କଂଟାବାଂଜି : ୪ଟି ୱାର୍ଡ କଟେଂନମେଂଟ ଜୋନ୍ ଘୋଷିତ
କଂଟାବାଂଜି, (ଗୁରୁଦୟାଲ ହଂସ) : କରୋନା ସଂକ୍ରମଣ ଦିନକୁ ଦିନ କଂଟାବାଂଜି ସହରରେ ମଧ୍ୟ ତାର କାୟା ବିସ୍ତାର କରିବାରେ ଲାଗିଛି । ସହରରେ ଅମାନିଆମାନେ ଅବାଧରେ ବୁଲାବୁଲି କରୁଥିବା ସହିତ ପ୍ରାଥମିକ ପର୍ଯ୍ୟାୟରେ ସୋମବାର ଓ ମଂଗଳବାର ଦିନ ହୁ ହୁ ହୋଇ ବଢିବାର ନଜରକୁ ରଖି ଜିଲ୍ଲା ପ୍ରଶାସନ!-->…
Read More...
Read More...