ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ବ୍ଲକସ୍ତରରେ ପଞ୍ଚାୟତ କମିଟି ଗଠନ
ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟଠାରେ ଗତକାଲି ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ବ୍ଳକସ୍ତରୀୟ ପଞ୍ଚାୟତ କମିଟି ଗଠନ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାଇସ୍ ଚ୍ୟାରମେନ ଧନମତି ଖୁରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ, ଜିପିଡିଓ!-->…
Read More...
Read More...