ବ୍ରହ୍ମବାଦୀ ଭୀମ ଭୋଇ
ପୃଥିବୀ ପୃଷ୍ଠରେ ପଙ୍କରୁ ପଦ୍ମ ଆବିର୍ଭାବ ବିଷୟର ବହୁଳ ଉଦାହରଣ ରହିଛି । ଏପରି ଏକ ଦରିଦ୍ର କନ୍ଧ ପରିବାରରେ ଭୀମ ଭୋଇଙ୍କ ବାଲ୍ୟ କାଳ ଅତିବାହିତ ହୋଇଥିଲା । ଉକ୍ରଳର ଧର୍ମୀୟ ପରଂପରା ଅତ୍ୟନ୍ତ ପ୍ରାଚୀନ । ପ୍ରତ୍ୟେକ ଧର୍ମରେ ଜଣେ ଜଣେ ମହାନ ସାରଥୀଙ୍କ ଭୂମିକା ରହିଛି । ସନ୍ଥ ଭୀମ ଭୋଇ!-->…
Read More...
Read More...