ଯୁବୋଦୟରେ +୨ ବିଜ୍ଞାନ ଟପ୍ପର ଏଥର ଜ୍ୟୋତିରାଜ ପ୍ରଧାନ

ବଲାଙ୍ଗିର, (କେପିଏନ୍ଏସ୍) : ଚଳିତ ବର୍ଷ ବଲାଙ୍ଗିର ଯୁବୋଦୟ କଲେଜରେ +୨ ବିଜ୍ଞାନ ଟପ୍ପର ହୋଇଛନ୍ତି ଜ୍ୟୋତରାଜ ପ୍ରଧାନ । ସେ ସମୁଦାୟ +୨ ବିଜ୍ଞାନ ଫଳାଫଳରେ ୫୫୮ ମାର୍କ ରଖିଥିବା ବେଳେ ୯୩% ରଖି କଲେଜ ଟପ୍ପର ହୋଇଛନ୍ତି । ତାଙ୍କ ସଫଳତା ପାଇଁ ଯୁବୋଦୟ କଲେଜ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ଟପ୍ପର ଜ୍ୟୋତିରାଜ ପ୍ରଧାନ ଏହି ସଫଳତା ପଛରେ ନିଜର କଠୋର ପରିଶ୍ରମ ସହ ଅଧ୍ୟାପକ ଅଧ୍ୟାପିକାଙ୍କ ମାର୍ଗଦର୍ଶନ ରହିଛି ବୋଲି ପ୍ରକାଶ କରନ୍ତି ।

Leave A Reply

Your email address will not be published.