Yearly Archives

2020

ରାମଗଡରେ ଓଡିଶା ମୋ’ ପରିବାର ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଆୟୁର୍ବେଦକ ଚିକିତ୍ସାଲୟ ପରିସରରେ ଗୁରୁବାର ଦିନ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମା' ବୁଢ଼ୀ ବାଉରୀ ରକ୍ତଦାତା ସଂଘ ରାମଗଡ ଆୟୋଜକରେ ଅନୁଷ୍ଠିତ ହୋଇଥିବା ଶିବିରରେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ
Read More...

ପାଟଣାଗଡ ଦେବୋତ୍ତର ବିଭାଗର ଗୁରୁତ୍ୱପୂର୍ଣ ବୈଠକ

ପାଟଣାଗଡ଼, (କେପିଏନ୍ଏସ୍) : ପାଟଣାଗଡ ସହର ବ୍ରହ୍ମପୁରା ଶୁଭଦ୍ରା ଭବନ ଠାରେ ପାଟଣାଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗର ଅଧ୍ୟକ୍ଷ ଶ୍ରୀ ସୋମନାଥ ପଧାନଙ୍କ ଅଧକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଚଳିତ ରଥଯାତ୍ରାର ଖର୍ଚ୍ଚ ବିବରଣୀ, ଯାତ୍ରା
Read More...

‘ପାରଦର୍ଶୀ ଟିକସ ବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଜାରି ରହିଥିବା ଢାଂଚାଗତ ସଂସ୍କାରର ଧାରା ଆଜି ଏକ ନୂଆ ସୋପାନରେ ପହଂଚିଛି । ‘ପାରଦର୍ଶୀ ଟିକସ ବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’, ଏକବିଂଶ ଶତାବ୍ଦୀର ଟିକସ ବ୍ୟବସ୍ଥା ଭାବେ ଆଜି ଏହି ନୂଆ ବ୍ୟବସ୍ଥାର ଲୋକାର୍ପଣ କରାଯାଇଛି ।ଏହି ପ୍ଲାଟଫର୍ମରେ
Read More...

ଦ୍ୱାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଂଜଳି

ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ମାଲପଡ଼ା ନିବାସୀ ତଥା ମୁନ୍ ଅପଟିକାଲ୍ସର ପ୍ରତିଷ୍ଠାତା ଇନ୍ଦ୍ରମଣି ନାହକଙ୍କ ପତ୍ନୀ ୰ଶ୍ରୀମତୀ ସବିତା ନାହାକଙ୍କୁ ତାଙ୍କ ଦ୍ୱାଦଶାହ ଅବସରରେ ଅଶ୍ରୁଳ ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି ତାଙ୍କ ପରିବାରବର୍ଗ ଓ ମୁନ୍ ଅପଟିକାଲ୍ସର କର୍ମଚାରୀ ସମୂହ ।
Read More...

ନୂଆଁଖାଇ ବେଳେ ସଟ୍ ଡାଉନ ପ୍ରତ୍ୟାହାର ପାଇଁ ସାମାଜିକ ସଂଗଠନର ଦାବୀ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : କୋଶଳ ରାଜ୍ୟ ସମନ୍ୱୟ ସମିତି ଏବଂ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ପଶ୍ଚିମଓଡିଶାର ମହାନ ଗଣପର୍ବ ନୂଆଁଖାଇର ପୁର୍ବ ଏବଂ ପର ଦିନକୁ ଲକ୍ ଡାଉନରୁ ବିରତି ଦେବା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ ପାଟଣାଗଡ ଉପଜିଲ୍ଲାପାଳଙ୍କୁ ଏକ
Read More...

ଭୟାବହ ମରୁଡ଼ି ଅବସ୍ଥା ସମ୍ଭାଳିବାକୁ କୋଶଳାଂଚଳ ପାଇଁ ଚାରି ହଜାର କୋଟିର ପେକେଜ୍ ଘୋଷଣା ନିମନ୍ତେ କୋଶଳ ରାଜ୍ୟ ସମନ୍ୱୟ…

ବଲାଙ୍ଗିର, (କେପିଏନ୍ଏସ୍) : ଗତ ତିନିମାସ ଧରି କୋଶଳାଂଚଳରେ ଆବଶ୍ୟକ ପରିମାଣର ବର୍ଷା ନ ହେବାରୁ କୋଶଳାଂଚଳରେ ଭୟାବହ ମରୁଡ଼ି ଦେଖାଦେଇଛି । କରୋନା ଯୋଗୁଁ ଚାଷୀ ତଥା କ୍ଷୁଦ୍ର ବ୍ୟବସାୟୀମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଂଗି ଯାଉଥିବା ବେଳେ ଏଭଳି ସ୍ୱଳ୍ପ ବୃଷ୍ଟି ପାଇଁ ଭୟାବହ ମରୁଡ଼ି ଜନିତ
Read More...

ଯୁବୋଦୟରେ +୨ ବିଜ୍ଞାନ ଟପ୍ପର ଏଥର ଜ୍ୟୋତିରାଜ ପ୍ରଧାନ

ବଲାଙ୍ଗିର, (କେପିଏନ୍ଏସ୍) : ଚଳିତ ବର୍ଷ ବଲାଙ୍ଗିର ଯୁବୋଦୟ କଲେଜରେ +୨ ବିଜ୍ଞାନ ଟପ୍ପର ହୋଇଛନ୍ତି ଜ୍ୟୋତରାଜ ପ୍ରଧାନ । ସେ ସମୁଦାୟ +୨ ବିଜ୍ଞାନ ଫଳାଫଳରେ ୫୫୮ ମାର୍କ ରଖିଥିବା ବେଳେ ୯୩% ରଖି କଲେଜ ଟପ୍ପର ହୋଇଛନ୍ତି । ତାଙ୍କ ସଫଳତା ପାଇଁ ଯୁବୋଦୟ କଲେଜ ପକ୍ଷରୁ ଶୁଭେଚ୍ଛା ପ୍ରଦାନ
Read More...

ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କିଡନି ରୋଗରେ ପୀଡିତ ଦମ୍ପତି : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବୌଦ୍ଧ,(ବଂଶୀଧର ମାଝୀ): ଜିଲ୍ଲାର ହରଭଙ୍ଗା ବ୍ଲକ ଭେଜିଗୋରା ଗ୍ରାମର ବଳଭଦ୍ର ସେଠି ଓ ତାଙ୍କ ସ୍ତ୍ରୀ ସମାରୀ ସେଠି ଉଭୟ କିଡ଼ନି ରୋଗରେ ପୀଡିତ ଥିବାବେଳେ ଅର୍ଥାଭାବରୁ ଚିକିତ୍ସିତ ହୋଇ ପାରୁନାହାନ୍ତି । ଦୀର୍ଘ ୨ବର୍ଷ ହେଲା ଦମ୍ପତି କିଡ଼ନି ରୋଗରେ ପୀଡିତ ହୋଇଛନ୍ତି । ଚିକିତ୍ସା ପାଇଁ ଅର୍ଥ
Read More...

ଉପଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ଚମକିବ ପାଟଣାଗଡର ଦେବସ୍ଥଳୀ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ବଲାଙ୍ଗିର ଜିଲ୍ଲାର ଐତିହ ସମ୍ପନ୍ନ ସହର ତଥା ପାଟଣା ଷ୍ଟେଟର ପୁର୍ବ ରାଜଧାନୀ ପାଟଣାଗଡ ଅନ୍ତର୍ଗତ ସମସ୍ତ ଦୈବୀ ପୀଠ, ମନ୍ଦିର ଗୁଡିକର ସୁରକ୍ଷାକୁ ଗୁରୁ ଦାୟିତ୍ୱ ଭାବରେ ନେଇ ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପଧାନ ଅଂଟା ଭିଡିଛନ୍ତି । କିଛି ଦିନ
Read More...

ଶୁଭାରମ୍ଭ ହେଲା କରୋନା ସଚେତନତା ରଥ

ଲୋଇସିଂହା,(ବିମଳେନ୍ଦୁ ସାହୁ) : ମହାମାରୀ କରୋନା ଯୋଗୁ ବଲାଙ୍ଗୀର, ବରଗଡ ଓ ନୂଆପଡ଼ା ଜିଲାର ହଜାର ହଜାର ପ୍ରବାସୀ ଶ୍ରମିକ ଜୀବନ ଜୀବିକା ହରାଇଛନ୍ତି । ସେହି ପ୍ରବାସୀ ଶ୍ରମିକଙ୍କୁ ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ପ୍ରଦତ୍ତ ଯୋଜନାରେ କାମ କରି ରୋଜଗାର ହାସଲ କରି ସୁରକ୍ଷିତ ରହି ପାରିବେ । ସେ
Read More...