ଦଣ୍ଡ ଜ୍ଞାନସାଗର ସମ୍ମାନରେ ସମ୍ମାନୀତ ହେଲେ ରମାକାନ୍ତ ବିଶି
ଟିଟିଲାଗଡ଼, (କେପିଏନ୍ଏସ୍) : ରାଧା ଭୂମିକାରେ ଅଭିନୟ କରି ଓଡିଶାର ଘରେ ଘରେ ପରିଚିତ ଯୁବ ଦଣ୍ଡ କଳାକାର ରମାକାନ୍ତ ବିଶି "ଦଣ୍ଡ ଜ୍ଞାନ ସାଗର " ସମ୍ମାନରେ ସମ୍ମାନିତ ହେଇଛନ୍ତି । ଗତ ୨୬ ତାରିଖରେ ଟିଟିଲାଗଡ଼ର ସିହିନି ଗ୍ରାମରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲାଲ ବାହାଦୁର!-->…
Read More...
Read More...