Yearly Archives

2020

କଣ୍ଟେନମେଣ୍ଟ ହଟିଲା

ବଲାଙ୍ଗିର, (କେପିଏନ୍ଏସ୍) : କରୋନା ସଂକ୍ରମଣ ରିପୋର୍ଟକୁ ନଜର୍ ରଖି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ହଟାଯାଇଛି ବଲାଙ୍ଗିର ମ୍ୟୁନିସିପାଲିଟି ଅନ୍ତର୍ଗତ ରାଧାରାଣୀପଡ଼ା (ୱାଡର଼୍ ନଂ.୧୧), ପାଟଣାଗଡ଼ ଏନ୍ଏସି. ଅନ୍ତର୍ଗତ ହୀରାସାଗରପଡ଼ା ଏବଂ ଖପ୍ରାଖୋଲ ବ୍ଲକର
Read More...

ସିନ୍ଧେକେଲା ପୁଲିସ ପକ୍ଷରୁ ନୀରବ ପ୍ରାର୍ଥନା ଏବଂ ଶପଥ ପାଠ

ସିନ୍ଧେକେଲା,(କେପିଏନ୍ଏସ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅହ୍ୱାନ କ୍ରମେ ସିନ୍ଧେକେଲା ପୁଲିସ ପକ୍ଷରୁ ନୀରବ ପ୍ରାର୍ଥନା ଏବଂ ଶପଥ ପାଠ କରାଯାଇଥିଲା । ଆଇଆଇସି ଅନନ୍ତ କୁମାର ପଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଥାନାର ଅନ୍ୟ ଅଧିକାରୀ ତଥା
Read More...

ନୀରବ ପ୍ରାର୍ଥନା ଏବଂ ଶପଥ ପାଠ କଲେ କଂଟାବାଂଜି ସାମ୍ବାଦିକ ସଂଘର ସଦସ୍ୟ ବୃନ୍ଦ

କଂଟାବାଂଜି, (ଗୁରୁଦୟାଲ ହଂସ) : ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କଂଟାବାଂଜି ସାମ୍ବାଦିକ ସଂଘର ସଦସ୍ୟମାନେ କୋଭିଡ଼ ଯୋଦ୍ଧାଙ୍କ ଉଦ୍ୟେଶରେ ନୀରବ ପ୍ରାର୍ଥନା ଓ ଶପଥ ପାଠ କରାଯାଇଥିଲା । ଏଥିରେ ସଂଘର ସଦସ୍ୟ ସୁବାସ ଚନ୍ଦ୍ର ବେହେରା, ଜୀବନାନନ୍ଦ ମହାନ୍ତି,
Read More...

କୋଭିଡ୍ ଯୋଦ୍ଧାଙ୍କ ସମ୍ମାନରେ ନୀରବ ପ୍ରାର୍ଥନା ଏବଂ ଶପଥ ପାଠ

ବଲାଙ୍ଗିରରେ ଯୋଗଦେଲେ ନରସିଂହ, ଟୁକୁନି ସାହୁ ଏବଂ ସରୋଜ ମେହେରଙ୍କ ସମେତ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀବଲାଙ୍ଗିର, (କେପିଏନ୍ଏସ୍) : ସାରା ଦେଶ କେବିଡ୍ ବିରୁଦ୍ଧରେ ଲଢେଇ ଜାରି ରଖିଛି । ଏଥିରେ ଓଡିଶା ମଧ୍ୟ ପଛରେ ନାହିଁ । ଓଡିଶାର ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ,
Read More...

କୋଶଳ ରାଜ୍ୟ ସମନ୍ୱୟ ସମିତିର ଅଭିଯୋଗ : କରୋନା ଚିକିତ୍ସା କ୍ଷେତ୍ରରେ ମଧ୍ୟ କୋଶଳାଂଚଳକୁ ପାତର ଅନ୍ତର

ବଲାଙ୍ଗିର, (କେପିଏନ୍ଏସ୍) : କରୋନା ଚିକିତ୍ସା କ୍ଷେତ୍ରରେ ମଧ୍ୟ କୋଶଳାଂଚଳକୁ ପାତର ଅନ୍ତର ଭାବ ପୋଷଣ କରାଯାଉଥିବା ଭଳି ଏକ ଗୁରୁତର ଅଭିଯୋଗ ଆଣିଛି କୋଶଳ ରାଜ୍ୟ ସମନ୍ୱୟ ସମିତି । ଏକ ପ୍ରେସ ହିସ୍ତାହାରରେ କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଓ
Read More...

ମାଟିଆଭଟା ଗାଁର ମାନସୀକୁ ନେଇ ସବୁଠି ଚର୍ଚ୍ଚା : ଉପସ୍ଥିତ ବୁଦ୍ଧି ଯୋଗୁଁ ଉଦ୍ଧାର କରିଥିଲେ ଶତାଧିକ ଦାଦନ ପରିବାର

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ଭୋକର ଭୂଗୋଳରେ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅଂଚଳ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ପ୍ରତି ବର୍ଷ ହଜାର ହଜାର ଶ୍ରମିକ ପରିବାର ପେଟପାଟଣା ପାଇଁ ଦାଦନ ଭାବରେ ପଡୋଶୀ ରାଜ୍ୟମାନଙ୍କୁ ଯାଇଥାନ୍ତି । ସେଠାରେ ଅନେକ ନିର୍ଯ୍ୟାତନାର ଶିକାର ହୋଇ
Read More...

ଡ୍ରେନ ସଫା କଲାନି ପ୍ରଶାସନ : ନିଜ ଖର୍ଚ୍ଚରେ ଡ୍ରେନ ସଫା କଲେ ଗ୍ରାମବାସୀ

ସଇଁତଲା,(ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ସ୍ୱଚ୍ଛତା ଓ ସୁନ୍ଦର ପରିବେଶ ଆଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଥିବା କହୁଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଳକ ଭନ୍ଦ୍ରା ପଞ୍ଚାୟତ ବରଗାଁ ଜାତୀୟ ରାଜପଥ-୨୬ରେ କୁଢ଼ କୁଢ଼ ଆବର୍ଜନା ରହି ଡ୍ରେନ
Read More...

ସଚେତନତାରେ ସୁରକ୍ଷା ଆମର

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ମହାମାରୀର ପ୍ରକୋପ ପ୍ରତିଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ସାମାଜିକ ଦୂରତା ଏକମାତ୍ର ମହୋଷଧି ଅଟେ । ଏହାକୁ ଲକ୍ଷ୍ୟ କରି ଜିଲ୍ଲା ଜରୁରିକାଳୀନ ଅଧିକାରୀ ତଥା ଜିଲ୍ଲା ରେଡ୍କ୍ରସ
Read More...

ରାମ ମନ୍ଦିରର ଶିଲାନ୍ୟାସ ବିଭୋର୍ ହେଲେ ‘ସୀତା’ ଭୂମିକାର ଅଭିନେତ୍ରୀ ଦୀପିକା

ମୁମ୍ବାଇ, (କେପିଏନ୍ଏସ୍) : ଆଜି ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ଭବ୍ୟ ମନ୍ଦିରର ଅଯୋଧ୍ୟାରେ ଭୂମିପୂଜନ ହୋଇଛି । ସାରା ଦେଶରେ ଖୁସିର ବାନା ଉଡି ‘ଜୟ ଶୀ୍ରରାମ’ ନାରାରେ କମ୍ପି ଉଠୁଥିବା ସହ ସୋସିଆଲ୍ ମିଡିଆରେ ମଧ୍ୟ ଶୀ୍ରରାମଙ୍କର ମନ୍ଦିରକୁ ନେଇ ବହୁତ ଗୁଡାଏ ଆନନ୍ଦମୁଖର ପୋଷ୍ଟ ଦେଖିବାକୁ
Read More...

ଆଜି ବଲାଙ୍ଗିରରେ ୧୧ ଜଣ ସଂକ୍ରମିତ : ସମସ୍ତ ସଂକ୍ରମିତ କଂଟାବାଂଜିର

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିରରେ ୧୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସମସ୍ତ ସଂକ୍ରମିତ କଂଟାବାଂଜି ସହରର ବୋଲି ସରକାରୀ ରିପୋର୍ଟରେ କୁହାଯାଇଛି । ପୁଣି ସମସ୍ତ ସଂକ୍ରମିତ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ୫୩୦
Read More...