ବଲାଙ୍ଗିର ଜିଲ୍ଲାରେ ବ୍ୟାପୁଛି କରୋନା : ଆଜି ପୁଣି ୨୭
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ବ୍ୟାପିବାରେ ଲାଗିଛି କରୋନା । କରୋନା ସଂକ୍ରମଣରେ ପୁଣି ଆଜି ଜିଲ୍ଲାରେ ୨୭ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ଆଜି ବଲାଙ୍ଗିର ପୌରାଂଚଳରୁ ୧୭ ଜଣ ସଂକ୍ରମିତ ହୋଇଥିବା ବେଳେ ଗ୍ରାମାଂଚଳରୁ ୮ ଜଣ ସଂକ୍ରମିତ!-->…
Read More...
Read More...