Monthly Archives

February 2021

ଜନଜାତି ସାଧନ କେନ୍ଦ୍ର ଏକ ମାଇଲଖୁଣ୍ଟ ହେବ : ଜିଲ୍ଲାପାଳ

ଭବାନୀପାଟଣା, (କେପିଏନଏସ୍): ଜନଜାତିଙ୍କ ବିକାଶ ହିଁ ଗୋଟେ ରାଷ୍ଟ୍ରର ଅସଲ ବିକାଶ। ସେମାନଙ୍କ ସଂସ୍କୃତି, ପରମ୍ପରା, ଜୀବନଜୀବିକା ତଥା ଜୀବନ ଶୈଳୀରେ ଏକ ସୁସ୍ଥ ପରିବର୍ତ୍ତନ ଆସିଲେ ସେମାନେ ଆହୁରି ସମୃଦ୍ଧ ହେବେ। ତେବେ ଏଥିପାଇଁ ଜନଜାତି ଶିକ୍ଷାର ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଛି। ଏ…
Read More...

ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଲୁଚୁକିବନ୍ଧ ଚମ୍ପିଏନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ସ୍ଥିତ ହାୱା ଗାର୍ଡେନ ଖେଳ ପଡିଆରେ ବିଶିଷ୍ଟ ସମାଜସେବୀ ଲଳିତ ନାୟକ ଏବଂ ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ଦ୍ଵୀଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ଫାଇନାଲରେବାରପୁଡୁଗିଆକୁ ଟ୍ରାଇ ବ୍ରେକରରେ ହରାଇ…
Read More...

ସର୍ଜନିକା ସାହିତ୍ୟ ପରିଷଦ ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କଲେଜ ଛକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶାର ପତ୍ରିକା ଓ ପ୍ରଚାର ବିଭାଗଙ୍କ ଯୋଜନା ଅନୁସାରେ ସର୍ଜନିକା ସାହିତ୍ୟ ପରିଷଦ ଗଠିତ ହୋଇଯାଇଛି । ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁବାଷ ଚନ୍ଦ୍ର…
Read More...

ମହେ‌ଶ୍ୱର ହିନ୍ଦୀ ହାଇସ୍କୁଲର ୨୦୧୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡର ମହେ‌ଶ୍ୱର ହିନ୍ଦୀ ହାଇସ୍କୁଲରୁ ୨୦୧୨ ମସିହାରେ ମାଟ୍ରିକରେ ଉତିର୍ଣ୍ଣ ହୋଇଥିବା ବାଳକ ଶିକ୍ଷାର୍ଥୀମାନଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ନଅ ବର୍ଷ ପରେ ବନ୍ଧୁମାନେ ଏକତ୍ର ହୋଇ ପାରିଥିବାରୁ ସମସ୍ତଙ୍କ ମନରେ ଆନନ୍ଦ ଓ…
Read More...

ହରିଦ୍ୱାର ମହାକୁମ୍ଭ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାରେ ଯୁବ ତୀର୍ଥର ଚେତନା ଏବଂ ଆପଣଙ୍କ ଦ୍ୱାରରେ ଗଙ୍ଗା ଯୋଜନା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାନ୍ତିକୁଞ୍ଜ ହରିଦ୍ୱାର ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ପଡୁଥିବା ହରିଦ୍ୱାର ମହାକୁମ୍ଭକୁ ନ ଯାଇ ସମଗ୍ର ଦେଶରେ ଗଙ୍ଗାକୁ ଆପଣଙ୍କ ଦ୍ୱାରରେ ପହଞ୍ଚାଇବା ଯୋଜନା ମାଧ୍ୟମରେ ସମଗ୍ର ଦେଶରେ ଗଙ୍ଗାଜଳ ଓ ଯୁବ ତୀର୍ଥର ଚେତନା ଘରେ ଘରେ ପହଞ୍ଚାଇବା ପାଇଁ ବଲାଙ୍ଗିର…
Read More...

ବିଲେଇସର୍ଡା ହାଇସ୍କୁଲରେ ବିଶ୍ୱ ମାତୃଭାଷା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର “ଭାଷା : ନିରାମୟ ଜୀବନ ଯାତ୍ରାର ସର୍ବୋତ୍ତମ ଆଧାର” ଶୀର୍ଷକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ…
Read More...

ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ବଲାଙ୍ଗିର ଶାଖାର ଦ୍ୱୀବାର୍ଷିକ ସାଧାରଣ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନବଲାଙ୍ଗିର ଶାଖାର ଦ୍ୱୀବାର୍ଷିକ ସାଧାରଣ ସଭା ୟୁନିୟନର ସଭାପତି କମ୍ରେଡ ମଧୁ ସାହୁଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ୟୁନିୟନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାଧାରଣ ସଭାରେ ୟୁନିୟନର ଜୋନାଲ ମହାସଚିବ…
Read More...

ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ ବୈଠକ : ଶ୍ରୀକର ମିଶ୍ର ସଭାପତି ଓ ହରିନାରାୟଣ ପୂଜାରୀ ସଂପାଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ ବୈଠକ ଆୟୋଜିତ ହୋଇଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ତଥା ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ…
Read More...

ମାହେଶ୍ୱରୀ ତରଫରୁ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକା ଆସିଥିଲେ ଏକା ରହିଲେ ଅନେକଙ୍କୁ ଆପଣା କରି ଏକା ଚାଲିଗଲେ । ସମାଜସେବାର ମୁକୁଟ ବିହୀନ ସମ୍ରାଟ ଗୋଟିଏ ହୃଦୟର ଗୋଟିଏ ନାୟକ ଲଳିତ ନାୟକ ଅମର ରହେ । ଲଳିତ ନାୟକଙ୍କ ସ୍ମୃତିରେ ମାହେଶ୍ୱରୀ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର…
Read More...

ଲମକାନି ଗ୍ରାମରେ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ତାଲବହାଲ ପଞ୍ଚାୟତ ଲମକାନି ଗ୍ରାମରେ ଶିବମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ତେବେ ସ୍ଥାନୀୟ ପୋଖରୀ(ଜଳାଶୟ) ଶତାଧିକ ମହିଳା ଓ ପୁରୁଷ ମାନେ ୧୦୮ କଳସ ରେ ଆଣି ଆଣି ପୂଜା ମଣ୍ଡପରେ…
Read More...