Monthly Archives

February 2021

ନାନ୍ଦୁପଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅଙ୍ଗନବାଡ଼ି କର୍ମୀଙ୍କ ବାର୍ଷିକ ବୈଠକ ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ କାର୍ୟ୍ୟାଳୟ ଠାରେ ଅଲ ଓଡିଶା ଲେଡିସ ଅଙ୍ଗନୱାଡି ୱାର୍କସ ଆସୋସିଏସନର ନିଷ୍ପତ୍ତି କ୍ରମେ ରବିବାର ହେମବତି ସୁନାଙ୍କ ଅଧ୍ୟକ୍ଷତାରେ ସଂଘର ବାର୍ଷିକ ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ ହୋଇ ଯାଇଛି ।…
Read More...

୧୪ ଓ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଓ ସିନିୟର ଭଲିବଲ ଖେଳାଳୀ ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୁଲ୍ୟରେ ୨୦୨୧ ବର୍ଷ ନିମନ୍ତେ ୧୪ ଓ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଖେଳାଳୀ ଚୟନ କରାଯିବ । ଏଥି ନିମନ୍ତେ ଖେଳାଳୀଙ୍କ ନାମ ପଞ୍ଜିକରଣ ଚଳିତ ମାସ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ଗାନ୍ଧୀ ଷ୍ଟାଡିୟମ ଠାରେ କରାଯିବ ।…
Read More...

କଂଗ୍ରେସର ବନ୍ଦ ଡ଼ାକରା : ଆସନ୍ତା କାଲି ସକାଳ ୭ ରୁ ୧ ପର୍ଯ୍ୟନ୍ତ ୬ ଘଣ୍ଟା ବନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତାକାଲି ସୋମବାର ପ୍ରାତଃ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ୟ୍ୟନ୍ତ କଂଗ୍ରେସ ଦଳ ସାରା ରାଜ୍ୟରେ ବନ୍ଦ ଡାକରା ଦେଇଛି । ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ସହ ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ ନିର୍ୟ୍ୟାତନା, ଶିଶୁ ନିଖୋଜ,…
Read More...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଲୋଇସିଂହା ମଣ୍ଡଳର ବାର୍ଷିକ ଅଧିବେଶନ

ଲୋଇସିଂହା, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗାେଣ୍ଡୱାନା ଗାେଣ୍ଡ ମହାସଭା ଲୋଇସିଂହା ମଣ୍ଡଳ ସ୍ତରୀୟ ବାର୍ଷିକ ଅଧିବେଶନ ସ୍ଥାନୀୟ ଆଦିବାସୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ମଣ୍ଡଳ ସଭାପତି ମଙ୍ଗଳୁ ଧରୁଆଙ୍କ ସଭାପତିତ୍ବରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଖିଳ…
Read More...

ନାଟ୍ୟ ପୁସ୍ତକ ‘କୁଇଲି କୁଇଲି କିଏ ରଜା’ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ଗାଁରେ ଅବସ୍ଥିତ 'ଲୁ' ନାଟ୍ୟଗ୍ରାମ ପରିସରରେ ଗୁରୁ ପ୍ରକାଶନୀ ଆନୁକୂଲ୍ୟରେ ନାଟ୍ୟକାର ପ୍ରଫେସର କେଶ ରଞ୍ଜନ ପ୍ରଧାନଙ୍କ ଚରିତ ନାଟ୍ୟ ପୁସ୍ତକ 'କୁଇଲି କୁଇଲି କିଏ ରଜା' ଉନ୍ମୋଚିତ ହୋଇଯାଇଛି । ନାଟ୍ୟକାର ଅଶୋକ ବହିଦାରଙ୍କ…
Read More...

ସୋନିଆ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଖପ୍ରାଖୋଲ, ( କ୍ରିଷ୍ଣା ସେଠୀ) : ଲାଠୋର ହାଇସ୍କୁଲ ଖେଳପଡିଆ ରେ ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଆନ୍ତଃ ରାଜ୍ୟ ସୋନିଆ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚ୍‌ ଭିଲାଇ ଏବଂ ରାୟପୁର ମଧ୍ୟରେ ଖେଳା ଯାଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି…
Read More...

ସମାଜସେବୀ ପବିତ୍ର ଦେହେରିଙ୍କ ମାତୃ ବିୟୋଗ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡର ବିଶିଷ୍ଟ ସମାଜସେବୀ ପବିତ୍ର ଦେହେରିଙ୍କ ମାଆ ରାତ୍ନୀ ଦେହେରିଙ୍କ ୭୬ ବର୍ଷ ବୟସରେ ପରଲୋକ ଘଟିଛି । ତିନି ଦିନ ପୂର୍ବେ ସ୍ୱାସ୍ଥ୍ୟ ଅସୁସ୍ଥ ହେବାରୁ ଖେଦା ପାଲି ସ୍ଥିତ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ରବିବାର ସକାଳୁତାଙ୍କର ପରଲୋକ…
Read More...

ଗଛ ତଳେ ସମ‌ନ୍ୱୟ ଶିଶୁ ବିକାଶ ଯୋଜନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ବରିକେଲ ପଞ୍ଚାୟତ ଅନ୍ତର୍ଗତ ସିଂହନପୁର ଗ୍ରାମରେ ଗଛତଳେ ଅଙ୍ଗନୱାଡି ସେଣ୍ଟର ଚାଲିଛି । ପରିତାପର ବିଷୟ ଯେ, ଆଜକୁ ୧୧ ବର୍ଷ ହେଲା ଅଙ୍ଗନୱାଡି ଗୃହ ନ ଥିବାରୁ ଗୋଟିଏ ବ୍ଲକ ଘରେ ଅଙ୍ଗନୱାଡି କେନ୍ଦ୍ର ଚାଲିଥିଲା । ବ୍ଲକ ଘରେ…
Read More...

ବେଆଇନ ଭାବେ ଗଛ କାଟୁଥିବା ବେଳେ ଗଛରୁ ପଡି ଗଛ କଟାଳି ଗୁରୁତର : କ୍ଷତି ପୂରଣ ପାଇଁ ଦାବୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜ଼ିଲ୍ଲା ବାଲିଗୁଡାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କ୍ଷ ବେଆଇନ ଭାବେ ଗଛ କାଟୁଥିବା ବେଳେ ଅସାବଧାନତା ବଶତଃ ଗଛରୁ ପଡି ମନୋଜ ଡିଗାଲ ନାମକ ଜଣେ ଗଛ କଟାଳି ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ…
Read More...

ସଂକଳ୍ପ ପରିବାରର ପ୍ରଥମ ପ୍ରତିଷ୍ଠା ଦିବସ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ : ‘ପଶ୍ଚିମ ଓଡିଶା…

ବରଗଡ଼, (ନିରୋଜ କୁମାର ପାଣୀ) : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହୀଦ ହୋଇଥିବା ବୀର ଯବାନମାନଙ୍କ ସ୍ମୃତି ଉଦ୍ଧେଶ୍ୱରେ ତଥା ସଂକଳ୍ପ ପରିବାରର ପ୍ରଥମ ପ୍ରତିଷ୍ଠା ଦିବସ ଅବସରରେ ଆଜି ଜିଲ୍ଲା ମୁଖ୍ୟ ଚିକତ୍ସାଲୟ, ଟୁକୁର୍ଲ୍ଲା ବରଗଡ଼ ଠାରେ ସଂକଲ୍ପ ପରିବାର ତରଫରୁ ଏକ ସ୍ବେଚ୍ଛାକୃତ…
Read More...