ପେଟ୍ରୋଲିଂ ସମୟରେ ଜଙ୍ଗଲରୁ ଧରାପଡିଲେ ୬ ଶିକାରୀ ଓଡିଶା By Koshala Prabaha On Sunday 4th April 2021, 4:18 pm Share ମୟୂରଭଞ୍ଜ : ପେଟ୍ରୋଲିଂ ସମୟରେ ଜଙ୍ଗଲରୁ ଧରାପଡିଲେ ୬ ଜଣ ଶିକାରୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତ୍ରିରେ ଠାକୁରମୁଣ୍ଡା ବନବିଭାଗ ପେଟ୍ରୋଲିଂ କରୁଥିବା ବେଳେ ୬ ଜଣ ଶିକାରୀକୁ ଗିରଫ କରିବା ସହ ଶିକାରୀମାନଙ୍କ ପାଖରୁ ବନ୍ୟଜୀବଙ୍କ ମାଂସ ମଧ୍ୟ ଉଦ୍ଧାର କରାଯାଇଛି । mayurbhanja news