Yearly Archives

2020

ଅମାନବୀୟ କାଣ୍ଡ : ମଦ୍ୟପ ସ୍ୱାମୀ ତଂଟି ଚିପି ହତ୍ୟା କଲା ୯ ମାସର ଗର୍ଭବତୀ ସ୍ତ୍ରୀକୁ

ବଲାଙ୍ଗିର, (କେପିଏନ୍ଏସ୍) : ମଦ କ’ଣ ନକରେ । ମାତାଲ୍ ଅବସ୍ଥାରେ ଜଣେ ମଦ୍ୟପ ନିଜ ୯ ମାସର ଗର୍ଭବତୀ ସ୍ତ୍ରୀକୁ ତଂଟି ଚିପି ହତ୍ୟା କରିବା ଭଳି ଏକ ବିଭତ୍ସ ଘଟଣା ଘଟିଛି ବଲାଙ୍ଗିର ସହରର ରାଧାରାଣୀପଡ଼ାରେ । ସୂଚନା ଅନୁସାରେ ଗତ ରାତିରେ ଏହି ଘଟଣା ଘଟିଥିବା ବେଳେ ନିଜ ସ୍ତ୍ରୀକୁ ବର୍ବର
Read More...

ଆଜି ୧୩୩୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ଗୋଟିଏ ଦିନରେ ୧୩୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୮୧୫ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୫୨୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
Read More...

ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ୱେବ୍ ନ୍ୟୁଜ ପୋର୍ଟାଲ୍ ‘କୋଶଳ ପ୍ରବାହ ଲାଇଭ୍’ଲୋକାର୍ପିତ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ୱେବ୍ ନ୍ୟୁଜ ପୋର୍ଟାଲ୍ ‘କୋଶଳ ପ୍ରବାହ ଲାଇଭ୍’ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଯାଇଛି । କୋଭିଡ଼୍-୧୯ ନିୟମ ତଥା ସାମାଜିକ ଦୂରତା ରକ୍ଷା କରି
Read More...

ରାମ ମନ୍ଦିର ଆଙ୍କିଲେ ଚିତ୍ରକଳା ଶିଳ୍ପୀ ବାସୁଦେବ ମେହେର

ବଲାଙ୍ଗିର, (କେପିଏନ୍ଏସ୍) : ରାମ ମନ୍ଦିର ଆଙ୍କୁଛନ୍ତି ଚିତ୍ରକଳା ଶିଳ୍ପୀ ବାସୁଦେବ ମେହେର । ଅବସରପ୍ରାପ୍ତ ଚିତ୍ରକଳା ଶିକ୍ଷକ ଶ୍ରୀ ମେହେର ଜଣେ ଉଚ୍ଚକୋଟୀର ଚିତ୍ର ଶିଳ୍ପୀ ହୋଇଥିବା ବେଳେ ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଉତ୍ସବରେ ଉତ୍ସାହିତ ହୋଇ ରାମ ମନ୍ଦିର ଆଙ୍କୁଛନ୍ତି । ଅନେକ
Read More...

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା : ସିବିଆଇ ତଦନ୍ତ ପାଇଁ ସୁପାରିଶ କଲେ ବିହାର ମୁଖ୍ୟମନ୍ତ୍ରୀ

ପାଟନା, (କେପିଏନ୍ଏସ୍) : ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ରାଜ୍ୟପାଳ ଫଗୁ ଚୌହାନ ମଧ୍ୟ ଏହାକୁ ଅନୁମୋଦନ କରିଥିବା ଜଣାପଡ଼ିଛି । ସୁଶାନ୍ତ ସିଂହଙ୍କ ବାପା ଏବଂ ବିହାର ବିଧାନସଭା
Read More...

ଭାରତୀୟ ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ପ୍ରଦାନ : ଆବେଦନପତ୍ର ଦାଖଲ କରିବା ପାଇଁ ସେନା ମୁଖ୍ୟାଳୟ ପକ୍ଷରୁ ସବିଶେଷ…

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ସେନାରେ ମହିଳା ଅଧିକାରିଣୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କଠାରୁ ଅନୁମୋଦନ ପତ୍ର ପାଇବା ପରେ ସେନା ମୁଖ୍ୟାଳୟ ପକ୍ଷରୁ ଏଥି ନିମନ୍ତେ ମହିଳା ଅଧିକାରିଣୀମାନଙ୍କୁ ବାଛିବା ପାଇଁ ୫ଟି ସ୍ୱତନ୍ତ୍ର ଶ୍ରେଣୀର ସିଲେକ୍ସନ ବୋର୍ଡ ଗଠନ
Read More...

ଓଡ଼ିଶାରୁ ୧୯ ଜଣ ସିଭିଲ ସର୍ଭିସ ପରୀକ୍ଷାରେ ସଫଳ

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଏଥର ଓଡ଼ିଶାରୁ ୧୯ ଜଣ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସଫଳତା ହାସଲ୍ କରି ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି । ଭାରତୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୧୯ର ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ୮୨୯ ଜଣ
Read More...

ଧର୍ମେନ୍ଦ୍ର ପ୍ରଧାନ କରୋନା ସଂକ୍ରମିତ

ଭୁବନେଶ୍ୱର, (କେପିଏନ୍ଏସ୍) : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ସଂକ୍ରମିତ ହୋଇଥିବା ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ସେ କହିଛନ୍ତି ଯେ, କୋଭିଡ଼-୧୯ର ଲକ୍ଷଣ ଦେଖାଯିବା କାରଣରୁ ମୁଁ ପରୀକ୍ଷା କରିଥିଲି । ରିପୋର୍ଟ ପୋଜେଟିଭ୍ ଆସିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ
Read More...

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ନିବେଦନ

ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି। କୋଭିଡ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି ।ଭାରତ ମଧ୍ୟ କୋଭିଡ ମହାମାରୀର ଭୟାବହତାର
Read More...