ଚାଷ ଜମିରେ ଥିବା କୂଅରୁ ମିଳିଲା ଅଜଣା ବ୍ୟକ୍ତିର ଶବ
ତୁରେକେଲା, (କୈଳାଶ ସଗ୍ରିଆ) : ଚାଷ ଜମିରେ ଥିବା କୂଅରୁ ଅଜଣା ବ୍ୟକ୍ତିର ଶବ ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲାର ରାମୁଡ ଗ୍ରାମର ଅବଦୂତ ଶବରଙ୍କ ଚାଷ ଜମିରୁ ଜଣେ ଅଜଣା ବ୍ୟକ୍ତିର ଶବକୁ ଦେଖିବା ପରେ ଗାଁ ଲୋକ ଜମିର ମାଲିକଙ୍କୁ ଡାକିଥିଲେ । ପରେ ତୁରେକେଲା ପୁଲିସକୁ!-->…
Read More...
Read More...