ସମ୍ବାଦ ସାହିତ୍ୟଘର, ଗୁଡଭେଲାର ‘ପ୍ରୀତିର ଫଗୁଣ’ କବିତା ଆସର ଓ ଜ୍ୟୋତି ପ୍ରକାଶଙ୍କ ଜନ୍ମଦିନ ପାଳିତ
ତୁଷୁରା, (କେପିଏନ୍ଏସ୍) : ସମ୍ବାଦ ସାହିତ୍ୟଘର, ଗୁଡଭେଲାର ୨୫ତମ ଅଧିବେଶନରେ 'ପ୍ରୀତିର ଫଗୁଣ' କବିତା ଆସର ଓ କବି ପ୍ରହଲ୍ଲାଦ ଦଣ୍ଡସେନାଙ୍କ ସୁପୁତ୍ର ଜ୍ୟୋତି ପ୍ରକାଶଙ୍କ ୧୦ମ ଜନ୍ମଦିନ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁଷୁରାଠାରେ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ!-->…
Read More...
Read More...