ବୌଦ୍ଧ ଜିଲ୍ଲାରେ ବର୍ଷା, ରାସ୍ତାରେ ଜମି ରହୁଛି ପାଣି
ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲାରେ ଗତ କାଲିର ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ବ୍ଲକ ରକ୍ସା ପଞ୍ଚାୟତରେ ଯୋଗାଯୋଗ ବିଚ୍ଛିନ୍ନ୍ନ ହୋଇ ପଡିଛି । ଦହ୍ୟା ଛକ ଠାରୁ ରକ୍ସା ରାସ୍ତାରେ ଥିବା ନାଳରେ ୩ପୁଟ ଉଚ୍ଚତାରେ ବନ୍ୟାପାଣି ପ୍ରବାହିତ ହେବା ଯୋଗୁଁ ୧୦ଖଣ୍ଡ ଗ୍ରାମର ଲୋକମାନେ ପ୍ରଭାବିତ!-->…
Read More...
Read More...