ଦ୍ୱାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଂଜଳି

ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ମାଲପଡ଼ା ନିବାସୀ ତଥା ମୁନ୍ ଅପଟିକାଲ୍ସର ପ୍ରତିଷ୍ଠାତା ଇନ୍ଦ୍ରମଣି ନାହକଙ୍କ ପତ୍ନୀ ୰ଶ୍ରୀମତୀ ସବିତା ନାହାକଙ୍କୁ ତାଙ୍କ ଦ୍ୱାଦଶାହ ଅବସରରେ ଅଶ୍ରୁଳ ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି ତାଙ୍କ ପରିବାରବର୍ଗ ଓ ମୁନ୍ ଅପଟିକାଲ୍ସର କର୍ମଚାରୀ ସମୂହ । ଶ୍ରଦ୍ଧାଂଜଳି ବାର୍ତ୍ତାରେ କୁହାଯାଇଛି ଯେ, ହେ ଅମର ଆତ୍ମା, ତୁମର ଆଦର୍ଶ, ସ୍ୱାଭିମାନ, ତ୍ୟାଗ, ସ୍ନେହ, କର୍ତ୍ତବ୍ୟନିଷ୍ଠା ଓ ଉତ୍ସର୍ଗୀକୃତ ଜୀବନ ଆମ୍ଭମାନଙ୍କୁ ଜୀବନ ବଂଚିବାର ପଥ ଦେଖାଉ । ଯେଉଁଠି ଥାଅ, ଖୁସିରେ ଥାଅ । ତୁମର ଅମର ଆତ୍ମାର ସତଗତି ଲାଭ କରୁ । ଏହା ହିଁ ପ୍ରଭୁ ଜଗନ୍ନାଥଙ୍କଠାରେ ପ୍ରାର୍ଥନା ।

Leave A Reply

Your email address will not be published.