Daily Archives

ଗୁଣିଗାରେଡି ସନ୍ଦେହରୁ ଗଣ୍ଡଗୋଳ, ପୀଡିତଙ୍କୁ ବିଷ୍ଠା ଖୁଆଇ ୪ ଜଣ ଗିରଫ

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ତୁଷୁରା ଥାନା ଶିରାବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ଏ ସଂପର୍କରେ ଅଂଚଳରେ ଚର୍ଚ୍ଚା ଜୋର୍‌ ଧରିଛି । ଗୁଣିଗାରେଡି ସନ୍ଦେହରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହେବା ପରେ ପୀଡିତଙ୍କୁ ବିଷ୍ଠା ଖୁଆଇବା ସହ
Read More...

ପେଟ୍ରୋଲିଂ ସମୟରେ ଜଙ୍ଗଲରୁ ଧରାପଡିଲେ ୬ ଶିକାରୀ

ମୟୂରଭଞ୍ଜ : ପେଟ୍ରୋଲିଂ ସମୟରେ ଜଙ୍ଗଲରୁ ଧରାପଡିଲେ ୬ ଜଣ ଶିକାରୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତ୍ରିରେ ଠାକୁରମୁଣ୍ଡା ବନବିଭାଗ ପେଟ୍ରୋଲିଂ କରୁଥିବା ବେଳେ ୬ ଜଣ ଶିକାରୀକୁ ଗିରଫ କରିବା ସହ ଶିକାରୀମାନଙ୍କ ପାଖରୁ ବନ୍ୟଜୀବ‌ଙ୍କ ମାଂସ ମଧ୍ୟ ଉ‌ଦ୍ଧାର
Read More...

ଘୁନସର ବୈଷ୍ଣବୀ ପୀଠରେ ଦଶ ମହାବିଦ୍ୟା ଯଜ୍ଞ ଓ ପୂଜାର୍ଚ୍ଚନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମର ବୈଷ୍ଣବୀ ପୀଠରେ ଆଜି ଦଶ ମହାବିଦ୍ୟା ଯଜ୍ଞ ଓ ପୂଜାର୍ଚ୍ଚନା ଅନୁଷ୍‌ଷ୍ଠିତ ହୋଇଯାଇଛି । ତେବେ ଏଥିରେ ପୀଠର ମୁଖ୍ୟ ସେବକ ହୀରା ବାବାଙ୍କ ଦ୍ବାରା ଦଶ ମହାବିଦ୍ୟା ଯଥା କାଳୀ, ତାରା, ଷୋଡ଼ଶୀ,
Read More...

ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ୨୨ ଜଣ ଯବାନ ସହିଦ

ବିଜାପୁର : ଗତକାଲି ଛତିଶଗଡର ସୁକମା-ବିଜାପୁର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଉଭୟପକ୍ଷ ମଧ୍ୟରେ ୩ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା । ତେବେ ଏହି ଗୁଳିବିନିମୟରେ ୨୨ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି । ୨ ଜଣ ସହିଦ ଯବାନଙ୍କର ମୃତଦେହ
Read More...

ଗୁଣା‌ତ୍ମକ ଶିକ୍ଷା ପ୍ରଦାନ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଓଡିଶା ଆଦର୍ଶ ବିଦ୍ୟାଳୟ ନିମନ୍ତେ ୨୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସମଗ୍ର ଶିକ୍ଷା ପାଇଁ ୩ ହଜାର ୬୬ କୋଟି ଏବଂ ମଧ୍ୟାହ୍ନ ଭୋଜନ ନିମନ୍ତେ ୯୫୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମୋ ସ୍କୁଲ କାର୍ୟ୍ୟକ୍ରମ
Read More...

ପ୍ରେମିକାର ଆତ୍ମହତ୍ୟା ପରେ ଜେଲ ଭିତରେ ଅସନ୍ତୁଷ୍ଟ ପ୍ରେମିକର ଆ‌ତ୍ମହତ୍ୟା

କାନପୁର : ଉତ୍ତରପ୍ରଦେଶ କାନପୁରର ଏକ ଜେଲ ଭିତରେ ଫାଶୀ ଲଗାଇ ଜଣେ କଏଦୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଜଣେ ବନ୍ଦୀ ସମରଜିତ ଓରଫ୍‌ ଶ୍ୟାମଙ୍କ ମୃତଦେହ କାନପୁର ସଦର ଜିଲ୍ଲା ଜେଲ ମାତିରେ ଫାଶୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ଜେଲ ପ୍ରଶାସନ ସମେତ ଜିଲ୍ଲା ପ୍ରଶାସନରେ
Read More...

ନକ୍ସଲଙ୍କ ସହ ମୁକାବିଲା ପରେ ୨୧ ଜଣ ଯବାନ ନିଖୋଜ, ୮ ସହିଦ, ୩୦ ଆହତ

ରାୟପୁର : ଛତିଶଗଡର ବିଜାପୁର ଏବଂ ସୁକମା ଜିଲ୍ଲା ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ ୨୧ ଜଣ ଯବାନଙ୍କ ନିଖୋଜ ସମ୍ପର୍କରେ ସୂଚନା ମିଳିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ପୁନର୍ବାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଗତକାଲି
Read More...

କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଉଛି : ଗୋଟିଏ ଦିନରେ ୯୩ ହଜାରରୁ ଅଧିକ ନୂଆ ରୋଗୀ ଚି‌ହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁର ଦ୍ୱିତୀୟ ଲହର୍‌ ଏକ ଭୟଙ୍କର ରୂପ ନେଇ ଦେଖାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ, ଭାରତରେ ୯୩,୦୦୦ରୁ ଅଧିକ କରୋନା ସଂକ୍ରମଣ ହୋଇଛି ଏବଂ ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ
Read More...

ଆଜି ରାଜ୍ୟରେ ୪୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୩୦୮୫ ରହିଛି । ଆଜି ୪୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୯୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

ପ୍ରକାଶ ଚନ୍ଦ୍ର ଦେବତାଙ୍କୁ ‌ସ୍ୱତନ୍ତ୍ର ସମ୍ବର୍ଦ୍ଧନା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଘେଁସର ଅଭିମନ୍ୟୁ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ଘେଁସ ମାଟିର ବିଭିନ୍ନ ଉନ୍ନତି ଓ ବିଶେଷ ଭାବରେ ଅଭିମନ୍ୟୁ ସାହିତ୍ୟ ସଂସଦକୁ ସହଯୋଗ ନିମନ୍ତେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତାଙ୍କୁ ‌ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧନା ଦିଆଯାଇଛି । ଏହି
Read More...