om academy

ପୁଣି ଆଜି ୫୬,୨୮୨ ଚିହ୍ନଟ : ୯୦୪ ମୁଣ୍ଡ ନେଲା

jsm

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଦେଶରେ ପୁଣି ଆଜି ୫୬,୨୮୨ ଜଣ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଂଟାରେ ୯୦୪ ଜଣ ମୁଣ୍ଡ ଯାଇଛି । ଏବେ ମୃତୁ୍ୟ ସଂଖ୍ୟା ୪୦,୬୯୯କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୯,୬୪,୫୩୭ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୧୩,୨୮,୩୩୬ ଜଣ ସୁସ୍ଥ ହୋଇ ଫେରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟ ଦିଆଯାଇଛି ।

Leave A Reply

Your email address will not be published.