ଟିଟିଲାଗଡ଼ ରେଳ ଓଭରବ୍ରିଜ ଉପରେ ଜମୁଛି ପାଣି, ଓଭରବ୍ରିଜ ପାଣି ନିଷ୍କାସନ ପାଇଁ ହୋଇନି ଡ୍ରେନେଜ୍ ବ୍ୟବସ୍ଥା, ଲୋକେ…
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲୋକଙ୍କ ଯିବା ଆସିବା ସହଜ କରିବା ପାଇଁ ଟିଟିଲାଗଡ଼ର ବହୁ ପ୍ରତିକ୍ଷୀତ ରେଳ ଓଭରବ୍ରିଜ ନିର୍ମାଣ କରାହେଲା । କିନ୍ତୁ ପରିତାପର ବିଷୟ ଯେ ଏହି ରେଳ ଓଭରବ୍ରିଜ ଉପରେ ବର୍ଷା ହେଲେ ପାଣି ଜାମ ହୋଇଯାଉଛି । ଯାତାୟାତ ସମୟରେ ଲୋକଙ୍କ ଉପରକୁ ପାଣି ଛିଟୁକୁଛି!-->…
Read More...
Read More...