...

କେନ୍ଦୁଘାଟିରେ ଅଟୋ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, ଜଣେ ଗୁରୁତର

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଥାନା ଅନ୍ତର୍ଗତ କେନ୍ଦୁଘାଟିଠାରେ ଗତ ରାତି ପ୍ରାୟ ଏଗାରଟା ବେଳେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେଇଥିଲା । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ବେଳେ ଅନ୍ୟଜଣେ ଗୁରୁତର ହେଇଥିବା ଜଣାପଡ଼ିଛି । ସୂତନାମୁତାବକ ମ.ରାମପୁର…
Read More...

ହଜିଗଲା ମାନବିକତା : କରୋନା ଭୟରେ ଛୁଇଁଲେନି ସମ୍ପର୍କୀୟ, ୧୪ଘଂଟା ଧରି ପଡ଼ିରହିଲା ଶବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ହଜିଗଲା ମାନବିକତା । କରୋନା ଭୟରେ ଛୁଇଁଲେନି ସମ୍ପର୍କୀୟ । ୧୪ଘଂଟା ଧରି ପଡ଼ିରହିଲା ଶବ । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଜାମୁଟବାହାଲ ଗାଁରେ । ବିନୋଦ ଠାକୁର ନାମକ ଜଣେ ବ୍ୟକ୍ତି ୫ଦିନ ତଳେ ତାମିଲନାଡ଼ୁରୁ…
Read More...

ବିଶ୍ଵାବସୁ ଅଶୀଘର ଶବର ସମାଜର ଜିଲ୍ଲା ସଭାପତି କଳାକାହ୍ନୁ ତୁମୁନିଆଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଘସିଏନ ଗ୍ରାମର ବିଶ୍ଵାବସୁ ଅଶୀଘର ଶବର ସମାଜର ଜିଲ୍ଲା ସଭାପତି କଳାକାହ୍ନୁ ତୁମୁନିଆ(୬୫)ଙ୍କ ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।…
Read More...

ବ୍ରହ୍ମପୁରର ୪ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ୪ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ବିଏମସି ପକ୍ଷରୁ ଘୋଷଣା କରାଯାଇଛି। ସେଗୁଡିକ ହେଲା ହିଲପାଟଣା ପ୍ରଥମ ଗଳି, ତୃତୀୟ ଗଳି, ଗାନ୍ଧୀନଗର ପ୍ରଥମଲେନ, ଓ ଗୋଦାବରୀଶ ନଗର ୪ର୍ଥ ଲେନ । ଏହି ସବୁ ଅଞ୍ଚଳକୁ କାଠ ବାଡ଼…
Read More...

ଦେବୀ ଭଗବତୀ ମା’ ତାରାତାରିଣୀଙ୍କ ଶୀତଳା ଦେବୀ ବେଶରେ ପୂଜାସମ୍ଭାର ସମାହିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଋଷିକୁଲ୍ୟାତୀରସ୍ଥ ପୂର୍ଣ୍ଣଗିରି ଶୀର୍ଷରେ ଅବସ୍ଥାନ କରିଥିବା ସ୍ତନ ପୀଠେ ପୂଜିତା ବିଶ୍ୱବନ୍ଦନୀୟା ଦେବୀ ଭଗବତୀ ମା' ତାରାତାରିଣୀଙ୍କ ଚୈତ୍ରପର୍ବ ପଞ୍ଚମ ପାଳି ମଙ୍ଗଳବାର ଯାତ୍ରା ବିନା ଭକ୍ତରେ ବିଧିବଦ୍ଧ ଭାବେ ରୀତିକାନ୍ତି ସହ ସମ୍ପନ ହୋଇଛି ।…
Read More...

କୋଭିଡ ଡାକ୍ତରଖାନା ପରିଦର୍ଶନ କଲେ ସାଂସଦ : କହିଲେ, ୩୦୦ ଆର୍‌ଟିପିସିଆର୍‌ ଟେଷ୍ଟ ଓ ୧୦ଟି ଭେଣ୍ଟିଲେଟର୍‌ରେ ଚାଲିଛି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୩୦୦ ଆରଟିପିସିଆର ଟେଷ୍ଟ ଓ ୧୦ଟି ଭେଣ୍ଟିଲେଟର୍‌ରେ ଚାଲିଛି ବଲାଙ୍ଗିରର କରୋନା ଲଢେଇ ବୋଲି ପ୍ରକାଶ କରିଛନ୍ତିି ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ । ଆହୁରି ବଲାଙ୍ଗିର ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବଢି ବଢି ଚାଲିଛି । ସଂକ୍ରମଣ ଚିହ୍ନଟ ପାଇଁ…
Read More...

ମୁଁ ଜନମଙ୍ଗଳ ପାଇଁ କାମ କରେ, ଲୋକ ଦେଖାଣିଆ କାମରେ ମୋର ବିଶ୍ୱାସ ନାହିଁ : ସାଂସଦ ସଙ୍ଗୀତା ସିଂଦେଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାଇରାଲ ପୋଷ୍ଟ ଉପରେ ଆଜି ନିଜର ପ୍ରତିକ୍ରିୟା ରଖି ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ କହିଛନ୍ତି ଯେ, ମୁଁ ଜନମଙ୍ଗଳ ପାଇଁ କାମ କରେ । ଯେଉଁଠି ମୋର ଆବଶ୍ୟକତା ଅନୁଭବ କରେ, ସେଇଠି ପହଞ୍ଚି ସ୍ଥିତି ସୁଧାରିବାକୁ ଚେଷ୍ଟା କରେ । ମୁଁ ଲୋକ…
Read More...