Yearly Archives

2020

ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ସ୍ୱାଭିମାନୀ କଳାକାର ବୃନ୍ଦ

ବଲାଙ୍ଗିର, (କେପିଏନ୍ଏସ୍) : ୫ ମାସରୁ ଊଦ୍ଧ୍ୱର୍ କାଳ ହେଲା କରୋନା ସଂକ୍ରମଣ ଯୋଗୁଁ ସାରା ଦେଶରେ ଜୀବନ ଜୀବିକା ଠପ୍ ହୋଇ ପଡ଼ିଥିବା ବେଳେ ଅନେକ ସ୍ଥାନରେ ସ୍ୱାଭିମାନର ସହ ବଂଚୁଥିବା କଳାକାରମାନଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । କିଏ ନାଚଗୀତରେ ଜୀବିକା
Read More...

ସିନ୍ଧେକେଲା : ୧୧ ତାରିଖ ଦିନ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ସିନ୍ଧେକେଲା, (ଗୁରୁଦୟାଲ ହଂସ) : ଆସନ୍ତା ୧୧ ତାରିଖ ଦିନ ସିନ୍ଧେକେଲାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ବିଜେଡ଼ି. ନେତା ଅଜୟ ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି ସ୍ଥାନୀୟ ଦୁଆରସେନୀ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୨୧ ଜଣ ସଂକ୍ରମିତ

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରେ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ବଲାଙ୍ଗିର ପୌରାଂଚଳର, ଦୁଇ ଜଣ ମିହଳା କୋଭିଡ଼୍ ଯୋଦ୍ଧା ଏବଂ ଜଣେ ସିଆରପିଏଫ ଜବାନ ବୋଲି ସରକାରୀ ରିପୋର୍ଟରେ କୁହାଯାଇଛି । ଆଜି ସମୁଦାୟ ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ମହିଳା
Read More...

ବରଗଡ଼ରୁ ଆଜି ୮୧ ଜଣ ଚିହ୍ନଟ

ବରଗଡ଼, (କେପିଏନ୍ଏସ୍) : ଆଜି ବରଗଡ଼ ଜିଲ୍ଲାରୁ ୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ବରଗଡ଼ ପୌରାଂଚଳର ୩୨ ଜଣ, ସୋହେଲା ବ୍ଲକର ୪ ଜଣ, ଭେଡେ଼ନ ବ୍ଲକର ୩ ଜଣ, ଭଟଲି ବ୍ଲକର ୧୧ ଜଣ, ଗାଏସିଲେଟ ବ୍ଲକର ୧୫ ଜଣ, ଆମ୍ବାଭୋନା ବ୍ଲକର ୪ ଜଣ, ପଦ୍ମପୁର ଏନ୍ଏସି.ର ୩ ଜଣ,
Read More...

ନୂଆଁପଡ଼ା ଜିଲାର ଦୁଇଟା ଶିଘା ଠାନ୍ : ପାତାଲ ଗଙ୍ଗା ଆର୍ ପତୋରା ଡେମ୍

ପାତାଲ ଗଂଗାଆମର୍ ଦେଶ୍ ଗୁଟେ ପୁଇନ୍ ଆର୍ ପବିତ୍ର ଠାନ୍ ଆଏ । ଦେବା, ଦେବୀ ଦେଶ ବଏଲେ ଆମର୍ ଭାରତ୍ ଜନାସୁନା । ତେତିଶ୍ କୁଟି ଦେବୀ ଦେବତା ଆମର୍ ଦେଶେଁ ଅଛନ୍ । ଡଂଗର୍, ପରବତ୍, ନଏଦ୍, ଝର୍ନା, ମନ୍ଦିର ପୁରିଛେ ଆମର୍ ଦେଶେଁ । ଇନେ କେତେ ଦେବୀ ଦେବତା ଜନମ୍ ହେଇଛନ୍ । ଆମର୍ କୋଶଲ ରାଏଜ୍
Read More...

ଲକ୍ଷ୍ନୌରେ ହେବାକୁ ଥିବା ଜାତୀୟ ଶିବିର ଘୁଂଚିଲା

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଲକ୍ଷ୍ନୌଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ଶିବିରରେ ଯୋଗଦାନ ପାଇଁ ସୁରକ୍ଷିତ ମଣି ନାହାନ୍ତି ଭାରତୀୟ ମହିଳା କୁସ୍ତି ଯୋଦ୍ଧା ସମୂହ । ଏଣୁ ଘୁଂଚାଇ ଦିଆଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ସେଣ୍ଟର ନିକଟରେ ରହିଥିବା
Read More...

ନଦୀରେ ବୁଡ଼ି ୩ ଶିଶୁ ମୃତ

ନବରଙ୍ଗପୁର, (କେପିଏନ୍ଏସ୍) : ନଦୀରେ ବୁଡ଼ି ୩ ଶିଶୁ ମୃତୁ୍ୟବରଣ କରିଥିବା ବେଳେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ଥାନୀୟ ତୋହରାର ତେଲ ନଦୀରେ ଦୁଇ ଜଣ ଶିଶୁ କନ୍ୟା ଓ ଜଣେ ଶିଶୁ ସନ୍ତାନ ବୁଡ଼ି ଯାଇଥିବା ଖବର ମିଳିଛି । ତିନି ଜଣ ଯାକ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଏଭଳି
Read More...

ପୁଣି ୪ ଦିନ ସଟ୍ ଡାଉନ୍ ହେବ ବଲାଙ୍ଗିର : ଜିଲ୍ଲାପାଳ କଲେ ଘୋଷଣା

ବଲାଙ୍ଗିର, (କେପିଏନ୍ଏସ୍) : ପୁଣି ୪ ଦିନ ସଟ୍ଡାଉନ୍ ପାଇଁ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡକୁଆ ଘୋଷଣା କରିଛନ୍ତି । କୋଭିଡ଼-୧୯ ସଂକ୍ରମଣ ସ୍ଥିତିକୁ ନଜର୍ ରଖି ଏହି ଘୋଷଣା କରାଯାଇଥିବା ବେଳେ ଆସନ୍ତା ଶନିବାର ଦିନଠାରୁ ମଙ୍ଗଳବାର ଦିନ ପର୍ଯ୍ୟନ୍ତ ସାରା ବଲାଙ୍ଗିର ଜିଲ୍ଲା ସଟ୍ ଡାଉନ୍
Read More...

ଓଡ଼ିଶାରେ ୧୬୯୯ ସଂକ୍ରମିତ ଚିହ୍ନଟ : ପୁଣି ୧୦ ମୁଣ୍ଡ ଗଲା କରୋନାରେ

ଭୁବନେଶ୍ୱର, (କେପିଏନ୍ଏସ୍) : ଓଡ଼ିଶାରେ ଆଜି ୧୬୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୦୭୩ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ୬୨୬ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ତେବେ ଖୋର୍ଦ୍ଧାରୁ ୨୨୦, ସୁନ୍ଦରଗଡ଼ରୁ ୧୭୮, ସମ୍ବଲପୁରରୁ
Read More...

ପାନୀୟ ଜଳ ସମସ୍ୟାକୁ ନେଇ ଅସନ୍ତୋଷ ଗ୍ରାମବାସୀ ପମ୍ପ ହାଉସରେ ପକାଇଲେ ତାଲା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଜଳ ହିଁ ଜୀବନ ବାର୍ତ୍ତା ନେଇ ସରକାର ଗୁଡ଼ାଏ ଯୋଜନା ପ୍ରଣୟନ କରିଥିବା ବେଳେ ସରକାରଙ୍କ ବାର୍ତ୍ତା ଫେଲ୍ ମାରିଛି ସଇଁନ୍ତଲା ବ୍ଲକ୍ କନ୍ଧକେଲ ଗାଁରେ । ପାନୀୟ ଜଳ ସମସ୍ୟାକୁ କେନ୍ଦ୍ର କରି ଅସନ୍ତୋଷ ଗ୍ରାମାବାସୀ ପମ୍ପ ହାଉସରେ ତାଲା ପକାଇଛନ୍ତି ।
Read More...