ପୁଣି ଆଜି ୫୬,୨୮୨ ଚିହ୍ନଟ : ୯୦୪ ମୁଣ୍ଡ ନେଲା
ନୂଆଦିଲ୍ଲୀ, (କେପିଏନ୍ଏସ୍) : ଦେଶରେ ପୁଣି ଆଜି ୫୬,୨୮୨ ଜଣ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଂଟାରେ ୯୦୪ ଜଣ ମୁଣ୍ଡ ଯାଇଛି । ଏବେ ମୃତୁ୍ୟ ସଂଖ୍ୟା ୪୦,୬୯୯କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୯,୬୪,୫୩୭ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୧୩,୨୮,୩୩୬ ଜଣ!-->…
Read More...
Read More...