Daily Archives

ସହାୟତାକୁ ଅପେକ୍ଷା କରି କରି ଆଖି ବୁଜିଲେ ଜୟକୃଷ୍ଣ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବିଧିର ବିଧାନ କେଡେ ନିଷ୍ଠୁର । ଖେଳିବା ଖାଇବା ବୟସରେ ଦୁନିଆକୁ ଭଲ ଭାବେ ଦେଖି ନଥିବା ଗରିବ ଅସହାୟ ପରିବାରରେ ଜନ୍ମିତ ଜୟକୃଷ୍ଣଙ୍କ ଆଜି ପରଲୋକ ହୋଇଯାଇଛି । କିଛି ଦିନ ଆଗରୁ ଆମେ ସହାୟତା ଅପେକ୍ଷାରେ ଫୁଲଝର ଗ୍ରାମର ଜୟକୃଷ୍ଣ ବୋଲି ଖବର ପ୍ରସାରଣ
Read More...

ଜରାସିଂହା ହାଇସ୍କୁଲରେ ମୋ ସ୍କୁଲ‌ ଅଭିଯାନରେ ପୁରାତନ ଛାତ୍ର ଓ ଶିକ୍ଷକ ସମ୍ମିଳନୀ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ୧୧ଟା ସମୟରେ ଦେଓଗାଁ ବ୍ଳକର ସର୍ବ ପୁରାତନ ନେତ୍ରଭାନୁ ହାଇସ୍କୁଲ ଜରାସିଂହାରେ ମୋ ସ୍କୁଲ ଅଭିଯାନରେ ପୁରାତନ ଛାତ୍ର ଓ ଶିକ୍ଷକ ସମ୍ମିଳନୀ ଅନୁ‌ଷ୍ଠିତ ହୋଇଯାଇଛି । ଏହି ସ୍କୁଲର ସଭା କୋଠରିରେ ପ୍ରଧାନ ଶିକ୍ଷକ ଘଟେଇ କାର୍ୟ୍ୟକ୍ରମର ଉଦ୍ଦେଶ୍ୟ
Read More...

ପ୍ରତ୍ୟେକ ବିଦ୍ୟୁତ ଉପଭୋକ୍ତାଙ୍କୁ ୨୦୦ ୟୁନିଟ ଫ୍ରି ବିଜୁଳି ଦିଆଯାଉ : ଆମ୍ ଆଦମୀ ପାର୍ଟି

ବରଗଡ଼, (ନିରୋଜ କୁମାର ପାଣୀ) : ରାଜ୍ୟରେ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ଆସନ୍ତା ୭ ଏପ୍ରିଲରୁ ବିଦ୍ୟୁତ ସତ୍ୟାଗ୍ରହ ଆରମ୍ଭ କରିବ । ଗତ ଛଅ ମାସ ମଧ୍ୟରେ ୟୁନିଟ ପିଛା ୫୦ ପଇସା ବୃଦ୍ଧି ହୋଇଛି ଯାହାକୁ ଆପ୍ ପକ୍ଷରୁ ବିରୋଧ କରାଯାଇଛି । ଦିଲ୍ଲୀରେ ୨୦୦ ୟୁନିଟ ବିଜୁଳି
Read More...

ଅନଲାଇନ ମୋଡ଼ରେ ପରୀକ୍ଷା ନକରାଗଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଘେରାଉ କରାଯିବ : ଜିଲ୍ଲା ଛାତ୍ର କଂଗ୍ରେସ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ମହାମାରୀକୁ ଆଖି ଆଗରେ ରଖି ସମ୍ୱଲପୁର ବିଶ୍ଵବିଦ୍ୟାଳୟର ଭୁଲ ନିଷ୍ପତି ଯୋଗୁଁ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ତା.୦୩/୦୪/୨୦୨୧ ଶନିବାର ଦିନ ଅତାବିରା ବୀର୍ ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ କରିବା ସହିତ ଅତାବିରା
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଆଳୁ – ୧୫ ଟଙ୍କା, ପିଆଜ – ୨୦ ଟଙ୍କା, ରାଂଚି କଂଚା ମଟର – ୫୦ ଟଙ୍କା, ରାୟପୁର କଂଚା ମଟର – ୬୦ ଟଙ୍କା, ଟମାଟର୍‌ – ୧୦ ଟଙ୍କା, ସଜନା ଛୁଇଁ
Read More...